Odisha Link
Bridging the Missing Links in Odisha
Daily Archives

April 20, 2023

ସେନାବାହିନୀରେ ନିଯୁକ୍ତି ପାଇଁ ହେବ…

ଓଏଲ୍‌ ବ୍ୟୁରୋ: ସେନାବାହିନୀ ନିଯୁକ୍ତିକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଏଣିକି ଅନଲାଇନରେ ହେବ ସେନାବାହିନୀ ନିଯୁକ୍ତି ପରୀକ୍ଷା। ଉଭୟ ଅଗ୍ନିବୀର ଓ ଅଣଅଗ୍ନିବୀର ସୈନିକ ନିଯୁକ୍ତି ପାଇଁ ଅନଲାଇନ ଟେଷ୍ଟ ହେବ ବୋଲି ସୂଚନା ରହିଛି। ଅନଲାଇନ ଜରିଆରେ ପ୍ରବେଶିକା ପରୀକ୍ଷା ଦେଇପାରିବେ ଇଚ୍ଛୁକ…

ଟ୍ରେନ ଟଏଲେଟ ଭିତରୁ ମିଳିଲା ଯୁବତୀଙ୍କ…

ଓଏଲ୍‌ ବ୍ୟୁରୋ: ଧାନବାଦ ଏକ୍ସପ୍ରେସରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଟ୍ରେନ ଟଏଲେଟ ଭିତରୁ ମିଳିଲା ଜଣେ ଯୁବତୀଙ୍କ ମୃତଦେହ। ଧାନବାଦ ଏକ୍ସପ୍ରେସର ଏକ ବଗିରେ ଥିବା ଟଏଲେଟରୁ ମିଳିଛି। ଟ୍ରେନରୁ ଯାତ୍ରୀ ମାନେ ବାହାରିବା ପରେ ଏହି ମୃତଦେହ ଜବତ କରାଯାଇଛି। ମୃତଦେହ ମିଳିବା ପରେ ଘଟଣାକୁ…

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ସ୍କିଲ…

ଓଏଲ୍‌ ବ୍ୟୁରୋ: ଆଜିଠାରୁ ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ସ୍କିଲ ଡେଭଲପମେଣ୍ଟ କନକ୍ଲେଭ ୨୦୨୩। ଆଜିଠାରୁ ଆରମ୍ଭ ହୋଇ ୨୨ ତାରିଖ ଯାଏଁ ଚାଲିବ ଏହି କନକ୍ଲେଭ। ଏହି ସ୍କିଲ କନକ୍ଲେଭକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମେକ୍ ଇନ୍ ଓଡ଼ିଶାର ପାର୍ଟ-୨ ହେଉଛି…

ବାର୍ଥ ଡେ’ ପାର୍ଟିରୁ ଫେରୁଥିବା…

ଓଏଲ୍‌ ବ୍ୟୁରୋ: ଝାରସୁଗୁଡ଼ାରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାର୍ଥ ଡେ' ପାର୍ଟିରୁ ଫେରୁଥିବା ବେଳେ ଯୁବକଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ଜମେରା ଗାଁରେ ଜଣେ ଯୁବକଙ୍କୁ ଠେଙ୍ଗା, ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ବାର୍ଥ ଡେ' ପାର୍ଟିରୁ ଫେରୁଥିବା ବେଳେ ସଂଘବଦ୍ଧ…

ରେକର୍ଡ ସୃଷ୍ଟି କଲା ନିଟ୍ ୟୁଜି, ୨୦…

ଓଏଲ୍‌ ବ୍ୟୁରୋ: ଡାକ୍ତରୀ ପାଠ ପଢିବା ପାଇଁ ଏକ ବଡ ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷ ରେକର୍ଡ ସଂଖ୍ୟକ ପରୀକ୍ଷାର୍ଥୀ ଦେବେ ନିଟ୍ ୟୁଜି। ୨୦ ଲକ୍ଷ ୮୭ ହଜାର ୪୪୫ ପରୀକ୍ଷାର୍ଥୀ ନିଟ୍ ୟୁଜି ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ଗତ ବର୍ଷ ଠାରୁ ୨.୫୭ ଲକ୍ଷ ଅଧିକ ପିଲା ଆବେଦନ କରିଛନ୍ତି। ମହାରାଷ୍ଟ୍ରରୁ ୨.୮…

ଝାରସୁଗୁଡ଼ା ଉପ-ନିର୍ବାଚନ: ଆଜି…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ଝାରସୁଗୁଡା ଉପ-ନିର୍ବାଚନ। ଆରମ୍ଭ ହୋଇଛି ରାଜ୍ୟ ରାଜନୀତିରେ ଉଷ୍ମତା। ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡାରେ ହେବ ଉପ-ନିର୍ବାଚନ। ଆଜି ନାମାଙ୍କନ ଦାଖଲର ଶେଷ ଦିନ। ତିନି…

ରାହୁଲ ଗାନ୍ଧିଙ୍କୁ ଶକ୍ତ ଝଟ୍‌କା, ଖାରଜ…

ଓଏଲ୍‌ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମିଳିଲାନି ଆଶ୍ବସ୍ତି। ମାନହାନୀ ମାମଲାରେ ରାହୁଲ ଗାନ୍ଧିଙ୍କୁ ଶକ୍ତ ଝଟ୍‌କା। ରାହୁଲଙ୍କ ଆବେଦନକୁ ଖାରଜ କରିଛନ୍ତି ସୁରତ କୋର୍ଟ। ୨ ବର୍ଷର ଦଣ୍ଡାଦେଶ ଉପରେ ରହିତାଦେଶ ପାଇଁ ସେ ଅପିଲ୍ କରିଥିଲେ। 'ମୋଦି ସରନେମ୍‌' ମନ୍ତବ୍ୟ ପାଇଁ ୨ ବର୍ଷର ଜେଲ୍‌…

ବଢୁଛି କରୋନା ସଂକ୍ରମଣ, ରାଜ୍ୟରେ…

ଓଏଲ୍‌ ବ୍ୟୁରୋ: କରୋନା ଭୂତାଣୁକୁ ନେଇ ବଢ଼ିଲା ଦେଶବାସୀଙ୍କ ଚିନ୍ତା। ପୁଣି କାୟା ବିସ୍ତାର କଲାଣି କରୋନା ମହାମାରୀ। ରାଜ୍ୟରେ ଦିନକରେ ୩୮୭ କରୋନା ପଜିଟିଭ ଚିହ୍ନଟ କରାଯାଇଛି। ମୋଟ୍ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୨୧୭୭କୁ ବୃଦ୍ଧି ପାଇଛି।ଦିନକରେ ସୁସ୍ଥ ହୋଇଛନ୍ତି ୧୮୫ କରୋନା ଆକ୍ରାନ୍ତ। ଦେଶରେ କରୋନା…

ନିଖୋଜ ସିଆରପିଏଫ ଯବାନଙ୍କ ମିଳିଲା…

ଓଏଲ୍‌ ବ୍ୟୁରୋ: ଜଗତସିଂହପୁରର ଜଣେ ସିଆରପିଏଫ ଯବାନ କିଛି ଦିନ ହେବ ନିଖୋଜ ଥିଲେ। ଅନେକ ଖୋଜାଖୋଜି ପରେ ଦୁଇଦିନ ପୂର୍ବରୁ ପାହାଡ଼ କଡ଼ ରାସ୍ତାରୁ ଯବାନଙ୍କ ବାଇକ୍‌ ମିଳିଥିଲା। ହେଲେ ବାଇକ ପାଖରୁ ତାଙ୍କର ମୃତଦେହ ମିଳିନଥିଲା। ପାହାଡ଼ କଡ଼ ରାସ୍ତାରୁ ଯବାନଙ୍କ ବାଇକ୍‌ ମିଳିବା ପରେ ପୁଲିସ ଛାନଭିନ…

ଦେଶରେ ଉପରମୁହାଁ କରୋନା ମିଟର, ୧୨ହଜାର…

ଓଏଲ୍‌ ବ୍ୟୁରୋ: କରୋନା ଭୂତାଣୁକୁ ନେଇ ବଢ଼ିଲା ଦେଶବାସୀଙ୍କ ଚିନ୍ତା। ପୁଣି କାୟା ବିସ୍ତାର କଲାଣି କରୋନା ମହାମାରୀ। ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଦେଶର ୧୨ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ। ୨୪ ଘଣ୍ଟାରେ ୧୨,୫୯୧ ନୂଆ ପଜିଟିଭ୍‌ ଚିହ୍ନଟ କରାଯାଇଛି। ମୋଟ ସଂକ୍ରମଣ ସଂଖ୍ୟା ୬୫…