Odisha Link
Bridging the Missing Links in Odisha
Daily Archives

April 25, 2023

ଝାରସୁଗୁଡ଼ା ମଇଦାନରେ ୯ ପ୍ରାର୍ଥୀ,…

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସରଗରମ ଓଡ଼ିଶା ରାଜନୀତି। ମେ'୧୦ରେ ପଡ଼ିବ ଭୋଟ। ଝାରସୁଗୁଡ଼ାବାସୀ ବାଛିବେ ତାଙ୍କ ମନପସନ୍ଦର ନେତା। ସାଧାରଣ ନିର୍ବାଚନକୁ ଆଉ ୧ ବର୍ଷରୁ କମ୍‌ ସମୟ ଥିବା ବେଳେ ଝାରସୁଗୁଡ଼ା ଉପନିର୍ବାଚନ ଜିତିବାକୁ ରାଜ୍ୟର ତିନି ଛାମୁଆ ଦଳ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ…

ଓଡ଼ିଶାରେ ଗଡ଼ିବ ମେଟ୍ରୋ, ଡିପିଆର ଦାୟିତ୍ବ…

ଭୁବନେଶ୍ବର: ଓଡ଼ିଶାରେ ଗଡ଼ିବ ମେଟ୍ରୋ ଟ୍ରେନ୍‌। ଏନେଇ ନିକଟରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାରିମଧ୍ୟରେ ମେଟ୍ରୋ ଟ୍ରେନ୍ ପାଇଁ ସରକାର ଆଉ ପାଦେ ଆଗକୁ ବଢ଼ିଛନ୍ତି। ବହୁ ପ୍ରତିକ୍ଷୀତ ମେଟ୍ରୋ ପ୍ରକଳ୍ପ ଲାଗି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍ ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ…

ମେ’ ପହିଲାରୁ ବଢ଼ିବ ଦୁଗ୍ଧଜାତ…

ଭୁବନେଶ୍ବର: ଗ୍ରାହକଙ୍କୁ ଲାଗିବାକୁ ଯାଉଛି ଝଟକା। କାରଣ ମେ' ପହିଲାରୁ ବଢ଼ିବ ଦୁଗ୍ଧଜାତ ଦ୍ରବ୍ୟର ଦର। ମେ’ ୧ରୁ ଛେନା,ପନିର, ଖୁଆ ଆଦି ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ। କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘର ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ନିକଟରେ ଓମ୍‌ଫେଡ୍‌ କ୍ଷୀର ଲିଟର ପ୍ରତି…

କାଲିଠୁ ନିଖୋଜ ଥିଲେ ଜଣେ ସରକାରୀ…

ଓଏଲ୍‌ ବ୍ୟୁରୋ: ଯାଜପୁରରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କାଲିଠୁ ନିଖୋଜ ଥିଲେ ଜଣେ ସରକାରୀ କର୍ମଚାରୀ। ଆଜି ଉଦ୍ଧାର ହେଲା ସରକାରୀ କର୍ମଚାରୀଙ୍କ ମୃତଦେହ। ଅଫିସ ପାଖ କାଜୁଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି କୁଆଖିଆ ଥାନା ସାରଙ୍ଗପୁର ଗାଁର…

ଅରବିନ୍ଦ କେଜରିୱାଲଙ୍କ ସୁରକ୍ଷାରେ…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବାସଭବନ ପାଖରେ ଉଡ଼ିଲା ଡ୍ରୋନ୍‌। ଯାହାକୁ ନେଇ ତାଙ୍କ ସୁରକ୍ଷାରେ ତ୍ରୁଟି ଆସିଥିବା କୁହାଯାଉଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବାସଭବନ ପାଖରେ ଡ୍ରୋନ୍‌ କୁଆଡୁ ଆସିଲା ଏହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।…

ଅଡୁଆରେ ସିସୋଦିଆ, ସିବିଆଇ ପ୍ରସ୍ତୁତ…

ଓଏଲ୍‌ ବ୍ୟୁରୋ: ଅଡୁଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଡାହାଣହାତ କୁହାଯାଉଥିବା ମନିଷ ସିସୋଦିଆ। ଦିଲ୍ଲୀ ଅବକାରୀ ନୀତି ମାମଲାରେ ଏବେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସିବିଆଇ ଓ ଇଡି ହେପାଜତରେ ରହିଛନ୍ତି। ଏହି କ୍ରମରେ ଏବେ ସିବିଆଇ ପ୍ରସ୍ତୁତ କରିଥିବା…

ବିଜେପି ରକ୍ତରେ ହିଂସା ପ୍ରବାହିତ ହେଉଛି:…

ଓଏଲ୍‌ ବ୍ୟୁରୋ: ସମ୍ବଲପୁରରେ ହିଂସା ପରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ପ୍ରଥମେ ବିଜେଡିକୁ ହିନ୍ଦୁ ବିରୋଧୀ କହିଥିଲେ ବିଜେପି ନେତା। ଏହା ପରେ ବିଜେଡି ବିଧାୟକ ପର୍ଶୁରାମ ଧଡା ବିଜେପିକୁ ନେଇ ଜବାବ ରଖି କହିଛନ୍ତି, ବାସ୍ତବରେ ବିଜେପି ରକ୍ତରେ ହିଂସା ପ୍ରବାହିତ ହେଉଛି। ଦେଶରେ ଯେଉଁ ଯେଉଁ ସ୍ଥାନରେ…

ଆସନ୍ତାକାଲି ଗ୍ରୀଷ୍ମକାଳୀନ ବାତ୍ୟା…

ଓଏଲ୍‌ ବ୍ୟୁରୋ: କାଲି ବସିବ ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ବୈଠକ। ଲୋକସେବା ଭବନରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ହେବ ଏହି ବୈଠକ। ଖରାଦିନେ ବାତ୍ୟା ତାଣ୍ଡବ ସୃଷ୍ଟି କରୁଥିବାରୁ ପ୍ରସ୍ତୁତି ବୈଠକ ହେବ ବୋଲି ସୂଚନା ରହିଛି। ବାତ୍ୟା ସୂଚନା, ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମର…

ଅପରେସନ କାବେରୀ ଆରମ୍ଭ, ୨୭୮ ଯାତ୍ରୀଙ୍କୁ…

ଓଏଲ୍‌ ବ୍ୟୁରୋ: ଆଫ୍ରିକୀୟ ଦେଶ ସୁଦାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି ଅପରେସନ କାବେରୀ ଆରମ୍ଭ କରାଯାଇଛି। ପ୍ରଥମ ବ୍ୟାଚରେ ୨୭୮ ଯାତ୍ରୀଙ୍କୁ ଧରି ସୁଦାନ ଛାଡ଼ିଲା ଜାହାଜ ସୁମେଧା। ଭାରତୀୟ ନୌବାହିନୀର ଜାହାଜ ଆଇଏନଏସ ସୁମେଧା ସୁଦାନ ଛାଡ଼ିଲା। ସୁଦାନରୁ ସାଉଦି ଆରବର ଜେଦା ଆସିବ ଆଇଏନଏସ୍…

ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ସାମାଜିକ…

ଓଏଲ୍‌ ବ୍ୟୁରୋ: ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ୧୦ମ ଶ୍ରେଣୀ ସାମାଜିକ ବିଜ୍ଞାନ ପରୀକ୍ଷାରେ ମିଳିବ ଗ୍ରେସ ମାର୍କ। ମାଟ୍ରିକ ପରୀକ୍ଷାରେ ବି ସେଟ୍ ପ୍ରଶ୍ନରେ ଥିଲା ମୁଦ୍ରଣ ଜନିତ ତ୍ରୁଟି। ଯେଉଁ ପରୀକ୍ଷାର୍ଥୀ ଭୁଲ ପ୍ରଶ୍ନର ଉତ୍ତର ରଖିଥିବେ ତାଙ୍କୁ ଗ୍ରେସ…