Odisha Link
Bridging the Missing Links in Odisha
Daily Archives

April 29, 2023

ମୁଁ ଅପରାଧୀ ନୁହେଁ, ତଦନ୍ତର ସାମ୍ନା…

ଓଏଲ୍‌ ବ୍ୟୁରୋ: ପୁଣି ଥରେ ବିବାଦରେ କୁସ୍ତି ସଂଘ ସଭାପତି। ଡବ୍ଲୁଏଫଆଇ ସଭାପତିଙ୍କ ନାଁରେ ଥାନାରେ ଅଭିଯୋଗ ଆଣିଛନ୍ତି କୁସ୍ତି ଯୋଦ୍ଧା। ଧାରଣାରେ ବସିବା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଧାରଣାରତ ୭ କୁସ୍ତି ଯୋଦ୍ଧା। ଭିନେଶ ଫୋଗଟ୍‌ଙ୍କ ସମେତ ୭ କୁସ୍ତି ଯୋଦ୍ଧା ସର୍ବୋଚ୍ଚ କୋର୍ଟଙ୍କ…

କମିବ କାଳବୈଶାଖୀ ପ୍ରଭାବ, ମେ’…

ଓଏଲ୍‌ ବ୍ୟୁରୋ: ପୁଣି ଅସମ୍ଭାଳ ହେବ ଗରମ। ଆସନ୍ତା ମେ’ ମାସରେ ରାଜ୍ୟରେ ଅନୁଭୂତ ହେବ ଭୀଷଣ ତାତି। ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ଗରମ ହେବ। ଆଇଏମଡିର ପୂର୍ବାନୁମାନ ଅନୁସାରେ ପୂର୍ବ ଭାରତ ଓ କେନ୍ଦ୍ରୀୟ ପୂର୍ବ ଭାରତରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଉତ୍ତର ପଶ୍ଚିମ ଭାରତ ଓ…

‘ମହତାବଙ୍କ ‘ଗାଁ ମଜଲିସ୍’ ପରେ…

ଓଏଲ୍‌ ବ୍ୟୁରୋ: ପ୍ରସାର ଭାରତୀ ଦ୍ୱାରା ଆୟୋଜିତ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୧୦୦ ତମ ଅଧ୍ୟାୟ ଆସନ୍ତାକାଲି ପୁରଣ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି କାର୍ଯ୍ୟକ୍ରମକୁ ନେଇ ଏକ ବଡ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆସନ୍ତକାଲି ‘ମନ୍ କି ବାତ୍’ କାର୍ଯ୍ୟକ୍ରମର…

ଏଲ୍ଆଇସିର ନୂତନ ଅଧ୍ୟକ୍ଷ ହେଲେ ଓଡ଼ିଆ ପୁଅ…

ଓଏଲ୍‌ ବ୍ୟୁରୋ: ଦେଶର ସବୁଠୁ ବଡ଼ ବୀମା କମ୍ପାନୀ ଏବଂ ସବୁଠୁ ବଡ଼ ନିବେଶକାରୀ ସଂସ୍ଥାର ମୁଖ୍ୟ ଭାବେ କାର୍ଯ୍ୟ କରିବେ ଓଡ଼ିଆ ପୁଅ। ଏଲ୍ଆଇସିର ନୂଆ ମୁଖ୍ୟ ଭାବେ ଦାଇତ୍ୱ ପାଇଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି। ସିଦ୍ଧାର୍ଥ ମହାନ୍ତି ବର୍ତ୍ତମାନ ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ତଥା ଯୁଗ୍ମ ପରିଚାଳନା…

କାଲି ମୋଦୀଙ୍କ ‘ମନ୍ କି ବାତ୍’ର ୧୦୦ ତମ…

ଓଏଲ୍‌ ବ୍ୟୁରୋ: ପ୍ରସାର ଭାରତୀ ଦ୍ୱାରା ଆୟୋଜିତ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୧୦୦ ତମ ଅଧ୍ୟାୟ ଆସନ୍ତାକାଲି ପୁରଣ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି କାର୍ଯ୍ୟକ୍ରମକୁ ନେଇ ଏକ ବଡ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଉପ ରାଷ୍ଟ୍ରପତି ଜଗଦୀପ ଧନଖେଡ ପ୍ରସାର ଭାରତୀ…

ଅଧାରେ ରହିଲା ଜଗା ଦର୍ଶନ, ସଡ଼କ…

ଓଏଲ୍‌ ବ୍ୟୁରୋ: ଜାତୀୟ ରାଜପଥ ୧୬ ନିକଟରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଟ୍ରକ୍ ତଳେ ଚାପିହେଲା କାର। ଟ୍ରକ ତଳେ ଚାପି ହେବାରୁ ଘଟଣା ସ୍ଥଳରେ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। କାରଟି ପଶ୍ଚିମବଙ୍ଗରୁ ପୁରୀ ଯାଉଥିବା ବେଳେ…