Odisha Link
Bridging the Missing Links in Odisha
Daily Archives

May 8, 2023

‘କଂଗ୍ରେସର ରାଜନୈତିକ ମନୋବୃତ୍ତି…

ଓଏଲ୍‌ ବ୍ୟୁରୋ: ଜାରି ରହିଛି ଝାରସୁଗୁଡା ଉପ-ନିର୍ବାଚନ ପାଇଁ ପୂର୍ବ ପ୍ରସ୍ତୁତି। ଆଜି ନିର୍ବାଚନୀ ପ୍ରଚାରର ଶେଷ ଦିନ। ୩ ପ୍ରମୁଖ ଦଳ ଜୋରଦାର ପ୍ରଚାର କରୁଥିବାବେଳେ ଖୋଲାମଞ୍ଚରେ ରାଜ୍ୟ କଂଗ୍ରେସ ନେତୃତ୍ବକୁ ନେଇ ମୁହଁ ଖୋଲିଲେ ବରିଷ୍ଟ କଂଗ୍ରେସ କର୍ମୀ ଚିରଂଜୀବ ବିଶ୍ୱାଳ। ବରିଷ୍ଟ କଂଗ୍ରେସ କର୍ମୀ…

ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସର୍ବୋଚ୍ଚ ସାରସ୍ବତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର କାର୍ଯ୍ୟକ୍ରମ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଯାଇଛି। ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ସମ୍ମାନରେ ସମ୍ମାନିତ ହୋଇଛନ୍ତି ପ୍ରତିଭା, ସୀତାକାନ୍ତ ଓ ଶ୍ରୀନିବାସ। ପଦ୍ମଭୂଷଣ ପ୍ରତିଭା…

ଉପରମୁହାଁ ରହିବ ପାରଦ, ପୁଣି ବଢିବ ତାତି

ଓଏଲ୍‌ ବ୍ୟୁରୋ: ପୁଣି ଅସହ୍ୟ ହେଲାଣି ତାତି। ବଢ଼ିବାରେ ଲାଗିଛି ତାପମାତ୍ରା। ଆହୁରି ମଧ୍ୟ ଅତ୍ୟଧିକ ତାତି ଅନୁଭୂତ ହେବ ବୋଲି ସୂଚନା ମିଳିଛି। ୨ରୁ ୩ ଡିଗ୍ରୀ ଯାଏ ବଢ଼ିବ ଦିନ ତାପମାତ୍ରା। କିଛି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ପାରଦ। ୪ରୁ ୫ ଦିନ ପାଇଁ ପାରଦ ଉପରମୁହାଁ ରହିବ। ତାତି ବଢ଼ିବା ନେଇ…

ବିବାଦରେ ଡବ୍ଲୁଏଫଆଇ ସଭାପତି,…

ଓଏଲ୍‌ ବ୍ୟୁରୋ: ଡବ୍ଲୁଏଫଆଇ ସଭାପତିକୁ ନେଇ ବଢୁଛି ବିବାଦ। କୁସ୍ତିଯୋଦ୍ଧାଙ୍କ ସହ ଆନ୍ଦୋଳନରେ ସାମିଲ ହେଲେ କୃଷକ। ପୁଲିସ ବ୍ୟାରିକେଡ ଭାଙ୍ଗିଲେ କୃଷକ। ଡବ୍ଲୁଏଫଆଇ ମୁଖ୍ୟ ବ୍ରିଜ ଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନ କରାଯାଉଛି। ବ୍ରିଜଭୂଷଣଙ୍କୁ ନେଇ ଥମୁନି ବିବାଦ।…

ମାଡ଼ି ଆସୁଛି ବାତ୍ୟା! ବଙ୍ଗୋପସାଗରରେ…

ଓଏଲ୍‌ ବ୍ୟୁରୋ: ବଦଳୁଛି ପାଗ ଆଉ ମନରେ ଛନକା ଆରମ୍ଭ। ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସୂଚନା। ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା…

କେରଳରେ ଡଙ୍ଗା ବୁଡି ଘଟଣା: ମୃତ୍ୟୁ…

ଓଏଲ୍‌ ବ୍ୟୁରୋ: କେରଳରୁ ଆସିଛି ଭୟଙ୍କର ଚିତ୍ର। କେରଳରେ ଡଙ୍ଗା ବୁଡି ଘଟଣାରେ ଆଉ ୨୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଡଙ୍ଗା ବୁଡିରେ ମୋଟ ୨୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ ୫ରୁ ଅଧିକ ଶିଶୁଥିବା ନେଇ ସୂଚନା ମିଳିଛି। ତେବେ ଏହି ଘଟଣାକୁ ନେଇ ପୁରା କେରଳରେ ଶୋକର ଛାୟା…

ରାଜସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହେଲା…

ଓଏଲ୍‌ ବ୍ୟୁରୋ: ରାଜସ୍ଥାନରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜସ୍ଥାନ ହନୁମାନଗଡ଼ରେ ଖସି ପଡ଼ିଲା ଏମଆଇଜି-୨୧ ଫାଇଟର ଜେଟ୍‌। ବିମାନ ଖସିବା ଯୋଗୁ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ରହିଥିଲା।…

ଆଜି କୋର୍ଟରେ ହାଜର ହେବେ ଶ୍ରଦ୍ଧାଞ୍ଜଳି,…

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ମନି ଲଣ୍ଡରିଂ ମାମଲାରେ ନୂଆ ମୋଡ଼। ଅନ୍ୟତମ ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଅଦାଲତି ଝଟକା। ଆଜି ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ। ନିଜ ଓକିଲ ଜରିଆରେ ହାଜର ହେବାକୁ ଶ୍ରଦ୍ଧାଞ୍ଜଳି ଆବେଦନ କରିଥିଲେ, ଯାହାକୁ ଖାରଜ କରିଛନ୍ତି…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ନେଇପାରେ…

ଓଏଲ୍‌ ବ୍ୟୁରୋ: ବଦଳୁଛି ପାଗ ଆଉ ମନରେ ଛନକା ଆରମ୍ଭ। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଆଜି ଲଘୁଚାପର ରୂପ ନେଇପାରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ। ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି…

ପୂର୍ବ ଶତ୍ରୁତା ନେଲା ଜୀବନ,…

ଓଏଲ୍‌ ବ୍ୟୁରୋ: ଢେଙ୍କାନାଳ କାମାକ୍ଷାନଗରରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଦିଘି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ରାତିରେ କାଜୁ ବଗିଚାରୁ ଘରକୁ ଫେରିଲା ବେଳେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି। କମନଳିଆ ଯୋର ନିକଟରେ ମାରଣାସ୍ତ୍ରରେ…