Odisha Link
Bridging the Missing Links in Odisha
Daily Archives

May 8, 2023

ଗୋଟିଏ ବି ଟେଷ୍ଟ ମ୍ୟାଚ୍‌ ଖେଳି…

ଓଏଲ୍‌ ବ୍ୟୁରୋ: ଆହତଜନିତ ସମସ୍ୟା ଯୋଗୁଁ ବଦଳିଲା ଟିମ୍‌ ଇଣ୍ଡିଆର ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ପାଇଁ ଘୋଷିତ ହୋଇଥିବା ଦଳ। ଆହତ କେଏଲ୍‌ ରାହୁଲଙ୍କ ଜାଗା ନେଲେ ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ ଈଶାନ କିଶାନ। ଏନେଇ ଆଜି ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି। ସେହିପରି ୩ଜଣ ଅତିରିକ୍ତ ଖେଳାଳିଙ୍କୁ…

କାଲି ନବୀନ-ନୀତିଶ ଭେଟଘାଟ, ରାଜନୈତିକ…

ଓଏଲ୍‌ ବ୍ୟୁରୋ: ମଙ୍ଗଳବାର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବିହାର ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ନୀତିଶ କୁମାର। ଦିନିକିଆ ଓଡ଼ିଶା ଗସ୍ତରେ ଆସି ନୀତିଶ ନବୀନଙ୍କୁ ଆସନ୍ତାକାଲି ମଧ୍ୟାହ୍ନରେ ଭେଟିବେ। କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ନରେନ୍ଦ୍ର ମୋଦି…

ତାମିଲନାଡ଼ୁ ପରେ ପଶ୍ଚିମବଙ୍ଗରେ ବ୍ୟାନ୍…

ଓଏଲ୍‌ ବ୍ୟୁରୋ: ନିକଟରେ ପ୍ରେକ୍ଷାଳୟରେ ରିଲିଜ୍‌ ହୋଇଥିବା ବଲିଉଡ ଫିଲ୍ମ 'ଦ କେରଳ ଷ୍ଟୋରୀ'କୁ ନେଇ ଚର୍ଚ୍ଚା। ଗୋଟିଏ ପଟେ ଚଳଚ୍ଚିତ୍ରଟି ବକ୍ସ ଅଫିସରେ କମାଲ କରୁଥିବା ବେଳେ ଅନ୍ୟପଟେ ବିବାଦରେ ଛନ୍ଦି ହୋଇ ଅଧିକ ଚର୍ଚ୍ଚାରେ ରହିଛି 'ଦ କେରଳ ଷ୍ଟୋରୀ'। ଏସବୁ ମଧ୍ୟରେ ପଶ୍ଚିମବଙ୍ଗରେ ବ୍ୟାନ୍‌ ହୋଇଛି 'ଦ…

ଝାରସୁଗୁଡ଼ା ଉପନିର୍ବାଚନ: ପ୍ରଥମଥର ପାଇଁ…

ଓଏଲ୍‌ ବ୍ୟୁରୋ: ଆଉ ଦିନକ ପରେ ଝାରସୁଗୁଡ଼ା ଉପନିର୍ବାଚନ। ଶେଷ ହେଲା ଉପନିର୍ବାଚନ ପାଇଁ ପ୍ରଚାର। ଝାରସୁଗୁଡ଼ାବାସୀ ବାଛିବେ ମନ ପସନ୍ଦର ନେତା। ମେ' ୧୦ରେ ପଡ଼ିବ ଭୋଟ୍। ଚଳିତ ଉପନିର୍ବାଚନକୁ ସୁରୁଖୁରରେ ପରିଚାଳିତ କରିବା ପାଇଁ ନିର୍ବାଚନ କମିଶନର ନେଇଛନ୍ତି ପଦକ୍ଷେପ। ସମସ୍ତ ବୁଥରେ ସକାଳ ୭ଟାରୁ ଭୋଟ…

ଝାରସୁଗୁଡା ଉପ-ନିର୍ବାଚନ: ମେ’୧୦ରେ ପଡ଼ିବ…

ଓଏଲ୍‌ ବ୍ୟୁରୋ: ଶେଷ ହେଲା ଝାରସୁଗୁଡା ଉପ-ନିର୍ବାଚନ ପାଇଁ ପ୍ରଚାର। ନିର୍ବାଚନ ପାଇଁ ସରଗରମ ଓଡ଼ିଶା ରାଜନୀତି। ମେ’୧୦ ଅର୍ଥାତ ଆଉ ଗୋଟେ ଦିନ ପରେ ପଡ଼ିବ ଭୋଟ। ଝାରସୁଗୁଡ଼ାବାସୀ ବାଛିବେ ତାଙ୍କ ମନପସନ୍ଦର ନେତା। ଭୋଟରଙ୍କୁ ମନାଇବାକୁ ୩ ଦଳ ପ୍ରାର୍ଥୀଙ୍କ ଅଙ୍କ କଷା କଷି। ମଇଦାନରେ ହେଭିୱେଟଙ୍କ ଘମାଘୋଟ୍…

ଚର୍ଚ୍ଚିତ ବ୍ଲାକମେଲ କୁଇନଙ୍କ ଫିଟିପାରେ…

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ମନି ଲଣ୍ଡରିଂ ମାମଲାରେ ନୂଆ ମୋଡ଼। ଅଧିକ ତଦନ୍ତ ପାଇଁ ହାଇଦ୍ରାବାଦ ସିଏଫଏସଏଲକୁ ଗଲା ଅର୍ଚ୍ଚନା ନାଗର ୨ଟି ମୋବାଇଲ। କୋଲକାତା ସିଏଫଏସଏଲ ରିପୋର୍ଟ ଦେଇନପାରିବାରୁ ହାଇଦ୍ରାବାଦ ଗଲା ଅର୍ଚନାଙ୍କ ଫୋନ। ପୂର୍ବରୁ ରାଜ୍ୟ ଫରେନସିକ୍ ଲ୍ୟାବ କୌଣସି ରିପୋର୍ଟ ଦେଇନଥିଲା। ତେବେ…

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସମ୍ପର୍କିତ…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ସମ୍ପର୍କିତ ମାମଲାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସମ୍ପର୍କିତ ମାମଲାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଦୀର୍ଘ ୫ ବର୍ଷରେ ୨୬ଟି ଶୁଣାଣି ପରେ ମାମଲାର ଅନ୍ତ ଘଟାଇଲେ। ମୃଣାଳିନୀ ପାଢୀଙ୍କ ପକ୍ଷରୁ ଦାୟର ମାମଲାର ଘଟିଲା ଅନ୍ତ। ଶ୍ରୀମନ୍ଦିର…

ମନି ଲଣ୍ଡରିଂ ମାମଲା: ପୁଣି କୋର୍ଟରେ…

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ମନି ଲଣ୍ଡରିଂ ମାମଲାରେ ନୂଆ ମୋଡ଼। କୋର୍ଟରେ ହାଜର ହେଲେନି ଶ୍ରଦ୍ଧାଞ୍ଜଳି ବେହେରା। ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ହାଜର ହେଲେନି ଶ୍ରଦ୍ଧାଞ୍ଜଳି। ପୁଣି ୧୫ ଦିନ ସମୟ ମାଗିଲେ ଶ୍ରଦ୍ଧାଞ୍ଜଳି ବେହେରା। ଆସନ୍ତା ୨୦ରେ ମନି ଲଣ୍ଡରିଂ ମାମଲାରେ ଶ୍ରଦ୍ଧାଞ୍ଜଳିଙ୍କୁ…

ଆସନ୍ତାକାଲି ଲଘୁଚାପ ନେଇପାରେ ଅବପାତର…

ଓଏଲ୍‌ ବ୍ୟୁରୋ: ବଦଳୁଛି ପାଗ ଆଉ ମନରେ ଛନକା ଆରମ୍ଭ। ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ସମ୍ଭାବ୍ୟ ବାତ୍ୟା ସଂପର୍କରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି, କାଲି ସୁଦ୍ଧା ଏହା ଘନୀଭୂତ ହୋଇ ଅବପାତରେ ପରିଣତ ସମ୍ଭାବନା…

ବରଗଡରେ ଭୟଙ୍କର ସଡ଼କ ଦୁର୍ଘଟଣା; ୩୦…

ଓଏଲ୍‌ ବ୍ୟୁରୋ: ବରଗଡ ଜିଲ୍ଲା ଭଟଲିରେ ଭୟଙ୍କର ସଡକ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ସଡକ ଦୁର୍ଘଟଣାରେ ୩୦ ଜଣ ଆହତ ହୋଇଥିବାବେଳେ ୧୦ ଜଣ ଗୁରୁତର ହୋଇଛନ୍ତି। ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ପିପଲମୁଣ୍ଡା ଛକରେ କୀର୍ତ୍ତନ କରିବାକୁ ଯାଉଥିବାବେଳେ ପିକଅପ ଗାଡି ଓଲଟି ଏହି ଦୁର୍ଘଟଣା…