Odisha Link
Bridging the Missing Links in Odisha
Daily Archives

May 12, 2023

କ୍ୟାମ୍ପରୁ ମିଳିଲା ଜଣେ କନେଷ୍ଟବଳଙ୍କ…

ଓଏଲ୍‌ ବ୍ୟୁରୋ: ସାଲେପୁର ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଜିଗ୍ନିପୁର ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଗ୍ନିପୁର କ୍ୟାମ୍ପରୁ ଜଣେ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମାହାଙ୍ଗା ମହୋତ୍ସବରୁ ଡ୍ୟୁଟି ସାରି କ୍ୟାମ୍ପକୁ ଆସିଥିଲେ କନେଷ୍ଟବଳ। ମୃତ କନେଷ୍ଟବଳ ହେଉଛନ୍ତି…

ରାଜଧାନୀରୁ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜଧାନୀରେ ଘଟିଥିବା ପୁଣି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଭୁବନେଶ୍ୱରରେ ଇଞ୍ଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଇଞ୍ଜିନିୟରିଂ ଛାତ୍ରଙ୍କ କେଉଁ କାରଣରୁ ମୃତ୍ୟୁ ହୋଇଛି ତାହାର କାରଣ ସ୍ପଷ୍ଟ ହୋଇନଥିବାବେଳେ ଘଟଣା ସ୍ଥଳରେ ଇନଫୋସଟି ଥାନା ପୁଲିସର…

୩ ଜିଲ୍ଲାରେ ମାଓ ସ୍ଥିତି ସମୀକ୍ଷା କରିବେ…

ଓଏଲ୍‌ ବ୍ୟୁରୋ: ମାଓ ଅଂଚଳରେ ପୁଣି ନକ୍ସଲମାନେ ଜଘନ୍ୟକାଣ୍ଡ ଘଟାଉଥିବା ଖବର ସାମ୍ନାକୁ ଆସୁଛି। ଯାହାକୁ ନେଇ ଗୁଇନ୍ଦା ନିର୍ଦେଶକ ସଞ୍ଜୀବ ପଣ୍ଡା ଓ ଏଡିଜି ଅପରେସନ ଅମିତାଭ ଠାକୁର ସ୍ଥିତି ସମୀକ୍ଷା କରିବାକୁ ଯିବେ ମାଓ ଅଂଚଳ। ୩ ଜିଲ୍ଲା ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡିରେ କରିବେ ସ୍ଥିତି…

ସ୍କୁଲ ଶିକ୍ଷକ ପଦବୀ ପାଇଁ ଆଶାୟୀଙ୍କୁ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ ଶିକ୍ଷକ ପଦବୀ ପାଇଁ ଆବେଦନ କରୁଥିବା ଆଶାୟୀଙ୍କୁ ବଡ ଆଶ୍ୱସ୍ତି। ଓଟିଇଟିର ବୈଧତା ସୀମା ବୃଦ୍ଧି କଲେ ରାଜ୍ୟ ସରକାର। ଓଡ଼ିଶା ଶୈକ୍ଷିକ ଯୋଗ୍ୟତା ପରୀକ୍ଷା ଥରେ ପାସ୍ କଲେ ଜୀବନବ୍ୟାପୀ ବୈଧତା ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।…

ଟ୍ୱିଟରର ସିଇଓ ପଦ ଛାଡ଼ିବେ ଏଲନ୍ ମସ୍କ, ୬…

ଓଏଲ୍‌ ବ୍ୟୁରୋ: ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରର ସିଇଓ ପଦ ଛାଡ଼ିବେ ଏଲନ ମସ୍କ। ଏ ନେଇ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହ କିଏ ଟ୍ୱିଟରର ପରବର୍ତ୍ତୀ ସିଇଓ ହେବ ସେ ନେଇ ସୂଚନା ଦେଇଛନ୍ତି ମସ୍କ। ଜଣେ ମହିଳା ଏହି ପଦ ସମ୍ଭାଳିବେ ବୋଲି ସ୍ପଷ୍ଟ କରିଛନ୍ତି ମସ୍କ। ୬ ସପ୍ତାହ ମଧ୍ୟରେ…

ପ୍ରକାଶ ପାଇଲା ସିବିଏସଇ ପରୀକ୍ଷା ଫଳ,…

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ। ଆଜି ଗୋଟିଏ ଦିନରେ ସିବିଏସଇ ଦଶମ ଓ ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ରହିଥିଲା। ସକାଳ ୧୦ଟାରେ ଦଶମ ଓ ଦିନ ୧୨ଟାରେ +୨ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ମିଳିଥିଲା। ବର୍ତମାନ ଅନଲାଇନରେ ପ୍ରକାଶ ପାଇଛି ଦ୍ୱାଦଶ ପରୀକ୍ଷା ଫଳ।…

ଝାରସୁଗୁଡା ଉପ-ନିର୍ବାଚନ: କାଲି ସକାଳ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ଆସିବ ଝାରସୁଗୁଡ଼ା ଉପନିର୍ବାଚନର ଫଳାଫଳ। ଝାରସୁଗୁଡା ଉପ-ନିର୍ବାଚନ ପାଇଁ ମେ’ ୧୦ରେ ସରିଛି ଭୋଟଗ୍ରହଣ। କିଏ ଜିତିବ, କିଏ ହାରିବ ତାହାର ଚାଲିଛି ଅଙ୍କକଷା। ଭୋଟ ବାକ୍ସରେ ରହିଛି ଝାରସୁଗୁଡ଼ାବାସୀଙ୍କ ମନ ପସନ୍ଦର ନେତାଙ୍କ ବିଜୟର ନାମ। ଷ୍ଟ୍ରଙ୍ଗରୁମରେ ସିଲ ହୋଇରହିଛି…

ଅତି ଭୀଷଣ ବାତ୍ୟାର ରୂପ ନେଲା…

ଓଏଲ୍‌ ବ୍ୟୁରୋ: ଅତି ଭୀଷଣ ବାତ୍ୟାର ରୂପ ନେଲା 'ମୋକା'। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅତି ଭୀଷଣ ବାତ୍ୟାର ରୂପ ନେଲା। ଘଣ୍ଟା ପ୍ରତି ୯ କିମି ବେଗରେ ଉତ୍ତର ଆଡ଼କୁ ଗତି କରୁଛି 'ମୋକା'। ଆସନ୍ତା ୧୪ ମଧ୍ୟାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବ। ଲ୍ୟାଣ୍ଡଫଲ ବେଳେ ପବନର ବେଗ ସର୍ବାଧିକ…

ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଓ…

ଓଏଲ୍‌ ବ୍ୟୁରୋ: ଆଜି ଗୋଟିଏ ଦିନରେ ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ୱାଦଶ ରେଜଲ୍ଟ। ସକାଳ ୧୦ଟାରେ ଦଶମ ଓ ଦିନ ୧୨ଟାରେ +୨ ରେଜଲ୍ଟ ପ୍ରକାଶ ପାଇବ। ଅନଲାଇନରେ ପ୍ରକାଶ ପାଇବ ଉଭୟ ପରୀକ୍ଷା ଫଳ। cbseresults.nic.in ରେ ପ୍ରକାଶ ପାଇବ ରେଜଲ୍ଟ। ଉମଙ୍ଗ ଆପ୍ ଓ ଡିଜି ଲକର୍‌ରେ ବି ବାହାରିବ ଦଶମ ଓ ଦ୍ୱାଦଶ…