Odisha Link
Bridging the Missing Links in Odisha
Daily Archives

May 12, 2023

ଦିଲ୍ଲୀରେ ନବୀନ ଥିବାବେଳେ ବାଚସ୍ପତିଙ୍କ…

ଓଏଲ ବ୍ୟୁରୋ: ବର୍ତ୍ତମାନ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନ୍ୟପଟେ ରାଜ୍ୟ ରାଜନୀତିରେ ବଡ ଧରଣର ହଚଲଚଲ। ଇସ୍ତଫା ଦେଉଛନ୍ତି ଜଣେ ପରେ ଜଣେ ମନ୍ତ୍ରୀ। ବାଚସ୍ପତି ବିକ୍ରମ ଆରୁଖଙ୍କ ପରେ ଏବେ ଇସ୍ତଫା ଦେଇଛନ୍ତି ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଗଣଶିକ୍ଷା ସମୀର ଦାଶ। ଇସ୍ତଫା…

ବାଚସ୍ପତିଙ୍କ ପରେ ଦୁଇ ମନ୍ତ୍ରୀ ଦେଲେ…

ଓଏଲ୍‌ ବ୍ୟୁରୋ: ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ । ସେ ଆଜି ତାଙ୍କ ଇସ୍ତଫା ପତ୍ର ଉପବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଇସ୍ତଫା ପଛରେ ବ୍ୟକ୍ତିଗତ କାରଣ ଥିବା କହିଛନ୍ତି ବିକ୍ରମ। ଏନେଇ ସେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ଏବେ…

ଭାରି ପଡ଼ିଲା ଲାଞ୍ଚ ନେବା, ଭିଜିଲାନ୍ସ…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଜଣେ କନିଷ୍ଠ ଷ୍ଟେନୋଗ୍ରାଫର। ଲାଞ୍ଚ ନେବାବେଳେ କନିଷ୍ଠ ଷ୍ଟେନୋଗ୍ରାଫର ଦୁର୍ଗାପ୍ରସାଦ ମହାପାତ୍ରଙ୍କୁ ଧରିଛି ଭିଜିଲାନ୍ସ। ଧରାପଡିଥିଲା କନିଷ୍ଠ ଷ୍ଟେନୋଗ୍ରାଫର ହେଉଛନ୍ତି ନୟାଗଡ଼ ଜିଲ୍ଲା ଟ୍ରେଜରୀ ଅଫିସର। କନିଷ୍ଠ ଷ୍ଟେନୋଗ୍ରାଫର ଲାଞ୍ଚ ନେଉଥିବା…

ଝାରସୁଗୁଡା ଉପ-ନିର୍ବାଚନ: ରାତି ପାହିଲେ…

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ଗଣତି ଆରମ୍ଭ। ଆସନ୍ତାକାଲି ଆସିବ ଝାରସୁଗୁଡ଼ା ଉପନିର୍ବାଚନର ଫଳାଫଳ। ଝାରସୁଗୁଡା ଉପ-ନିର୍ବାଚନ ପାଇଁ ମେ’ ୧୦ରେ ସରିଛି ଭୋଟଗ୍ରହଣ। କିଏ ଜିତିବ, କିଏ ହାରିବ ତାହାର ଚାଲିଛି ଅଙ୍କକଷା। ଭୋଟ ବାକ୍ସରେ ରହିଛି ଝାରସୁଗୁଡ଼ାବାସୀଙ୍କ ମନ ପସନ୍ଦର ନେତାଙ୍କ ବିଜୟର ନାମ।…

ଅସହ୍ୟ ହେଉଛି ତାତି, ଝାରସୁଗୁଡା ସବୁଠୁ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବଢ଼ିବାରେ ଲାଗିଛି ତାପମାତ୍ରା। ପୁଣି ଅସହ୍ୟ ହେଲାଣି ତାତି। ଆହୁରି ମଧ୍ୟ ଅତ୍ୟଧିକ ତାତି ଅନୁଭୂତ ହେବ ବୋଲି ସୂଚନା ମିଳିଛି। ୨ରୁ ୩ ଡିଗ୍ରୀ ଯାଏ ବଢ଼ିବ ଦିନ ତାପମାତ୍ରା। କିଛି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ପାରଦ। ୪ରୁ ୫ ଦିନ ପାଇଁ ପାରଦ ଉପରମୁହାଁ ରହିବ। ତାତି…

ସୁକମାରେ ଏନକାଉଣ୍ଟର; ଜଣେ ନକ୍ସଲ ନିହତ,…

ଓଏଲ୍‌ ବ୍ୟୁରୋ: ଜଙ୍ଗଲରେ ଏନକାଉଣ୍ଟରରେ ସମୟରେ ଯବାନଙ୍କୁ ମିଳିଛି ସଫଳତା। ସୁକମାରେ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛନ୍ତି। ଏନକାଉଣ୍ଟରରେ ତିନିରୁ ଚାରି ନକ୍ସଲ ଆହତ ହୋଇଥିବା ସୂଚନା ରହିଛି। ଘଟଣାସ୍ଥଳରୁ ଅନେକ ମାଓ ସାମଗ୍ରୀ ଉଦ୍ଧାର ହୋଇଛି। ଅନେକ ଅସ୍ତ୍ରଶସ୍ତ୍ର ଏବଂ ଗୁଳି, ନକ୍ସଲ ସାମଗ୍ରୀ ଜବତ…

ନର୍ସମାନଙ୍କୁ ରାଜ୍ୟ ସରକାରଙ୍କ ଭେଟି,…

ଓଏଲ୍‌ ବ୍ୟୁରୋ: ପ୍ରତିବର୍ଷ ମଇ ୧୨ ତାରିଖକୁ ସମଗ୍ର ବିଶ୍ୱରେ “ଆନ୍ତର୍ଜାତୀୟ ନର୍ସ ଦିବସ” ଭାବେ ପାଳନ କରାଯାଇଥାଏ। ନର୍ସ ମାନଙ୍କ ଅବଦାନକୁ ସମ୍ମାନ ଜଣାଇ ଏହି ଦିନକୁ ନିର୍ସମାନଙ୍କୁ ଉତ୍ସର୍ଗ କରାଯାଇଛି। ଏହି ଦିବସର ପାଳନ ବହୁ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିଲା। ସ୍ବାସ୍ଥ୍ୟ ସେବା ପାଇଁ ଡ଼ାକ୍ତର…

ରିଲିଜ୍ ହେଲା ଓଡ଼ିଆ ଫିଲ୍ମ…

ଓଏଲ୍‌ ବ୍ୟୁରୋ: ଜାତୀୟ ଓ ଅନ୍ତର୍ଜାତୀୟ ସ୍ଥରରେ ରିଲିଜ୍ ହେଲା ଓଡ଼ିଆ ଫିଲ୍ମ ଫାଲଗୁନ ଚୈତ୍ର। ୮ଟି ଦେଶରେ ରିଲିଜ୍ ହୋଇଛି ଏହି ସିନେମା। ବଦଳୁଛି ଓଡ଼ିଆ ଫିଲ୍ମର ଢ଼ାଞ୍ଚା। ଚିରାଚରିତ ଧାରାରୁ ବାହାରକୁ ଆସି ରିଲିଜ ହୋଇଛି ଫିଲ୍ମ ଫାଲଗୁନ ଚୈତ୍ର। ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରଥମ ଥର ପାଇଁ ରିଲିଜ…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା…

ଓଏଲ୍‌ ବ୍ୟୁରୋ: ଯାଜପୁରରେ ଘଟିଥିବା ଏକ ଦୁଖଦଃ ଖବର ସାମ୍ନାକୁ ଆସିଛି। ବିଦ୍ୟୁତ ତାର ଲାଗି ପ୍ରଧାନଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଛି। ଘରେ ଲୁଗା ଶୁଖାଇବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି। ଟମକା ଥାନା ଜନିନ୍ଦାପାଳ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ବିଦ୍ୟୁତ ତାର ସଂସ୍ପର୍ଶରେ…

ମେ’ ୧୫ ପରିବର୍ତ୍ତେ ଆସନ୍ତା ୧୮ରେ…

ଓଏଲ୍‌ ବ୍ୟୁରୋ: ଆସନ୍ତା ମେ' ୧୮ରେ ଶୁଭାରମ୍ଭ ହୋଇପାରେ ବନ୍ଦେଭାରତ ଏକ୍ସପ୍ରେସ। ୧୫ ତାରିଖ ପରିବର୍ତ୍ତେ ୧୮ ତାରିଖରେ ଶୁଭାରମ୍ଭ ହେବାର ସମ୍ଭାବନା ରହିଛି। ୧୮ ତାରିଖ ଦିନ ୧୨ଟାରେ ପୁରୀରୁ ବନ୍ଦେଭାରତ ଏକ୍ସପ୍ରେସ ଶୁଭାରମ୍ଭ ହେବାର ସମ୍ଭାବନା ରହିଛି। ତେବେ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବା ନେଇ କୌଣସି…