Odisha Link
Bridging the Missing Links in Odisha
Daily Archives

May 13, 2023

‘କର୍ଣ୍ଣାଟକରେ ଘୃଣାର ବଜାର ବନ୍ଦ…

ଓଏଲ୍‌ ବ୍ୟୁରୋ: କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ବହୁମତ ପାଇବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। କଂଗ୍ରେସ କର୍ମୀମାନେ ବିଜୟ ଉତ୍ସବ ପାଳନ କରୁଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, କର୍ଣ୍ଣାଟକର ଜନତା ଦେଖାଇ ଦେଇଛନ୍ତି କି ଭାରତରେ…

ପ୍ରମିଳା ମଲ୍ଲିକଙ୍କୁ ତିନି ବିଭାଗ

ଓଏଲ୍‌ ବ୍ୟୁରୋ: ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଦୁଇଟି ନୂଆ ଦାଇତ୍ୱ। ଗତକାଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ତାଙ୍କ ଦାଇତ୍ୱ ଭାର କାହାକୁ ଯିବ ପ୍ରଶ୍ନ ସୃଷ୍ଟି ହେଉଥିଲା। ରାଜ୍ୟ ସରକାର ଏହି ଦାଇତ୍ୱ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା…

ଅହଂକାର ଛାଡ଼ିଲେ ଓଡ଼ିଶାରେ ସଫଳତା…

ଓଏଲ୍‌ ବ୍ୟୁରୋ: ଝାରସୁଗୁଡା ଉପ-ନିର୍ବାଚନରେ ବିଜେଡିର ବାଜିମାତ ପରେ ଫଳାଫଳ ନେଇ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଇଗୋ/ଅହଂକାର ଛାଡ଼ିଲେ ଓଡ଼ିଶାରେ ସଫଳତା ମିଳିବ। ଓଡ଼ିଶାରେ ଦୁର୍ବଳ ନେଇ ଆତ୍ମସମୀକ୍ଷାର ଅନୁଭବ ଦରକାର। ଆମେ ଏକ ହୋଇପାରିଲେ ଏତେ କଥା…

କୁସ୍ତି ଯୋଦ୍ଧାଙ୍କ ଧାରଣାର ପ୍ରଭାବ,…

ଓଏଲ୍‌ ବ୍ୟୁରୋ: ଡବ୍ଲୁଏଫଆଇ ସଭାପତିଙ୍କ ନାଁରେ ଥାନାରେ କୁସ୍ତି ଯୋଦ୍ଧା ଅଭିଯୋଗ କରିଥିବା ଜଣା ପଡିଥିଲା। ବ୍ରିଜଭୂଷଣଙ୍କୁ ନେଇ ଥମୁନି ବିବାଦ। ଜନ୍ତରମନ୍ତରଠାରେ ଚାଲିଛି ଧାରଣା। କୁସ୍ତି ଯୋଦ୍ଧାଙ୍କ ଦୀର୍ଘ ଦିନର ଧାରଣା ପରେ ଭାରତୀୟ ଅଲିମ୍ପିକ ସଂଘ ନେଇଛି ବଡ ନିଷ୍ପତ୍ତି। ଲଗାତାର କୁସ୍ତି ମହାସଂଘ…

୧୨ ଦଫା ଦାବି ନେଇ ଓଡ଼ିଶାର ୭ଟି…

ଓଏଲ୍‌ ବ୍ୟୁରୋ: କଳାହାଣ୍ଡି ମାଓବାଦୀ ଓଡ଼ିଆ ରାଜ୍ୟ କମିଟି ପ୍ରବକ୍ତାଙ୍କ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଅଡିଓ ବାର୍ତ୍ତା ଜାରି କରିଛନ୍ତି। ମେ ୧୫ ତାରିଖ ଦିନ ରାଜ୍ୟର ୭ ଟି ଜିଲ୍ଲା କଳାହାଣ୍ଡି, କନ୍ଧମାଳ, ରାୟଗଡା, ବୌଦ୍ଧ, ନୟାଗଡ, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ୨୪ ଘଣ୍ଟା ବନ୍ଦ ପାଳନ ପାଇଁ ଡାକରା…

ଅଧାରେ ରହିଲା ଜଗା ଦର୍ଶନ, ଅଜଣା ଗାଡ଼ି…

ଓଏଲ୍‌ ବ୍ୟୁରୋ: ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରରେ ଘଟିଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। କଡେଇ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏକ ପଲସର ବାଇକରେ ପୁରୀ ଯାଉଥିବା…

ଇ-କମର୍ସ କମ୍ପାନୀ ବିରୁଦ୍ଧରେ ନୋଟିସ…

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ ପକ୍ଷରୁ ଅନଲାଇନ ବ୍ୟବସାୟ କରୁଥିବା ୫ଟି ଇ-କମର୍ସ କମ୍ପାନୀ ବିରୁଦ୍ଧରେ ନୋଟିସ ଜାରି କରାଯାଇଛି। ନୋଟିସ ଅନୁସାରେ, ବେଆଇନ ବାଣିଜ୍ୟ କାରବାର କରିବା ଅଭିଯୋଗ ହୋଇଛି। ସେମାନେ ସିଟ୍‌‌ବେଲ୍‌‌ଟ ଆଲାରାମ ଷ୍ଟପର କ୍ଲିପ୍‌‌ ବିକ୍ରି କରିଥିଲେ।…

ଝାରସୁଗୁଡା ଉପ-ନିର୍ବାଚନ: ବାଜି ମାରିଲେ…

ଓଏଲ୍‌ ବ୍ୟୁରୋ: ଝାରସୁଗୁଡ଼ା ନିର୍ବାଚନ ପାଇଁ ଶେଷ ହେଲା ଭୋଟ୍ ଗଣତି। ପ୍ରଥମ ରାଉଣ୍ଡରୁ ବିଜେଡି ଆଗୁଆ ରହିଥିବାବେଳେ ଶେଷ ରାଉଣ୍ଡରେ ବିଜୟ ମୁକୁଟ ପିନ୍ଧିଛନ୍ତି ଦୀପାଳି। ପ୍ରଥମ ରାଉଣ୍ଡର ଗଣତିରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୨୭୦୬ ଭୋଟରେ ଆଗୁଆ…

ଝାରସୁଗୁଡ଼ା ଉପନିର୍ବାଚନ: ଜିତିଲେ ଦୀପାଳି…

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ। ବିଜୁ ଜନତା ଦଳର ବଡ଼ ବିଜୟୀ। ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ପଛରେ ପକାଇ ଜିତିଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୪୮, ୬୧୯ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଟଙ୍କଧର…

ଯେଉଁ +୨ ଛାତ୍ରଛାତ୍ରୀ କ୍ୱାର୍ଟର ଏଣ୍ଡ…

ଓଏଲ୍‌ ବ୍ୟୁରୋ: ଯୁକ୍ତ ଦୁଇ ପରୀକ୍ଷା ଫଳକୁ ନେଇ ଦ୍ଵନ୍ଦ୍ୱ ଦୂର କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଯୁକ୍ତ ଦୁଇ ପରୀକ୍ଷାରେ ମିଶିବ କ୍ୱାର୍ଟର ଏଣ୍ଡ ମାର୍କ। ୮୦ ପ୍ରତିଶତ ମାର୍କ ବାର୍ଷିକ ପରୀକ୍ଷାରୁ ଏବଂ ୨୦ ମାର୍କ କ୍ୱାର୍ଟର ଏଣ୍ଡ ପରୀକ୍ଷାରୁ ମିଶି ରେଜଲ୍ଟ ପ୍ରକାଶ ପାଇବ। ଯେଉଁମାନେ କ୍ୱାର୍ଟର…