Odisha Link
Bridging the Missing Links in Odisha

ପାକିସ୍ଥାନୀ ଏଜେଣ୍ଟକୁ ଓଟିପି ସେୟାର କରି ୩ ଓଡ଼ିଆ ଗିରଫ, ରିମାଣ୍ଡ ପାଇଁ ଆବେଦନ କଲା ଏସଟିଏଫ

ଜବତ ହୋଇଥିବା ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଜାଣିବାକୁ ବ୍ୟାଙ୍କକୁ ଚିଠି ଲେଖିବ ଏସଟିଏଫ।

ଓଏଲ୍‌ ବ୍ୟୁରୋ: ପାକିସ୍ଥାନୀ ଏଜେଣ୍ଟକୁ ଓଟିପି ସେୟାର କରି ୩ ଓଡ଼ିଆ ଗିରଫ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ତେବେ ଏହି ଘଟଣାକୁ ନେଇ ତଦନ୍ତ ଜାରି ରହିଥିବାବେଳେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କଲା ଏସଟିଏଫ। ୫ ଦିନିଆ ରିମାଣ୍ଡ ଆବେଦନ କଲା ଏସଟିଏଫ। ଜବତ ହୋଇଥିବା ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଜାଣିବାକୁ ବ୍ୟାଙ୍କକୁ ଚିଠି ଲେଖିବ ଏସଟିଏଫ। ତେବେ ଓଟିପି ସେୟାର କରିବା ଘଟଣାରେ ସମ୍ପୃକ୍ତ ଥିବା ୩ ଓଡ଼ିଆ ଗିରଫ ହୋଇଥିଲେ। ଏହି ମାମଲାରେ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.