Odisha Link
Bridging the Missing Links in Odisha
Daily Archives

May 15, 2023

ଦୁବାଇକୁ ପ୍ରଥମ ଉଡ଼ାଣ, ଅରୁଣ କହିଲେ…

ଭୁବନେଶ୍ବର: ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର। ଓଡ଼ିଶାର ରାଜଧାନୀ ଭୁବନେଶ୍ବରରୁ ଦୁବାଇ, ସଙ୍ଗାପୁର ଭଳି ସହର ଆଉ ବେସି ଦୂର ନୁହେଁ। ଆଜିଠାରୁ ଭୁବନେଶ୍ବରରୁ ସିଧାସଳଖ ଦୁବାଇକୁ ଉଡ଼ିଲା ବିମାନ। ଭାରତୀୟ ସମୟ ସନ୍ଧ୍ୟା ୬ଟା୩୦ରେ ଉଡ଼ିଲା ବିମାନ। ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

ଯୁବଗୋଷ୍ଠୀଙ୍କୁ ଆତଙ୍କବାଦରେ ସାମିଲ…

ଓଏଲ୍‌ ବ୍ୟୁରୋ: ଟେରର ଫଣ୍ଡିଂ ଲିଙ୍କରେ ଏନଆଇଏର ବଡ କାର୍ଯ୍ୟାନୁଷ୍ଠାନ। ଜମ୍ମୁ କଶ୍ମୀରର ୬ଟି ଠିକଣାରେ ରେଡ୍ କରୁଛି ଏନଆଇଏ। ପାକିସ୍ତାନରେ ବସିଥିବା ଆତଙ୍କବାଦୀ କଶ୍ମୀରରେ ଏଜେଣ୍ଟ ରଖି ଯୁବଗୋଷ୍ଠୀଙ୍କୁ ଆତଙ୍କବାଦରେ ସାମିଲ କରିବାକୁ ପ୍ରବର୍ତ୍ତାଉଥିବା ଅଭିଯୋଗ ରହିଛି। ଏମିତିକି ଆବଶ୍ୟକ ପାଣ୍ଠି…

ମାର୍କେଟ ବିଲ୍ଡିଂରେ ଉଠାଦୋକାନ ଉଚ୍ଛେଦକୁ…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଉଠା ଦୋକାନୀଙ୍କୁ ଉଚ୍ଛେଦ ନେଇ ଉତ୍ତେଜନା ସୃଷ୍ଟି ହୋଇଥିବା ଖବର ସାମ୍ନାକୁ ଆସିଛି। ମାର୍କେଟ ବିଲ୍ଡିଂରେ ଉଠାଦୋକାନୀଙ୍କୁ ଉଚ୍ଛେଦ କରିବା ନେଇ ଏହି ଉତ୍ତେଜନା ଦେଖିବାକୁ ମିଳିଛି। ବିଏମସି କେଶରୀ ମଲ ସାମନାରେ ଏହି ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ…

ଆହତ ହେଲେ ଅଭିନେତ୍ରୀ ଅଦା ଶର୍ମା,…

ଓଏଲ୍‌ ବ୍ୟୁରୋ: ନିକଟରେ ପ୍ରେକ୍ଷାଳୟରେ ରିଲିଜ୍‌ ହୋଇଥିବା ବଲିଉଡ ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ନେଇ ଚର୍ଚ୍ଚା। ଗୋଟିଏ ପଟେ ଚଳଚ୍ଚିତ୍ରଟି ବକ୍ସ ଅଫିସରେ କମାଲ କରୁଥିବା ବେଳେ ଅନ୍ୟପଟେ ବିବାଦରେ ଛନ୍ଦି ହୋଇ ଅଧିକ ଚର୍ଚ୍ଚାରେ ରହିଛି ‘ଦ କେରଳ ଷ୍ଟୋରୀ’। ‘ଦ କେରଳ ଷ୍ଟୋରୀ’ ରିଲିଜ ହେବା ପରେ ଏହାର…

‘କାହିଁକି ଝାରସୁଗୁଡ଼ାରେ କମିଲା…

ଓଏଲ୍‌ ବ୍ୟୁରୋ: ଝାରସୁଗୁଡ଼ା ଉପ-ନିର୍ବାଚନରେ ବାଜିମାତ କରିଛି ବିଜେଡି। ହେଲେ କଂଗ୍ରେସ ବହୁତ କମ ଭୋଟ ପାଇଥିଲା। ଯାହାକୁ ନେଇ କଂଗ୍ରେସ ପିସିସି ସଭାପତି ନିଜର ପ୍ରତିକ୍ରିୟା ରଖିଛନ୍ତି। ୩ ଜଣିଆ କମିଟି ଝାରସୁଗୁଡ଼ା ଯିବ କହିଲେ ଶରତ ପଟ୍ଟନାୟକ। କାହିଁକି ଭୋଟ୍ କମିଲା ସେନେଇ ରିପୋର୍ଟ ଦେବ କମିଟି।…

ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ…

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ଝାରସୁଗୁଡ଼ାର ନୂତନ ବିଧାୟିକା ଭାବେ ଶପଥ ଗ୍ରହଣ କରିଛନ୍ତି ଦୀପାଳି ଦାସ। ବିଧାୟିକା ଭାବେ ଇଶ୍ୱରଙ୍କ ନାଁରେ ଶପଥ ନେବା ପରେ ଦୀପାଳି କହିଛନ୍ତି, ସାମ୍ବିଧାନିକ ନୀତି ନିୟମ ଅନୁଯାୟୀ ଶପଥ ନେଇଛି। ସର୍ବଦା ଝାରସୁଗୁଡାବାସୀଙ୍କ ସେବା କରିବି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ…

ପାକିସ୍ଥାନୀ ଏଜେଣ୍ଟକୁ ଓଟିପି ସେୟାର କରି…

ଓଏଲ୍‌ ବ୍ୟୁରୋ: ପାକିସ୍ଥାନୀ ଏଜେଣ୍ଟକୁ ଓଟିପି ସେୟାର କରି ୩ ଓଡ଼ିଆ ଗିରଫ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ତେବେ ଏହି ଘଟଣାକୁ ନେଇ ତଦନ୍ତ ଜାରି ରହିଥିବାବେଳେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କଲା ଏସଟିଏଫ। ୫ ଦିନିଆ ରିମାଣ୍ଡ ଆବେଦନ କଲା ଏସଟିଏଫ। ଜବତ ହୋଇଥିବା ବ୍ୟାଙ୍କ…

ଉପରମୁହାଁ ପାରଦ, ରାଜ୍ୟରେ ପୁଣି ଅସହ୍ୟ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ପୁଣି ଅସହ୍ୟ ହେଲାଣି ତାତି। ବଢ଼ିବାରେ ଲାଗିଛି ତାପମାତ୍ରା।ଆହୁରି ମଧ୍ୟ ଅତ୍ୟଧିକ ତାତି ଅନୁଭୂତ ହେବ ବୋଲି ସୂଚନା ମିଳିଛି। ୨ରୁ ୩ ଡିଗ୍ରୀ ଯାଏ ବଢ଼ିବ ଦିନ ତାପମାତ୍ରା। କିଛି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ପାରଦ। ୪ରୁ ୫ ଦିନ ପାଇଁ ପାରଦ ଉପରମୁହାଁ ରହିବ। ତାତି ବଢ଼ିବା…

ଆଜିଠୁ ଭୁବନେଶ୍ବରରୁ ଦୁବାଇକୁ ଉଡ଼ିବ…

ଓଏଲ୍‌ ବ୍ୟୁରୋ: ଆଜିଠୁ ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ଉଡ଼ିବ ବିମାନ। ପ୍ରଥମ ଦିନରେ ଦୁବାଇ ଯାଉଛନ୍ତି ମିଶନ ଶକ୍ତି ସଦସ୍ୟା। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଆଜି ସନ୍ଧ୍ୟା ୬ଟା ୩୦ ମିନିଟରେ ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ…

ବିଧାନସଭାରେ ଝାରସୁଗୁଡାର ନୂତନ ବିଧାୟକ…

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ଝାରସୁଗୁଡା ଉପ-ନିର୍ବାଚନରେ ବିଜୟ ଲାଭ କରିଛନ୍ତି ଦୀପାଳି ଦାସ। ଦୀପାଳି ବିଜୟ ଲାଭ କରିବା ପରେ ଆଜି ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ। ବିଧାନସଭାରେ ଶପଥ ପାଠ କରାଇଲେ ଉପବାଚସ୍ପତି। ମାଆ ଓ ଭାଇଙ୍କ ସହ ବିଧାନସଭା ଆସି ଶପଥ ନେଲେ ଦୀପାଳି ଦାସ। ନିର୍ବାଚନ ପରେ…