Odisha Link
Bridging the Missing Links in Odisha
Daily Archives

May 16, 2023

ତାତିରୁ ମିଳିଲା ତ୍ରାହି, ରାଜ୍ୟର…

ଓଏଲ୍‌ ବ୍ୟୁରୋ: ତାତିରୁ ମିଳିଲା ନିସ୍ତାର। ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ଜାରି ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମେଘାଚ୍ଛନ ଆକାଶ। ଭୁବନେଶ୍ବରରେ ଘଡଘଡି ବିଜୁଳି ସହ ବର୍ଷାପବନ ଆରମ୍ଭ। ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁରରେ ବି କାଳବୈଶାଖୀ ତାଣ୍ଡବ ରଚିଛି। ବର୍ଷା…

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ…

ଓଏଲ୍‌ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଫୋନରେ ହତ୍ୟା ଧମକ ଦିଆଯାଇଥିବା ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଘର ନମ୍ବରକୁ କଲ୍ କରି କେହି ଜଣେ ଅଜଣା ବ୍ୟକ୍ତି ହତ୍ୟା ଧମକ ଦେଇଥିବା ସୂଚନା ମିଳିଛି। ଏହି ଘଟଣା ସଂପର୍କରେ ପୁଲିସକୁ ଅବଗତ…

ପଶ୍ଚିମବଙ୍ଗରେ ବିସ୍ଫୋରଣ: ୭ ମୃତ,…

ଓଏଲ୍‌ ବ୍ୟୁରୋ: ପଶ୍ଚିମବଙ୍ଗରେ ବିସ୍ଫୋରଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ପୂର୍ବ ମେଦିନପୁର ଜିଲ୍ଲା ଏଗ୍ରା ଖାଦିକୁଲ୍ ଗାଁରେ ବିସ୍ଫୋରଣ ହୋଇଥିବା ଜଣା ପଡିଛି। ପଶ୍ଚିମବଙ୍ଗରେ ହୋଇଥିବା ବିସ୍ଫୋରଣରେ ୭ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ଅନେକ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ ଏହି ବିସ୍ଫୋରଣ ବାଣ…

ସାମାନ୍ୟ ଡେରିରେ ହେବ ମୌସୁମୀ ପ୍ରବାହ,…

ଓଏଲ୍‌ ବ୍ୟୁରୋ: ଅସହ୍ୟ ତାତିରେ ଜଳୁଛି ସାରା ଦେଶ। ତାତିରୁ ମୁକ୍ତି ପାଇବା ପାଇଁ ସମସ୍ତେ ବର୍ଷାକୁ ଅପେକ୍ଷା କରିଥିବାବେଳେ ଭାରତୀୟ ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ କରିଛି। ଚଳିତବର୍ଷ କେରଳକୁ ମୌସୁମୀ ଡେରିରେ ଆସିବ। ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ଚଳିତ ବର୍ଷ ଜୁନ ୪ ବେଳକୁ କେରଳ…

ସାମ୍ବାଦିକ ବିବେକ ରଘୁବଂଶୀଙ୍କ ଘରେ…

ଓଏଲ୍‌ ବ୍ୟୁରୋ: ସାମ୍ବାଦିକ ବିବେକ ରଘୁବଂଶୀ ବିଦେଶୀ ଗୁପ୍ତଚର ସଂସ୍ଥାକୁ ତଥ୍ୟ ଲିକ୍ କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ କ୍ରମେ ମୁକ୍ତବୃତ୍ତ ପ୍ରତିରକ୍ଷା ସାମ୍ବାଦିକ ବିବେକ ରଘୁବଂଶୀଙ୍କ ଘରେ ରେଡ୍ କରାଯାଇଛି। ଗୁପ୍ତ ତଥ୍ୟ ଲିକ୍ ଅଭିଯୋଗରେ ରେଡ୍ କରୁଛି ସିବିଆଇ। ସେନା ଓ ଡିଆରଡିଓ ଗୁପ୍ତ ତଥ୍ୟ…

ଜାତୀୟ ଜଳ ପୁରସ୍କାର ମାନ୍ୟତା: ଗଞ୍ଜାମ…

ଓଏଲ୍‌ ବ୍ୟୁରୋ: ପୁଣି ଓଡ଼ିଶାକୁ ଗର୍ବିତ କଲା ଗଂଜାମ। ଜଳ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଦେଶରେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ସର୍ବଶ୍ରେଷ୍ଠ ସ୍ଥାନ ପାଇଛି। ୨୦୨୨ ଜାତୀୟ ଜଳ ପୁରସ୍କାର ପାଇବା ପାଇଁ ଗଞ୍ଜାମ ଜିଲ୍ଲା ଦେଶର ପ୍ରଥମ ସ୍ଥାନରେ ସ୍ଥାନ ପାଇଛି।ପୂର୍ବରୁ ଓଡ଼ିଶା ପାଇଁ ଗୌରବ ଆଣିଥିଲା ଗଞ୍ଜାମ।…

ଶଶିକଳା ସିଣ୍ଡ୍ରୋମରେ ଦେଶ ବଡ଼ ହେବନି କି…

ଓଏଲ୍‌ ବ୍ୟୁରୋ: ଶଶିକଳା ସିଣ୍ଡ୍ରୋମକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ। ଶଶିକଳା ସିଣ୍ଡ୍ରୋମକୁ ନେଇ ନା ଦେଶ ବଡ ହୋଇଛି ନା ରାଜ୍ୟ ବଡ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର। ଲେନିନର ବକ୍ତବ୍ୟ ଦେଖିଥିଲି, ମୁଁ ଅପରାଜିତାଙ୍କଠୁ ଶିଖିବା କଥା। ମୁଁ ତ ସମସ୍ତଙ୍କଠୁ…

ଓଡ଼ିଶାରେ ଖୋଲିବ ୪୫୦ଟି ନୂଆ ଡାକଘର,…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଖୋଲିବ ୪୫୦ଟି ନୂଆ ଡାକଘର। ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ଖୋଲିବ ନୂଆ ଡାକଘର। ମୁଖ୍ୟ ମହା ଡାକପାଳ ଶୁଭେନ୍ଦୁ ସ୍ୱାଇଁ ଏନେଇ ସୂଚନା ଦେଇଛନ୍ତି। ପୂର୍ବରୁ ଓଡ଼ିଶାରେ ୮୩୨୦ରୁ ଅଧିକ ଡାକଘର ରହିଛି। ବର୍ତ୍ତମାନ ଏହି ଡାକଘର ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତି ନିଆଯାଇଛି। ସୂଚନା…

ଉମେଶ ପାଲ ହତ୍ୟା ମାମଲା: ଅଭିଯୁକ୍ତ…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ଉମେଶ ପାଲ ହତ୍ୟାକାଣ୍ଡ ଘଟଣାକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଉମେଶ ପାଲ ହତ୍ୟା ମାମଲା ଅଭିଯୁକ୍ତ ଗୁଡ୍ଡୁ ମୁସଲିମ ନାଁରେ ଲୁକଆଉଟ ସର୍କୁଲାର ଜାରି କରାଯାଇଛି। ଗୁଡ୍ଡୁ ମୁସଲିମ ସହ ଅନ୍ୟ ଦୁଇ ଜଣଙ୍କ ନାଁରେ ଲୁକଆଉଟ ସର୍କୁଲାର ଜାରି କଲା ୟୁପି ପୁଲିସ। ତେବେ ଏହି…

ବୋହୂଙ୍କ ଏତଲା ପରେ ମୁହଁ ଖୋଲିଲେ ବିଧାୟକ…

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ା ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରାଙ୍କ ପୁରା ପରିବାର ନାଁରେ ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୂ। ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ଶଶୀଭୂଷଣ ବେହେରାଙ୍କ ବୋହୂ। ଅଭିଯୋଗକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏନେଇ ମୁହଁ ଖୋଲିଛନ୍ତି ଶଶିଭୂଷଣ ବେହେରା। ସେ…