Odisha Link
Bridging the Missing Links in Odisha

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ହତ୍ୟା ଧମକ, ଜାଣନ୍ତୁ କିଏ କରିଥିଲା ଏହି କଲ୍..

ଏହି ଘଟଣା ସଂପର୍କରେ ପୁଲିସକୁ ଅବଗତ କରାଇଛନ୍ତି ଗଡ଼କରୀଙ୍କ ଷ୍ଟାଫ୍।

ଓଏଲ୍‌ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଫୋନରେ ହତ୍ୟା ଧମକ ଦିଆଯାଇଥିବା ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଘର ନମ୍ବରକୁ କଲ୍ କରି କେହି ଜଣେ ଅଜଣା ବ୍ୟକ୍ତି ହତ୍ୟା ଧମକ ଦେଇଥିବା ସୂଚନା ମିଳିଛି। ଏହି ଘଟଣା ସଂପର୍କରେ ପୁଲିସକୁ ଅବଗତ କରାଇଛନ୍ତି ଗଡ଼କରୀଙ୍କ ଷ୍ଟାଫ୍।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ କେହି ଜଣେ ଅଜଣା ବ୍ୟକ୍ତି ହତ୍ୟା ଧମକ ଦେଇଥିବା ଗଡ଼କରୀଙ୍କ ଷ୍ଟାଫ୍ ଅଭିଯୋଗ କରିଛନ୍ତି। ଏନେଇ ହୋଇଥିବା ଅଭିଯୋଗ କ୍ରମେ ଆଧାରରେ ଦିଲ୍ଲୀ ପୁଲିସ ତଦନ୍ତ ଜାରି କରିଛି। ତେବେ ଏଭଳି କାର୍ଯ୍ୟ କିଏ ଏବଂ କାହିଁକି କରିଛି ତାହାର କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିପାରିନାହିଁ।

Leave A Reply

Your email address will not be published.