Odisha Link
Bridging the Missing Links in Odisha
Daily Archives

May 18, 2023

ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ,…

ଭୁବନେଶ୍ବର: ରାଜ୍ୟ ସରକାର ଆଇପିଏସ୍‌ ସ୍ତରରେ କରିଛନ୍ତି ବଡ଼ଧରଣର ଅଦଳବଦଳ।୫ ଜିଲ୍ଲାର ଆରକ୍ଷି ଅଧିକ୍ଷକଙ୍କ ସହ ମୋଟ ୧୮ ଜଣ ଆଇପିଏସ୍‌ଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର। ସମ୍ବଲପୁର ଏସପି ବଦଳି ହୋଇ ମୟୂରଭଞ୍ଜ ଏସପି ହେଲେ ବି ଗଙ୍ଗାଧର। ସେହିପରି ମୁକେଶ ଭମୁ ହେଲେ ସମ୍ବଲପୁର ଏସପି। ମିତ୍ରଭାନୁ…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଭିଜିଲାନ୍ସ…

ଓଏଲ୍‌ ବ୍ୟୁରୋ: ମେଡିସିନ ଷ୍ଟୋର ଫାର୍ମାସିଷ୍ଟଙ୍କ ନା ବଦଳାଇବା ପାଇଁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ଲାଞ୍ଚ ନେଇ ଧରାପଡ଼ିଲେ ସେକସନ୍‌ ଅଫିସର। ଭିଜିଲାନ୍ସ ଜାଲରେ ଧରାପଡିଥିବା ସରକାରୀ ବାବୁ ହେଲେ ଖାଦ୍ୟ ସୁରକ୍ଷା କମିଶନ ଅଫିସ୍‌ର ସେକସନ୍‌ ଅଫିସର ଗିରିଜା ଦାସ। ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ…

ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଜଣେ…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱର ନୀଳାଦ୍ରି ବିହାରରେ ଜଣେ ଇଂଜିନିୟରିଂ କଲେଜ ଛାତ୍ରଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି। ମୃତ ଛାତ୍ର ହେଲେ ନୀଳାଚଳ ପଲିଟେକନିକ୍ସର ସତ୍ୟ ସ୍ବରୂପ ପଣ୍ଡା। ଇଂଜିନିୟରିଂ କଲେଜରେ ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ମୃତ୍ୟୁ ପଛରେ କାରଣ କଣ ଥାଇପାରେ ପ୍ରଶ୍ନବାଚୀ ସୃଷ୍ଟି…

ଖୁବଶୀଘ୍ର ରାଜ୍ୟର ଆଉ ୩ଟି ଜିଲ୍ଲାରେ…

ଓଏଲ୍‌ ବ୍ୟୁରୋ: ରାଜ୍ୟବାସୀଙ୍କ ପାଇଁ ଖୁସିଖବର। ଓଡ଼ିଶାର ଆଉ ୩ଟି ଜିଲ୍ଲାରେ ଗଡିବ 'ମୋ ବସ'। ଏହି ମୋ ବସ ସେବା ଓଡ଼ିଶାର ସମ୍ବଲପୁର, ଝାରସୁଗୁଡା, ଗଂଜାମରେ ଉପଲବ୍ଧ ହେବ। ପୂର୍ବରୁ ଏହି ଜିଲ୍ଲା ମାନଙ୍କରେ ସିଟି ବସ ସେବା ଉପଲବ୍ଧ ଥିଲା। ବର୍ତମାନ ତାହା ପରିବର୍ତ୍ତେ 'ମୋ ବସ' ସେବା ଆରମ୍ଭ ହେବା ନେଇ…

ପଶ୍ଚିମବଙ୍ଗରେ ରିଲିଜ୍ ହେବ ‘ଦ…

ଓଏଲ୍‌ ବ୍ୟୁରୋ: ନିକଟରେ ପ୍ରେକ୍ଷାଳୟରେ ରିଲିଜ୍‌ ହୋଇଥିବା ବଲିଉଡ ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ନେଇ ଚର୍ଚ୍ଚା। ଗୋଟିଏ ପଟେ ଚଳଚ୍ଚିତ୍ରଟି ବକ୍ସ ଅଫିସରେ କମାଲ କରୁଥିବା ବେଳେ ଅନ୍ୟପଟେ ବିବାଦରେ ଛନ୍ଦି ହୋଇ ଅଧିକ ଚର୍ଚ୍ଚାରେ ରହିଛି ‘ଦ କେରଳ ଷ୍ଟୋରୀ’। ଏସବୁ ମଧ୍ୟରେ ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ…

ପଶ୍ଚିମବଙ୍ଗରେ ବାଣ ବିସ୍ଫୋରଣ ଘଟଣା: ୮…

ଓଏଲ୍‌ ବ୍ୟୁରୋ: ପଶ୍ଚିମବଙ୍ଗରେ ବାଣ ବିସ୍ଫୋରଣ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ପୂର୍ବ ମେଦିନପୁର ଜିଲ୍ଲା ଏଗ୍ରା ଖାଦିକୁଲ୍ ଗାଁରେ ଥିବା ବାଣ କାରଖାନାରେ ବିସ୍ଫୋରଣ ହୋଇଥିବା ଜଣା ପଡିଥିଲା। ପଶ୍ଚିମବଙ୍ଗରେ ହୋଇଥିବା ବିସ୍ଫୋରଣରେ ୮ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ଅନେକ ଗୁରୁତର ଭାବେ ଆହତ…

ବନ୍ଦେ ଭାରତ ଏକ୍ସପ୍ରେସ୍ ଲୋକାର୍ପଣ…

ଓଏଲ୍‌ ବ୍ୟୁରୋ: ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ। ପ୍ରଥମଥର ପାଇଁ ଓଡ଼ିଶାରେ ଚାଲିଲା ବନ୍ଦେ ଭାରତ ଏକ୍ସପ୍ରେସ। ଆଜିଠୁ ଗଡ଼ିଲା ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍। ଭର୍ଚୁଆଲ ମୋଡରେ ଏହି ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ…

ନବୀନଙ୍କ ସଂକେତ: ୨୦୨୪ରେ ପୁଣି…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନକୁ ଆଉ ଏକ ବର୍ଷରୁ କମ୍‌ ସମୟ ରହିଛି। ଯେଉଁଥିପାଇଁ ବିଭିନ୍ନ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ୨୦୨୪ରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ହେବେ ବୋଲି ଆଜି ପରୋକ୍ଷରେ କହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବନ୍ଦେ…

କର୍ଣ୍ଣାଟକ ରାଜନୈତିକ ଚର୍ଚ୍ଚାରେ ପଡ଼ିଲା…

ଓଏଲ୍‌ ବ୍ୟୁରୋ: କିଏ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ! କାହା ନାଁରେ ବାଜିବ ମୋହର? ଏଭଳି ଅନେକ ପ୍ରଶ୍ନ ନେଇ ସରଗରମ କର୍ଣ୍ଣାଟକ ରାଜନୀତି। ଏହି ଚର୍ଚ୍ଚାରେ ପଡିଛି ପୂର୍ଣ୍ଣଚ୍ଛେଦ। ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ। ୭୫ ବର୍ଷୀୟ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ହେବା…

ଓଡ଼ିଶାକୁ ପିଏମ୍‌ ମୋଦିଙ୍କ ବଡ଼ ଉପହାର:…

ଓଏଲ୍‌ ବ୍ୟୁରୋ: ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ। ପ୍ରଥମଥର ପାଇଁ ଓଡ଼ିଶାରେ ଶୁଭାରମ୍ଭ ହେଲା ବନ୍ଦେ ଭାରତ ଏକ୍ସପ୍ରେସ। ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସକୁ ଭର୍ଚୁଆଲ ମୋଡରେ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ…