Odisha Link
Bridging the Missing Links in Odisha

ଜଳିଗଲା ‘ମୋ ବସ୍‌’, ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବସ୍‌ରେ ନିଆଁ ଲାଗିବା ଦେଖି ଯାତ୍ରୀମାନେ ଓହ୍ଲାଇ ଯାଇଥିଲେ। ।

ଓଏଲ୍‌ ବ୍ୟୁରୋ: ନିଆଁ ଲାଗି ଜଳିଗଲା ମୋ ବସ୍‌। ରାଉରକେଲାରୁ ବେଦବ୍ୟାସ ଯାଉଥିବା ମୋ ବସ୍ ଟିସିଆଇ ଛକ ନିକଟରେ ଜଳି ଯାଇଛି। ତେବେ ବସରେ ଥିବା ଯାତ୍ରୀମାନେ କୌଣସି ପ୍ରକାରର ଅଘଟଣରୁ ବର୍ତ୍ତି ଯାଇଛନ୍ତି। କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡିନଥିବାବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବସ୍‌ରେ ନିଆଁ ଲାଗିଥିବା କୁହାଯାଉଛି। ବସ୍‌ରେ ନିଆଁ ଲାଗିବା ଦେଖି ଯାତ୍ରୀମାନେ ଓହ୍ଲାଇ ଯାଇଥିଲେ। । ଦମକଳ ଗାଡ଼ି ପହଞ୍ଚି ନିଆଁକୁ କାବୁ କରିଛି।

Leave A Reply

Your email address will not be published.