Odisha Link
Bridging the Missing Links in Odisha
Daily Archives

May 20, 2023

ରାଜ୍ୟର ୨ ରେଳ ପ୍ରକଳ୍ପକୁ ମିଳିଲା…

ଓଏଲ୍‌ ବ୍ୟୁରୋ: ରାଜ୍ୟର ୨ ରେଳ ପ୍ରକଳ୍ପ ପାଇଁ ମିଳିଲା ଅନୁମୋଦନ। ବରଗଡ-ନୂଆପଡା ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଥିବାବେଳେ ତାଳଚେର-ଅନୁଗୁଳ ୱାଇ ରେଳ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ପ୍ରଦାନ କରାଯାଇଛି। ତେବେ ଏନେଇ ଜାରି ହେଲା ରେଳ ବିଭାଗ ପକ୍ଷରୁ ଗେଜେଟ ନୋଟିଫିକେସନ। ଓଡ଼ିଶାର ଦୁଇଟି ନୂଆ ରେଳ…

ଦିନରେ ଅସହ୍ୟ ତାତି, ରାଜ୍ୟର କିଛି…

ଓଏଲ୍‌ ବ୍ୟୁରୋ: ଅସହ୍ୟ ଖରାରେ ଆଉଟୁପାଉଟୁ ହେଉଛନ୍ତି ଉପକୂଳରୁ ପଶ୍ଚିମ ଓଡ଼ିଶାବାସୀ। କିଛି ସ୍ଥାନରେ ୪୦ ଡିଗ୍ରୀ ତାପମାତ୍ରା ପାର ହୋଇଥିବାବେଳେ ଆହୁରି ତାପମାତ୍ରା ବଢିବାର ଆଶଙ୍କା କରାଯାଉଛି। ଅନ୍ୟପଟେ ଆଜି ବି କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ହେଲେ…

ଏଏସ୍‌ଓ ପରୀକ୍ଷା: ଖାରଜ ହୋଇଥିବା ମେରିଟ୍…

ଓଏଲ୍‌ ବ୍ୟୁରୋ: ଗତକାଲି ଓଡ଼ିଶା ପବ୍ଲିକ ସର୍ଭିସ୍ କମିସନ୍ ଦ୍ୱାରା ଆୟୋଜିତ ଏଏସଓ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଥିଲା। ଯାହାକୁ ନେଇ ଓଡ଼ିଶା ପବ୍ଲିକ ସର୍ଭିସ୍ କମିସନ୍ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି ଆଶାୟୀ। ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ପ୍ରାର୍ଥୀ ବିକ୍ଷୋଭ କରିବା ସହ…

ରାଜଧାନୀ ଭୁବନେଶ୍ୱରକୁ ଜଗିବ ଡ୍ରୋନ୍

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱର ଉପରେ ଏଥର ନଜର ରଖିବ ଡ୍ରୋନ୍। ନୂତନ ଟେକ୍ନୋଲୋଜି ମାଧ୍ୟମରେ ପାଟ୍ରୋଲିଙ୍ଗ କରିବା ପାଇଁ ଡ୍ରୋନ୍ ନିୟୋଜିତ କରିବାକୁ କମିଶନର୍ ପୁଲିସ ନିଷ୍ପତ୍ତି ନେଇଛି। ସନ୍ଦିଗ୍ଘ ବ୍ୟକ୍ତି ଓ ଗାଡି ଉପରେ ଡ୍ରୋନ୍ ରଖିବ ନଜର। ଡେମୋ କରି ଦେଖାଇଲେ ଭୁବନେଶ୍ୱର ଡିସିପି ପ୍ରତୀକ…

କର୍ଣ୍ଣାଟକକୁ ମିଳିଲା ନୂଆ…

ଓଏଲ୍‌ ବ୍ୟୁରୋ: କର୍ଣ୍ଣାଟକ ରାଜନୈତିକ ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ହେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ। ଆଜି ବେଙ୍ଗାଲୁରୁର ଏକ ଷ୍ଟାଡିୟମରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଛି। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଦରମୈୟା।…

ଆବଶ୍ୟକ ପଡ଼ିଲେ ବଢିବ ଯୁକ୍ତ ଦୁଇ ସିଟ୍:…

ଓଏଲ୍‌ ବ୍ୟୁରୋ: ଗତ ଗୁରୁବାର ପ୍ରକାଶ ପାଇଛି ଓଡ଼ିଶା ବୋର୍ଡର ମାଟ୍ରିକ ପରୀକ୍ଷା ଫଳ। ଚଳିତ ବର୍ଷ ପରୀକ୍ଷାରେ ପାସ ହାର ରହିଛି ୯୬.୪। ଏଥର ମାଟ୍ରିକରେ ରେକର୍ଡ ସୃଷ୍ଟି କରିଥିବା ଏହି ପାସ ହାରକୁ ନେଇ ଚିନ୍ତା ବଢୁଥିବାବେଳେ ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଯୁକ୍ତ…

ଓବାମାଙ୍କୁ ରୁଷିଆ ମନା, ପ୍ରବେଶ ଉପରେ…

ଓଏଲ୍‌ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ରୁଷିଆ ମନା। ଏଣିକି ରୁଷ ପ୍ରବେଶ ଯ଼ାଇପାରିବେନି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା। ଓବାମାଙ୍କ ସହ ୫୦୦ରୁ ଅଧିକ ଆମେରିକୀୟଙ୍କ ଉପରେ ବ୍ୟାନ। ରୁଷିଆ ପ୍ରବେଶ ଉପରେ ବ୍ୟାନ୍ ଲଗାଇଲେ ପୁଟିନ୍ ସରକାର। ରାଷ୍ଟ୍ରପତି…

ଲଜ୍‌ରୁ ମିଳିଲା ଜଣେ ଯୁବକଙ୍କ ମୃତଦେହ,…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବର ସହିଦନଗର ଥାନା ଅନ୍ତର୍ଗତ ସ୍ଥାନୀୟ ଏକ ଲଜ୍‌ରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ଲଜ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଛତିଶଗଡ଼ର ସତ୍‌ପ୍ରୀତ ସିଂ। ପୁଲିସ ଯୁବକଙ୍କ ମୃତଦେହ ସହ ଏକ ବିଷ ବୋତଲ ଓ ସୁଇସାଇଡ୍‌ ନୋଟ୍‌ ଜବତ କରିଛି।…

ଜଳିଗଲା ‘ମୋ ବସ୍‌’,…

ଓଏଲ୍‌ ବ୍ୟୁରୋ: ନିଆଁ ଲାଗି ଜଳିଗଲା ମୋ ବସ୍‌। ରାଉରକେଲାରୁ ବେଦବ୍ୟାସ ଯାଉଥିବା ମୋ ବସ୍ ଟିସିଆଇ ଛକ ନିକଟରେ ଜଳି ଯାଇଛି। ତେବେ ବସରେ ଥିବା ଯାତ୍ରୀମାନେ କୌଣସି ପ୍ରକାରର ଅଘଟଣରୁ ବର୍ତ୍ତି ଯାଇଛନ୍ତି। କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡିନଥିବାବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବସ୍‌ରେ ନିଆଁ…

ପାଖେଇ ଆସୁଛି ମହାପ୍ରଭୁଙ୍କ…

ଓଏଲ୍‌ ବ୍ୟୁରୋ: ଚଳଚଞ୍ଚଳ ରଥଖଳା। ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ତିନି ଠାକୁରଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ତିନି ରଥର ମୋଟ ୪୨ଟି ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ତିନି ରଥର ବାକି ଥିବା ଅଖର ନିର୍ମାଣ କାର୍ଯ୍ୟ…