Odisha Link
Bridging the Missing Links in Odisha

ମନମୁଣ୍ଡା ପୁଲିସକୁ ବଡ ସଫଳତା; ଜବତ ହେଲା କୋଟିଏ ଟଙ୍କାର ଗଞ୍ଜେଇ, ଜଣେ ଗିରଫ

। ଗିରଫ ଅଭିଯୁକ୍ତ ମଧ୍ୟ ପ୍ରଦେଶର ହରିଶ ଜାତୱର ବୋଲି ସୂଚନା ଜାରି କରିଛି ପୁଲିସ।

ଓଏଲ୍‌ ବ୍ୟୁରୋ: ମନମୁଣ୍ଡା ପୁଲିସକୁ ବଡ ସଫଳତା। ଇନୋଭା ଗାଡ଼ିରୁ ଜବତ ହେଲା କୋଟିଏ ଟଙ୍କାର ଗଞ୍ଜେଇ। ପାଖାପାଖି କୋଟିଏ ଟଙ୍କାର ଗଞ୍ଜେଇ ଜବତ କରିବା ସହ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ମନମୁଣ୍ଡା ପୁଲିସ ହାତରେ ଧରାପଡ଼ିଲା ଗଂଜେଇ ମାଫିଆ। ଗିରଫ ଅଭିଯୁକ୍ତ ମଧ୍ୟ ପ୍ରଦେଶର ହରିଶ ଜାତୱର ବୋଲି ସୂଚନା ଜାରି କରିଛି ପୁଲିସ।

Leave A Reply

Your email address will not be published.