Odisha Link
Bridging the Missing Links in Odisha

ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବସ୍; ଜଣେ ମୃତ, ୧୦ରୁ ଅଧିକ ଆହତ

ମର୍ମନ୍ତୁଦ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି

ଓଏଲ୍‌ ବ୍ୟୁରୋ: ରାଉରକେଲାରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବସ। ଦୁର୍ଘଟଣାରେ ଜଣେ ମୃତ ଏବଂ ୧୦ରୁ ଅଧିକ ଆହତ ହୋଇଥିବା ଜଣା ପଡିଛି। ରାଉରକେଲାର ବିରିକେରା ଠାରେ ଘଟିଛି ଏହି ଦୁର୍ଘଟଣା। ଆହତ ମାନଙ୍କୁ ସରକାରୀ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି।

Leave A Reply

Your email address will not be published.