Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣା: ରାସ୍ତାରେ ପଡ଼ିରହିଛି ୨ ମୃତଦେହ, କ୍ଷତିପୂରଣ ଦାବିରେ ରାସ୍ତାରୋକ

କ୍ଷତିପୂରଣ ଦାବିରେ ରାସ୍ତାରେ ୨ ମୃତଦେହ ରଖି ରାସ୍ତାରୋକ କରିଛନ୍ତି ଗ୍ରାମବାସୀ।

ଓଏଲ୍‌ ବ୍ୟୁରୋ: ଗତକାଲି ବାହୁଡ଼ା ଯାତ୍ରା ଦେଖି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। କୋରେଇ ସେଗାସାହି ଛକରେ ଅଜଣା ଗାଡ଼ି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଅଭାବନୀୟ ଘଟଣା ପରେ କାଲି ରାତିରୁ ପଡ଼ିରହିଛି ୨ ମୃତଦେହ। କ୍ଷତିପୂରଣ ଦାବିରେ ରାସ୍ତାରେ ୨ ମୃତଦେହ ରଖି ରାସ୍ତାରୋକ କରିଛନ୍ତି ଗ୍ରାମବାସୀ। ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ମାଲ୍‌ ବୋଝେଇ ଗାଡ଼ି।

Leave A Reply

Your email address will not be published.