Odisha Link
Bridging the Missing Links in Odisha
Daily Archives

July 6, 2023

ଛେନାପୋଡ଼, ରସଗୋଲା ଆମ ସଂସ୍କୃତି ନୁହେଁ:…

ଭୁବନେଶ୍ବର: 'ରସଗୋଲା ଓ ଛେନାପୋଡ଼ ଖାଆନ୍ତୁନାହିଁ। ଯେଉଁଥିରେ ଚିନିପଡ଼ିଲା ତାହା ବିଷ। ଘରେ ଚିନି କି ଚିନି ମିଶିଥିବା ଜିନିଷ ପୂରାନ୍ତୁନାହିଁ। ଚିନି ତିଆରି ଜିନିଷକୁ ଯିଏ ସଂସ୍କୃତି କହିଲା ତାହାଠାରୁ ଦୂରେଇ ରହନ୍ତୁ।' ଏକଥା କହିଛନ୍ତି ବିଜୁ ଜନତା ଦଳର ଜଣେ ଯୁବନେତା ସତ୍ୟଜିତ ମିଶ୍ର। ନିକଟରେ…

ଗୌହାଟୀରେ ଧର୍ମେନ୍ଦ୍ରଙ୍କ ବିନା ୨୦୨୪…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ୨୦୨୪ ନିର୍ବାଚନ। ଆଉ ବଦଳୁଛି ବିଜେପିରି ସାଙ୍ଗଠନକି କଳେବର। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଜାତୀୟ ସଙ୍ଗଠନଠୁ ଆରମ୍ଭ କରି ରାଜ୍ୟ ସଙ୍ଗଠନ ଗୁଡ଼ିକୁ ନୂଆ ରୂପ ଦେବାରେ ଲାଗିଛି। ଏଥିପାଇଁ ଦଳ ପକ୍ଷରୁ ହେଉଛି ଜୋରଦାର ପ୍ରସ୍ତୁତି। ଦେଶର ବିଭିନ୍ନ…

ଜୁଲାଇ ୧୪ରେ ଲଞ୍ଚ୍ ହେବ ଚନ୍ଦ୍ରଯାନ-୩,…

ଓଏଲ୍ ବ୍ୟୁରୋ: ପୁଣିଥରେ ବିଶ୍ବ ଦରବାରରେ ଇତିହାସ ରଚିବା ପାଇଁ ପ୍ରସ୍ତୁତ ଭାରତ। କାରଣ ଚନ୍ଦ୍ରଯାନ-୩କୁ ନେଇ ଲାଗି ରହିଥିବା ଅପେକ୍ଷା ଶେଷ ହେବାକୁ ଯାଉଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚନ୍ଦ୍ରଯାନ-୩କୁ ନେଇ ନେଇ ଦେଇଛି ବଡ଼ ଅପଡେଟ୍‌। ଜୁଲାଇ ୧୪ରେ ଚନ୍ଦ୍ରଯାନ-୩କୁ ଉତକ୍ଷେପଣ କରିବ…

‘ଦେଶ ବାହାରେ ପ୍ରତିଷ୍ଠା ହେବ…

ଓଏଲ୍ ବ୍ୟୁରୋ: ଦେଶ ବାହାରେ ପ୍ରତିଷ୍ଠା ହେବ ଆଇଆଇଟିର ସର୍ବପ୍ରଥମ କ୍ୟାମ୍ପସ। ତାଞ୍ଜାନିଆର ଜାଞ୍ଜିବରରେ ଆଇଆଇଟି ମାଡ୍ରାସର କ୍ୟାମ୍ପସ ପ୍ରତିଷ୍ଠା କରିବା ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ, ଆଇଆଇଟି ମାଡ୍ରାସ ଏବଂ ଜାଞ୍ଜିବର-ତାଞ୍ଜାନିଆର ଶିକ୍ଷା ଏବଂ ଧନ୍ଦାମୂଳକ ତାଲିମ ମନ୍ତ୍ରଣାଳୟ ମଧ୍ୟରେ…

ସରକାରୀ ମେଡିକାଲ୍‌ରେ ଦଲାଲି ରୋକିବାକୁ…

ଓଏଲ୍ ବ୍ୟୁରୋ: ଅନେକ ସମୟରେ ସରକାରୀ ଚିକିତ୍ସାଳୟରୁ ରୋଗୀଙ୍କୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଥିବା ଦେଖିବାକୁ ମିଳିଥାଏ। ସରକାରୀ ଚିକିତ୍ସାଳୟରେ ସମସ୍ତ ସୁବିଧା ଉପଲବ୍ଧ ସତ୍ତ୍ୱେ ରୋଗୀ କାହିଁକି ଅନ୍ୟତ୍ର ସ୍ଥାନାନ୍ତର କରାଯାଏ, ଏନେଇ ତଦନ୍ତ ପରେ ଅନେକ ଦଲାଲି ଏଭଳି କାର୍ଯ୍ୟରେ ସାମିଲ ଥିବା…

ବୁର୍ଲାରେ ଡାକ୍ତରୀ ଛାତ୍ର ଗୋଷ୍ଠୀ…

ଓଏଲ୍ ବ୍ୟୁରୋ: ବୁର୍ଲା ଭୀମସାରରେ ହେଉଥିଲା ଆନ୍ତଃ ମେଡିକାଲ କଲେଜ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ ‘ୟୁଫୋରିଆ’। ଏହି ସମୟରେ ଏକ ବଡ ଖବର ସାମ୍ନାକୁ ଆସିଥିଲା। ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣା ପଡିଥିଲା। ଭୀମସାର ଏବଂ ବ୍ରହ୍ମପୁର ଏମ୍‌କେସିଜି ଛାତ୍ର ଗୋଷ୍ଠୀ ମୁହାଁମୁହିଁ…

ଅଗ୍ନିଶମ ବିଭାଗର ୪୫ ପଦବୀକୁ…

ଓଏଲ୍ ବ୍ୟୁରୋ: ଅଗ୍ନିଶମ ବିଭାଗର ୪୫ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର ପ୍ରଦାନ କରିଛନ୍ତି। ୩ ମେଡିକାଲ ଯଥା କଟକ, ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜରେ ଅଗ୍ନିସୁରକ୍ଷା ପାଇଁ ୪୫ଟି ପଦବୀ ମଂଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଞ୍ଜୁରୀ ଲାଭ କରିଥିବା ଅଗ୍ନିଶମ ବିଭାଗର ଏହି…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଭିଜିଲାନ୍ସ…

ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ବାବୁ। ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଜଣେ ପୁଲିସ ଏସ୍‌ଆଇ। ୧୦ ହଜାର ଟଙ୍କା ଲାଞ୍ଚ ନେଇ ସୁକିନ୍ଦା ଥାନା ଏସ୍‌ଆଇ ନିର୍ମଳ ସେନାପତି ଧରାପଡ଼ିଛନ୍ତି। ଏକ ମାମଲାରେ ଅଭିଯୋଗକାରୀଙ୍କୁ ସାହାଯ୍ୟ କରିବାକୁ ଲାଞ୍ଚ ନେଉଥିଲେ…

ଡିଏନ୍ ହୋମ୍ସ ପ୍ରା.ଲିରେ ଆୟକର ଚଢ଼ାଉ:…

ଓଏଲ୍ ବ୍ୟୁରୋ: ଆଜି ଦ୍ୱିତୀୟ ଦିନରେ ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗ ଚଢାଉ ଜାରି ରଖିଛି। ଭୁବନେଶ୍ୱର ୟୁନିଟ୍-୪ ସ୍ଥିତ ପୋଷ୍ଟାଲ କଲୋନୀ ସମେତ କିଛି ସ୍ଥାନରେ ରେଡ୍‌ ଚାଲିଥିବା ସୂଚନା ମିଳିଛି। କୋଟିଏ ଟଙ୍କା ପାଖାପାଖି ଫେକ୍ ନୋଟ ମିଳିଥିବା ଆଇଟି ସୂତ୍ରରୁ ସୂଚନା। ଫେକ୍ ନୋଟ୍ ନେଇ ଆୟକର ବିଭାଗ…

ବାହାନଗା ରେଳ ଦୁର୍ଘଟଣା: ୧ କୋଟି ୫୫…

ଓଏଲ୍ ବ୍ୟୁରୋ: କରମଣ୍ଡଳର କଳାରାତିକୁ ପୁରିଛି ଏକ ମାସ। ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ହୋଇଥିବା ଟ୍ରେନ୍‌ ଟ୍ରାଜେଡିକୁ ପୁରିଛି ଏକ ମାସ। ଟ୍ରେନ୍‌ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି କଟକ ବଡ଼ ମେଡିକାଲ, ଭୁବନେଶ୍ବରର ଏମ୍ସରେ ବହୁ ଆହତଙ୍କ ଚିକିତ୍ସା ଚାଲିଛି।…