Odisha Link
Bridging the Missing Links in Odisha
Daily Archives

July 8, 2023

ଶିକ୍ଷାରେ ଓଡ଼ିଶାର ପ୍ରଦର୍ଶନ ହ୍ରାସ,…

ଓଏଲ୍ ବ୍ୟୁରୋ: ପୁଣିଥରେ ଚର୍ଚ୍ଚାରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସରେ ଓଡ଼ିଶାର ପ୍ରଦର୍ଶନ ହ୍ରାସ ପାଇଛି। ୨୦୨୦-୨୧ ଶିକ୍ଷାବର୍ଷରେ ଓଡ଼ିଶା ୧୦ମ ସ୍ଥାନରେ ଥିବାବେଳେ ଏଥର ୨୪ତମ ସ୍ଥାନରେ ରହିଛି,…

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା:…

ଓଏଲ୍ ବ୍ୟୁରୋ: ପଶ୍ଚିମବଙ୍ଗରେ ଚାଲିଛି ପଞ୍ଚାୟତ ନିର୍ବାଚନ। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବାବେଳେ ସଂଧ୍ୟା ୫ଟା ଯାଏଁ ମତଦାନ ଚାଲିବ। ଭୋଟରମାନେ ୯,୭୩୦ ପଞ୍ଚାୟତିରାଜ ସମିତି ଆସନ ଓ ୯୨୮ ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥୀ ଚୟନ କରୁଛନ୍ତି। ଆସନ୍ତା ୧୧ରେ ପ୍ରକାଶ ନିର୍ବାଚନ ଫଳାଫଳ ପ୍ରକାଶ।…

କ୍ୟୁଆର୍ କୋଡ୍‌ରେ ୧୪ କୋଟି ଠକେଇ…

ଓଏଲ୍ ବ୍ୟୁରୋ: ଆଜିକାଲି ବିଭିନ୍ନ ଉପାୟ ଅବଲମ୍ବନ କରି ଠକ ମାନେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ବ୍ୟାଙ୍କ ସାମ୍ନାରୁ ମାରଣାସ୍ତ୍ର ଦେଖାଇ ତ କେତେବେଳେ ଅନଲାଇନ ଠକେଇ। ତେବେ କ୍ୟୁଆର କୋଡ୍‌ରୁ ଠକେଇ ହୋଇଥିବା ନେଇ ଭୁବନେଶ୍ବରର ଏକ କଂପାନୀ ଏପ୍ରିଲରେ ଠକେଇ ଅଭିଯୋଗ କରିଥିଲା। ଅଭିଯୋଗ କ୍ରମେ…

ଚର୍ଚ୍ଚାରେ ସରପଞ୍ଚଙ୍କ ଦଳ ଡିଆଁ ଓ ଘର…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନକୁ ଆଉ ଏକ ବର୍ଷରୁ କମ୍‌ ସମୟ ରହିଛି। ନିର୍ବାଚନ ଯେତେ ପାଖଉଛି ଓଡ଼ିଶା ରାଜନୈତିକ ପାଣିପାଗ ସେତେ ବଦଳିବାରେ ଲାଗିଛି। ଯାହାକୁ ନଜରରେ ରଖି ଏବେଠୁ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଲେଣି ଅଙ୍କକଷା। ରାଜ୍ୟ ରାଜନୀତିରେ ସବୁବେଳେ…

ଆଇଟି ରେଡ୍‌: ଡିଏନ୍‌ ଗ୍ରୁପ୍ ମୁଖ୍ୟ…

ଓଏଲ୍ ବ୍ୟୁରୋ: ଆଜି ଚତୁର୍ଥ ଦିନରେ ଡିଏନ ଗ୍ରୁପ୍ ଉପରେ ଆୟକର ବିଭାଗ ଚଢାଉ ଜାରି ରଖିଛି। ନୟାପଲ୍ଲୀ ମୁଖ୍ୟ ଅଫିସ ସମେତ ବିଭିନ୍ନ ସ୍ଥାନରେ ଚାଲିଥିବା ସୂଚନା ମିଳିଛି। ଆଇଆର୍‌ସି ଭିଲେଜ ମୁଖ୍ୟ କାର୍ଯ୍ୟାଳୟରେ ରେଡ୍‌ ଚାଲିଛି। ଡିଏନ୍‌ ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକଙ୍କୁ ଆୟକର ଟିମ୍‌ ପକ୍ଷରୁ ଜେରା…

ଭାରତ ଆକାଶରେ ପାକିସ୍ତାନୀ ଡ୍ରୋନ୍,…

ଓଏଲ୍ ବ୍ୟୁରୋ: ପୁଣି ଭାରତ ଆକାଶରେ ଦେଖିବାକୁ ମିଳିଲା ପାକସ୍ତାନୀ ଡ୍ରୋନ୍। ଗତକାଲି ରାତି ୯.୦୫ରେ ଏକ ପାକିସ୍ତାନୀ ଡ୍ରୋନ୍ ଭାରତୀୟ ଆକାଶ ସୀମାକୁ ଉଲ୍ଲଂଘନ କରିଥିଲା। ବିଏସ୍ଏଫ୍ ସୈନ୍ୟମାନେ ଏହି ପାକିସ୍ତାନୀ ଡ୍ରୋନକୁ ଅଟକାଇ ଥିଲେ। ପରେ ସର୍ଚ୍ଚ ଅପରେସନ ଜାରି କରିଥିଲେ। ଏଥିସହ ପଞ୍ଜାବର ଏକ ଗ୍ରାମରେ…

ରାଜ୍ୟରେ ପ୍ରବଳ ବର୍ଷିବ! ଉପକୂଳ…

ଓଏଲ୍ ବ୍ୟୁରୋ: ମୌସୁମୀ ଆଗମନ ପରେ ତାତିରୁ ତ୍ରାହି ମିଳିଥିବାବେଳେ ବର୍ଷାର ପରିମାଣ କମ ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦିଆଯାଇଥିଲା। ସକାଳୁ ପାଗ କୋହଲା ଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଗକୁ ନଜରରେ ରଖି ଆହୁରି ବର୍ଷା ହେବାର ଆଶଙ୍କା କରାଯାଉଛି। ଆଞ୍ଚଳିକ…

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ…

ଓଏଲ୍ ବ୍ୟୁରୋ: ପଶ୍ଚିମବଙ୍ଗରେ ଚାଲିଛି ପଞ୍ଚାୟତ ନିର୍ବାଚନ। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବାବେଳେ ସଂଧ୍ୟା ୫ଟା ଯାଏଁ ମତଦାନ ଚାଲିବ। ଆସନ୍ତା ୧୧ରେ ପ୍ରକାଶ ନିର୍ବାଚନ ଫଳାଫଳ ପ୍ରକାଶ। ତେବେ ଏହି ମତଦାନ ସମୟରେ ବ୍ୟାପକ ହିଂସା ହୋଇଥିବା ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ…

ଲୋକ କଳାକାରଙ୍କ ପାଇଁ ଖୁସି ଖବର,…

ଓଏଲ୍ ବ୍ୟୁରୋ: ଲୋକ କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି। କଳାକାର ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ଗୁଡିକରେ କଳାକାର ମାନଙ୍କ ପ୍ରଦର୍ଶନ ପାଇଁ ପାରିଶ୍ରମିକରେ ବୃଦ୍ଧି ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା…

ଡିଏନ୍ ଗ୍ରୁପ୍ ଉପରେ ଆୟକର ଚଢ଼ାଉ: ଜବତ…

ଓଏଲ୍ ବ୍ୟୁରୋ: ଆଜି ଚତୁର୍ଥ ଦିନରେ ଡିଏନ ଗ୍ରୁପ୍ ଉପରେ ଆୟକର ବିଭାଗ ଚଢାଉ ଜାରି ରଖିଛି। ନୟାପଲ୍ଲୀ ମୁଖ୍ୟ ଅଫିସ ସମେତ ବିଭିନ୍ନ ସ୍ଥାନରେ ଚାଲିଥିବା ସୂଚନା ମିଳିଛି। ଆଇଆର୍‌ସି ଭିଲେଜ ମୁଖ୍ୟ କାର୍ଯ୍ୟାଳୟରେ ରେଡ୍‌ ଚାଲିଛି। ସଂସ୍ଥାର କିଛି ଅଧିକାରୀଙ୍କୁ ପଚରାଉଚରା ହେଉଛି। ତଦନ୍ତ ବେଳେ ମିଳିଥିବା…