Odisha Link
Bridging the Missing Links in Odisha

ଆଇଆରସିଟିସି ୱେବସାଇଟରେ ବୈଷୟିକ ତ୍ରୁଟି, ରେଳ ଟିକେଟ୍ ବୁକିଂକୁ ନେଇ ଲୋକେ ଅସନ୍ତୋଷ

ଓଏଲ୍‌ ବ୍ୟୁରୋ: ଦେଶର ସବୁଠାରୁ ବଡ ରେଳ ଟିକେଟ୍ ବୁକିଂ ପ୍ଲାଟଫର୍ମରେ ତ୍ରୁଟି ଦେଖିବାକୁ ମିଳିଛି। ରେଳ ଟିକେଟ୍ ବୁକିଂ ପାଇଁ ଲୋକଙ୍କର ପ୍ରଥମ ପସନ୍ଦ ଆଇଆରସିଟିସି ସାଇଟରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଯାହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଇଆରସିଟିସି ୱେବସାଇଟରେ ବୈଷୟିକ ତ୍ରୁଟି ପାଇଁ ଟିକେଟ୍ ବୁକିଂ ହୋଇପାରୁ ନଥିବା ଆଇଆରସିଟିସି ବିଭାଗ ଟ୍ୱିଟ୍ କରି ଜଣାଇଛି। ଆମାଜନ୍ ଓ ମେକ୍ ମାଇ ଟ୍ରିପ୍ ଜରିଆରେ ଟିକେଟ୍ ବୁକିଂ କରିବାକୁ କହିଛନ୍ତି।

ତେବେ ଆଇଆରସିଟିସି ସାଇଟରେ ଅବ୍ୟବସ୍ଥାକୁ ନେଇ ଟ୍ୱିଟ ମାଧ୍ୟମରେ ଲୋକେ ଅସନ୍ତୋଷ ପ୍ରକାଶ କରିଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.