Odisha Link
Bridging the Missing Links in Odisha
Daily Archives

July 25, 2023

ହୀରାକୁଦ ଖୋଲିଛି ୧୨ଟି ଗେଟ୍, ମୁଣ୍ଡଳୀ…

ଓଏଲ୍‌ ବ୍ୟୁରୋ: ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି। ପ୍ରଥମେ ୭ ନମ୍ବର ଗେଟ୍ ଖୋଲାଯାଇଥିଲା। ଏହାପରେ ପର୍ଯ୍ୟାୟ କ୍ରମେ ୫ଟି ଗେଟ୍ ଖୋଲା ଯାଇଥିଲା। ତେବେ ହୀରାକୁଦର ଜଳସ୍ତର ବଢ଼ୁଥିବାରୁ ଡ୍ୟାମର ଆଉ ୩ ଗେଟ୍‌ ଖୋଲିଥିଲା। ଆଜି ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳସ୍ତର…

ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲା: ୯…

ଓଏଲ୍‌ ବ୍ୟୁରୋ: ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାରେ ସମ୍ପୃକ୍ତ ୯ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି। ବାଲେଶ୍ବର ଓପିଆଇଡି କୋର୍ଟ ସମ୍ପୃକ୍ତ ଅଭିଯୁକ୍ତଙ୍କ ଆବେଦନ ଖାରଜ କରିଛନ୍ତି। ଗତ ୧୬ ତାରିଖରେ ୯ ଅଭିଯୁକ୍ତ ପଶ୍ଚିମବଙ୍ଗ ଦୀଘାରୁ ଗିରଫ ହୋଇଥିଲେ।…

କେନ୍ଦୁପତ୍ରରୁ ଜିଏସଟି ହଟାଇବା ପ୍ରସଙ୍ଗ:…

ଓଏଲ୍‌ ବ୍ୟୁରୋ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମଥର ପାଇଁ ନବନିର୍ମିତ ସଂସଦ ଭବନରେ ଅଧିବେଶନ ଅନୁଷ୍ଠିତ ହୋଇଛି। ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ଗୃହ ମୁଲତବୀ ରଖାଯାଇଥିଲା। ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ସଂସଦର…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍ ସହ…

ଓଏଲ୍‌ ବ୍ୟୁରୋ: ପାଣିକୋଇଲି ପୁଲିସ ଷ୍ଟେସନ ନିକଟରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଟ୍ରକ ସହ ଚଳନ୍ତା ବାଇକ ଧକ୍କା ହୋଇଛି। ଟ୍ରକ ସହ ବାଇକ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ…

ଜେଇ ସିଭିଲ୍ ମେନ୍ ପରୀକ୍ଷା ପ୍ରଶ୍ନପତ୍ର…

ଓଏଲ୍‌ ବ୍ୟୁରୋ: ଓଏସଏସସି ଜେଇ ସିଭିଲ୍ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାକୁ ଅନେକ ଚର୍ଚ୍ଚା ହେଉଥିବାବେଳେ ବାଲେଶ୍ବର ଏସ୍‌ପି ଏନେଇ ସୂଚନା ଦେଇଛନ୍ତି। ବାଲେଶ୍ୱର ଏସ୍‌ପି ସାଗରିକା ନାଥ କହିଛନ୍ତି, ମାଷ୍ଟର ମାଇଣ୍ଡ ରାଜ୍ୟ ବାହାରର ହୋଇଥିବା ସନ୍ଦେହ କରାଯାଉଛି। ଘଟଣାରେ ଗିରଫ କିଛି…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ବୌଦ୍ଧର…

ଓଏଲ୍‌ ବ୍ୟୁରୋ: ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ବୌଦ୍ଧ ଆରଡବ୍ଲୁଏସଏସ ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ ଘୋଷଣା କରାଯାଇଛି। ୩ ବର୍ଷ ଜେଲ୍‌ ଦଣ୍ଡ ଘୋଷଣା କରାଯାଇଥିବା ସହକାରୀ ଯନ୍ତ୍ରୀ ଏ.ଇ ଭାବଗ୍ରାହୀ ସାମନ୍ତରାୟ। ବୌଦ୍ଧ ଆରଡବ୍ଲୁଏସଏସ ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଏ.ଇ…

ପୁଣି କଳାହାଣ୍ଡିରେ ମାଓ ପୋଷ୍ଟର, ତଦନ୍ତ…

ଓଏଲ୍‌ ବ୍ୟୁରୋ: ଭବାନୀପାଟଣା ଥୁଆମୂଳ ରାମପୁର ରାସ୍ତାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଶଗଡ଼ା ପଞ୍ଚାୟତ ସମେତ ଗାଁର ସବୁ ଦୋକାନରେ ପୋଷ୍ଟର ଦେଖିବାକୁ ମିଳିଛି। ମାଓବାଦୀ ପୋଷ୍ଟର ସହ ୩ଟି ବୋମା ଖଞ୍ଜିଥିଲେ। ଘଟଣାସ୍ଥଳରୁ ପୁଲିସ ୨ଟି ବୋମା ନିଷ୍କ୍ରିୟ କରିଛି। ଏହା ସହ ତଦନ୍ତ ଜାରି କରାଯାଇଛି। ଖବର…

ରାଜ୍ୟରେ ଚିନ୍ତା ବଢ଼ାଉଛି ଡେଙ୍ଗୁ, ୫୦୦…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଡେଙ୍ଗୁ ରୋଗକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ବଢ଼ିବାରେ ଲାଗିଛି। ତେବେ ସାରା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୦୦ରୁ ଅଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ କରାଯାଇଥିବାବେଳେ ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ କରାଯାଇଛି।…

କମୁଛି ଓଡ଼ିଶାର ଋଣଭାର, ସଂସଦରେ ତଥ୍ୟ…

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ରଖିଥିବା ତଥ୍ୟ ଅନୁଯାୟୀ ୨୦୨୨-୨୩ ଆର୍ଥିକ ବର୍ଷରେ ସାରା ଦେଶରେ ଏକମାତ୍ର ରାଜ୍ୟ ଭାବେ ଓଡ଼ିଶାର ଋଣଭାର କମିଛି। ରାଜ୍ୟ ସରକାରଙ୍କ ଶୃଙ୍ଖଳିତ ବିତ୍ତୀୟ ପରିଚାଳନା ଲଗାତାର ଭାବେ ଜାତୀୟସ୍ତରରେ ଚର୍ଚ୍ଚିତ ହୋଇଛି। ଓଡ଼ିଶାର ଶୃଙ୍ଖଳିତ ଓ…

ସ୍ୱାସ୍ଥ୍ୟ ବିଭାଗର କଡ଼ା ପଦକ୍ଷେପ,…

ଓଏଲ୍‌ ବ୍ୟୁରୋ: ସାପ କାମୁଡ଼ାଜନିତ ମୃତ୍ୟୁ ରୋକିବାକୁ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ମେଡିକାଲ୍‌କୁ ଆଣ୍ଟିଭେନମ ରଖିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଗୁଣିଗାରେଡିରେ ବିଶ୍ୱାସ ନ କରି ମେଡିକାଲ ଆଣିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।…