Odisha Link
Bridging the Missing Links in Odisha

ପୂର୍ବ ଶତ୍ରୁତାର କରୁଣ ଚିତ୍ର, ଗୋଷ୍ଠୀ ସଂଘର୍ଷରୁ ୩ ଗୁରୁତର

ଓଏଲ୍‌ ବ୍ୟୁରୋ: ପୂର୍ବ ଶତ୍ରୁତାର କରୁଣ ଚିତ୍ର ସାମ୍ନାକୁ ଆସିଛି। ଆଠଗଡ଼ ସମସରପୁର ପଞ୍ଚାୟତ ଅମୃତମଣୋହିପାଟଣା ଗାଁରେ ଘଟିଥିବା ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାରୁ ବୋମାମାଡ଼ ଓ ଖଣ୍ଡାରେ ଆକ୍ରମଣ ହୋଇଥିବା ଜଣା ପଡିଛି। ସମସରପୁର ପଞ୍ଚାୟତ ଅମୃତମଣୋହିପାଟଣା ଗାଁରେ ଘଟିଥିବା ଏହି ଗୋଷ୍ଠୀ ସଂଘର୍ଷରେ ୩ ଜଣ ଆହତ ହୋଇଥିବାବେଳେ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.