Odisha Link
Bridging the Missing Links in Odisha
Daily Archives

August 9, 2023

ସଂସଦରେ ଉଠିଲା ଗମାଙ୍ଗଙ୍କ କଥା,…

ଓଏଲ୍‌ ବ୍ୟୁରୋ: ଅନାସ୍ଥା ପ୍ରସ୍ତାବକୁ ନେଇ ଲୋକସଭାରେ ଚାଲିଛି ବିତର୍କ। ଏହାରି ମଧ୍ୟରେ ଆଜି ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହ ବିବୃତି ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଶାସନ ସମୟରେ ହୋଇଥିବା ସଫଳତା ବିଷୟରେ କହିବା ସହିତ ପୂର୍ବରୁ ବିଜେପି ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ବିଷୟରେ କହିଛନ୍ତି…

ଅନାସ୍ଥା ପ୍ରସ୍ତାବରେ ଲୋକଙ୍କ ସମର୍ଥନ…

ଓଏଲ୍‌ ବ୍ୟୁରୋ: ନବନିର୍ମିତ ସଂସଦ ଭବନରେ ସଂସଦର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେଉଛି। ଆଜି ସଂସଦରେ ଅନାସ୍ଥା ବିତର୍କ ଜାରି ରହିଥିବାବେଳେ ଅନାସ୍ଥା ବିତର୍କରେ ଗୃହମନ୍ତ୍ରୀ ଅମିତ ଶାହ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ଜନତାଙ୍କ ମଧ୍ୟରେ ଭ୍ରାନ୍ତି ଆଣିବାକୁ ଏ ଅନାସ୍ଥା ଆଣିଛନ୍ତି। ସରକାର ପ୍ରତି ନା…

ଉଚ୍ଚଶିକ୍ଷା ବିଭାଗର ଚିଠି; ୭ ଦିନରେ…

ଓଏଲ୍‌ ବ୍ୟୁରୋ: ଗୁଣାତ୍ମକ ଶିକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଡିଗ୍ରୀ କଲେଜ, ଶିକ୍ଷକ ଶିକ୍ଷା କେନ୍ଦ୍ର ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି ଦିଆଯାଇଛି। କଲେଜର ସମସ୍ତ ତଥ୍ୟ ପ୍ରଦାନ କରିବା ସହ ଭିତ୍ତିଭୂମି ସହ ଆବଶ୍ୟକତା ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ…

ଏକ ପରିବାରର ୩ ଜଣଙ୍କୁ ହତ୍ୟା ମାମଲା:…

ଓଏଲ୍‌ ବ୍ୟୁରୋ: ୨୦୨୦ ମହୁଲପାଲି ଥାନା ଲପଡ଼ା ଗାଁରେ ଏକ ହତ୍ୟାକାଣ୍ଡ ଘଟିଥିଲା। ତିନି ଜଣଙ୍କୁ ହତ୍ୟା ମାମଲାରେ ବାପ-ପୁଅଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଏହି ମାମଲାରେ ସମ୍ପୃକ୍ତ ବାପା ନବୀନ ଦେହୁରୀକୁ ମୃତ୍ୟୁ ଦଣ୍ଡ ସହ ପୁଅ ହେମାନନ୍ଦକୁ ଆଜୀବନ କାରାବରଣ କୋର୍ଟ ଘୋଷଣା କରିଛନ୍ତି। ସମ୍ପୃକ୍ତ…

ହୋଟେଲରେ ଛାତ୍ରୀ ମୃତ୍ୟୁ ଘଟଣା: ପୁଲିସକୁ…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ କଟକରୋଡ୍ ହୋଟେଲରେ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼। ହୋଟେଲରେ ମୃତ ଶୁଭଲକ୍ଷ୍ମୀ ସାହୁଙ୍କ ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିବାବେଳେ ବର୍ତମାନ ପୁଲିସକୁ ମୃତ ଛାତ୍ରୀ ଶୁଭଲକ୍ଷ୍ମୀଙ୍କ ସିଡିଆର୍‌ ରିପୋର୍ଟ ମିଳିଛି। ଗତ ୨ ମାସର ଶୁଭଲକ୍ଷ୍ମୀଙ୍କ ଫୋନ୍‌ କଲ୍…

ଇସ୍ରୋକୁ ଆଉ ଏକ ସଫଳତା, ଚନ୍ଦ୍ର ପୃଷ୍ଠର…

ଓଏଲ୍‌ ବ୍ୟୁରୋ: ଇସ୍ରୋକୁ ଆଉ ଏକ ସଫଳତା। ଚନ୍ଦ୍ରର କକ୍ଷପଥରେ ଚନ୍ଦ୍ରଯାନ-୩ ପ୍ରବେଶ କରିବା ପରେ ଚନ୍ଦ୍ର ପୃଷ୍ଠର ନିକଟତର ହୋଇଛି। କକ୍ଷପଥ ଆଜି ୧୭୪ କିଲୋମିଟର x ୧୪୩୭ କିଲୋମିଟରକୁ ହ୍ରାସ ପାଇଛି। ସେହିଭଳି ଅଗଷ୍ଟ ୧୪ରେ ଏହାକୁ ବଦଳା ଯାଇ ଏକ ହଜାର କିଲୋମିଟର ଅର୍ବିଟରେ ଛଡ଼ାଯିବ ବୋଲି ଇସ୍ରୋ ପକ୍ଷରୁ…

ପୁଣି ଚର୍ଚ୍ଚାକୁ ଆସିଲା ବ୍ରହ୍ମପୁର…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ଦୀପିକା ଦୀନେଶ ପ୍ରେମ କାହାଣୀ ଘଟଣା ସାମ୍ନାକୁ ଆସିଛି। ନ୍ୟାୟ ଦାବି ନେଇ ବ୍ରହ୍ମପୁର ଦେଶିବେହେରା ସାହିରେ ନିଜ ପ୍ରେମିକ ଘର ବାରଣ୍ଡାରେ ବସିଛନ୍ତି। ଦାବିରେ ପ୍ରେମିକ ଘର ଆଗରେ ପୁଣିଥରେ ଦୀପିକା ଧାରଣା ଦେଇଥିବା ଜଣା ପଡିଛି। ବଡ଼ ବଜାର ଦେଶୀବେହେରା ସାହିରେ ପ୍ରେମିକ…

ନବ ଦାସ ହତ୍ୟା ମାମଲା: ଝାରସୁଗୁଡା…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସିପାରିନାହିଁ। ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଆଜି ଝାରସୁଗୁଡା ଏଡିଜେ କୋର୍ଟରେ ହାଜର କରାଯାଇଥିଲା। ଚୌଦ୍ୱାର ଜେଲରୁ ଗୋପାଳକୁ କଡା ସୁରକ୍ଷା ବଳୟରେ ଝାରସୁଗୁଡା କୋର୍ଟକୁ…

ଆପଣ ଭାରତର ରକ୍ଷାକର୍ତ୍ତା ନୁହଁନ୍ତି,…

ଓଏଲ୍‌ ବ୍ୟୁରୋ: ନବନିର୍ମିତ ସଂସଦ ଭବନରେ ସଂସଦର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେଉଛି। ଆଜି ସଂସଦରେ ଅନାସ୍ଥା ବିତର୍କ ଜାରି ରହିଥିବାବେଳେ ଅନାସ୍ଥା ବିତର୍କରେ ରାହୁଲ ଗାନ୍ଧୀ ବକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ବେଳେ ମୁଁ ଜାଣିନଥିଲି କାହିଁକି ମୁଁ ଯାଉଛି। ମୋତେ…

ଶିମିଳିପାଳରେ ସର୍ଚ୍ଚ ଅପରେସନ ଜାରି,…

ଓଏଲ୍‌ ବ୍ୟୁରୋ: ଶିମିଳିପାଳରେ ୨ ବନ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା। ଶିମିଳିପାଳରେ ୨ ବନ ଅଧିକାରୀଙ୍କୁ ହତ୍ୟା ପରେ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଶିମିଳିପାଳରେ ସର୍ଚ୍ଚ ଅପରେସନ ଜାରି କରାଯାଇଛି। ସର୍ଚ୍ଚ ଅପରେସନ ସମୟରେ ୨୧ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ଗିରଫଦାରି ନେଇ ମୟୂରଭଞ୍ଜ ଏସପି ବି.…