Odisha Link
Bridging the Missing Links in Odisha

ଏକ ପରିବାରର ୩ ଜଣଙ୍କୁ ହତ୍ୟା ମାମଲା: ବାପ-ପୁଅଙ୍କୁ କଠୋର ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ପୁଅ ହେମାନନ୍ଦକୁ ଆଜୀବନ କାରାବରଣ କୋର୍ଟ ଘୋଷଣା କରିଛନ୍ତି।

ଓଏଲ୍‌ ବ୍ୟୁରୋ: ୨୦୨୦ ମହୁଲପାଲି ଥାନା ଲପଡ଼ା ଗାଁରେ ଏକ ହତ୍ୟାକାଣ୍ଡ ଘଟିଥିଲା। ତିନି ଜଣଙ୍କୁ ହତ୍ୟା ମାମଲାରେ ବାପ-ପୁଅଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଏହି ମାମଲାରେ ସମ୍ପୃକ୍ତ ବାପା ନବୀନ ଦେହୁରୀକୁ ମୃତ୍ୟୁ ଦଣ୍ଡ ସହ ପୁଅ ହେମାନନ୍ଦକୁ ଆଜୀବନ କାରାବରଣ କୋର୍ଟ ଘୋଷଣା କରିଛନ୍ତି। ସମ୍ପୃକ୍ତ ଅଭିଯୁକ୍ତ ନବୀନ ଦେହୁରୀ ଏବଂ ହେମାନନ୍ଦ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରିଥିଲେ।

Leave A Reply

Your email address will not be published.