ସ୍ୱାଧୀନତା ଦିବସ: ଜାଣନ୍ତୁ ରାଜ୍ୟରେ କିଏ…
ଓଏଲ୍ ବ୍ୟୁରୋ: ଆଉମାତ୍ର ୪ ଦିନ ପରେ ସାରା ଦେଶରେ ପାଳନ ହେବ ସ୍ବାଧୀନତା ଦିବସ। ଗଣତନ୍ତ୍ରର ଏହି ଗଣପର୍ବକୁ ନେଇ ସାରା ଦେଶରେ ଚାଲିଛି ଜୋରଦାର ପ୍ରସ୍ତୁତି। ସ୍ବାଧୀନତା ଦିବସକୁ ମହାସମାରୋହରେ ପାଳନ କରିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି। କେଉଁ ଜିଲ୍ଲାରେ କିଏ କରିବେ ପତାକା ଉତ୍ତୋଳନ…