Odisha Link
Bridging the Missing Links in Odisha
Daily Archives

August 11, 2023

ବଦଳିଲା ଏୟାର ଇଣ୍ଡିଆ ଲୋଗୋ

ଓଏଲ୍‌ ବ୍ୟୁରୋ: ଟାଟା ଗ୍ରୁପ୍‌ର ଏୟାରଲାଇନ୍ସରେ ପରିଣତ ହୋଇଥିବା ଏୟାର ଇଣ୍ଡିଆ ଏହାର ନୂଆ ଲୋଗୋ ଲଞ୍ଚ କରିଛି। ନୂତନ ଲୋଗୋ, ବ୍ରାଣ୍ଡ ଏବଂ ପରିଚୟ ସହିତ ଏୟାରଲାଇନ ଦେଖାଯିବ।ଏୟାର ଇଣ୍ଡିଆର ନୂତନ ଲୋଗୋ ଅସୀମିତ ସମ୍ଭାବ୍ୟତାର ପ୍ରତୀକ ପ୍ରତିଫଳିତ କରେ। ଏୟାର ଇଣ୍ଡିଆ ଗତ ୧୫ ମାସ ଧରି ନୂଆ ଲୋଗୋ ଉପରେ…

ପ୍ରଧାନମନ୍ତ୍ରୀ ମଣିପୁରକୁ ଜଳାଇବାକୁ…

ଓଏଲ୍‌ ବ୍ୟୁରୋ: ନବନିର୍ମିତ ସଂସଦ ଭବନରେ ସଂସଦର ମୌସୁମୀ ଅଧିବେଶନରେ ଅନାସ୍ଥା ବିତର୍କ ଜାରି ରହିଥିବାବେଳେ ଅନାସ୍ଥା ବିତର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମନ୍ତବ୍ୟ ରଖିଥିଲେ। ଯାହାକୁ ନେଇ ରାହୁଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ଲୋକସଭାରେ ୨ ଘଣ୍ଟା ୧୩ ମିନିଟ୍ ଭାଷଣ ଦେଲେ,…

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଅଘଟଣ: ଜଣେ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣା ପଡିଥିଲା। ଯେଉଁଥିରେ ଜଣେ ଯବାନ ସହିଦ ହୋଇଥିବା ଜଣା ପଡିଛି। ଗୁଳିବିନିମୟ ସମୟରେ ଦୁଇ ଯବାନ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ଥିବାବେଳେ ଆଉ ଜଣେ ବିହାର ଯବାନ ଗୁରୁତର ହୋଇଥିଲେ।…

ସିଲାବସ୍‌ କମିଟିର ବୈଠକ: ସେପ୍ଟେମ୍ବର…

ଓଏଲ୍‌ ବ୍ୟୁରୋ: ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ସିଲାବସ୍‌ କମିଟି ବୈଠକ ଆୟୋଜିତ ହୋଇଛି। ରବି ନାରାୟଣ ସେନାପତିଙ୍କ ଅଧ୍ୟକ୍ଷତାରେ ୬ ଜଣିଆ କମିଟି ବୈଠକ ହୋଇଛି। ସେପ୍ଟେମ୍ବର ୫ରୁ ସତ୍ୟବାଦୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟରେ ପାଠପଢା ଆରମ୍ଭ ହେବ। ୩ଟି ବିଭାଗରେ ଆଡମିଶନ, ସବୁ ବିଭାଗରେ ୨୪ଟି ଲେଖାଏଁ ସିଟ୍‌…

ନ୍ୟାୟ ପ୍ରଣାଳୀରେ ବଡ଼ଧରଣର ପରିବର୍ତ୍ତନ:…

ଓଏଲ୍‌ ବ୍ୟୁରୋ: ଜୁଲାଇ ୨୦ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଆଜି ଶେଷ ହେବାକୁ ଯାଉଛି। ପ୍ରଥମଥର ପାଇଁ ନବନିର୍ମିତ ସଂସଦ ଭବନରେ ଅଧିବେଶନ ଅନୁଷ୍ଠିତ ହୋଇଛି। ସଂସଦ ଅଧିବେଶନରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ବିରୋଧୀ ଘେରିଥିବାବେଳେ ଶାସକଦଳ ମଧ୍ୟ ଏହାର ଜବାବ…

ସଂସଦର ମୌସୁମୀ ଅଧିବେଶନ: ଶେଷ ଦିନରେ…

ଓଏଲ୍‌ ବ୍ୟୁରୋ: ଜୁଲାଇ ୨୦ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଆଜି ଶେଷ ହେବାକୁ ଯାଉଛି। ପ୍ରଥମଥର ପାଇଁ ନବନିର୍ମିତ ସଂସଦ ଭବନରେ ଅଧିବେଶନ ଅନୁଷ୍ଠିତ ହୋଇଛି। ସଂସଦ ଅଧିବେଶନରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ବିରୋଧୀ ଘେରିଥିବାବେଳେ ଶାସକଦଳ ମଧ୍ୟ ଏହାର ଜବାବ…

ରାଜ୍ୟ କ୍ୟାବିନେଟ୍ ବୈଠକ: ମାଣ୍ଡିଆର…

ଓଏଲ୍‌ ବ୍ୟୁରୋ: ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦିନ ୧୨ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଛି। ତେବେ ରାଜ୍ୟ କ୍ୟାବିନେଟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ ବୈଠକରେ ବିଭିନ୍ନ ପ୍ରସ୍ତାବ ଉପରେ ମୋହର ମରାଯାଇଛି। ୧୦ରୁ ଅଧିକ…

ଗୁଣୁପୁରର ପୂର୍ବତନ ବିଧାୟକଙ୍କୁ…

ଓଏଲ୍‌ ବ୍ୟୁରୋ: ଗୁଣୁପୁରର ପୂର୍ବତନ ବିଧାୟକଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପତ୍ନୀ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ତାଙ୍କୁ ଏବେ ଜାମିନ ମିଳିଛି। ଗୁଣୁପୁର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋ ଦୋଷୀ ସାବ୍ୟସ୍ତ ହୋଇଥିବା ଭୁବନେଶ୍ୱର ଏଡିଜେ-୩ କୋର୍ଟ ରାୟ…

ଦୁର୍ବଳ ହେଲା ମୌସୁମୀ: ୧୨୬ ବର୍ଷ ପରେ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୌସୁମୀ ଦୁର୍ବଳ ହେବାରୁ ୧୨୬ ବର୍ଷରେ ଦ୍ବିତୀୟ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ପୁରୀରେ ସର୍ବୋଚ୍ଚ ୩୬ ଡିଗ୍ରୀ ତାତି ରେକର୍ଡ ହୋଇଛି। ୧ ଅଗଷ୍ଟ ୧୯୭୨ରେ ସର୍ବକାଳୀନ ୩୬.୮…

‘ଆତ୍ମହତ୍ୟା କରିଛନ୍ତି ଛାତ୍ରୀ…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ କଟକରୋଡ୍ ହୋଟେଲରେ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼। ଦୀପାଳି ହୋଟେଲର ୨୦୫ ନମ୍ବର ରୁମରେ ମୃତ୍ୟୁ ପୂର୍ବରୁ କଣ ହୋଇଥିଲା ସେ ନେଇ ପୁଲିସ ଛାନଭିନ ଜାରି ରଖିଥିବାବେଳେ ଭିଡିଓ ଭାଇରାଲ ଯୋଗୁଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ମୃତ ଛାତ୍ରୀ…