Odisha Link
Bridging the Missing Links in Odisha
Daily Archives

August 12, 2023

ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍ ୨୦୨୩

ଭୁବନେଶ୍ୱର: ୟୁନିସେଫ୍ ନେତୃତ୍ୱରେ ପରିଚାଳିତ ‘ୟୁଥ୍ ଫର୍ ୱାଟର’ ପ୍ଲସ୍ ଅଭିଯାନ ପକ୍ଷରୁ ଚାଲିଥିବା ‘ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍-୨୦୨୩’ ଶୁକ୍ରବାର ଶେଷ ହୋଇଛି। ଭୁବନେଶ୍ୱରଠାରେ ୩ ଦିନ ଧରି ଏହି ସମ୍ମିଳନୀ ଚାଲିଥିଲା। ଏଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ୧୫୦ରୁ ଅଧିକ ଯୁବକ ଯୁବତୀଙ୍କ ସମେତ ଜଳବାୟ…

ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ୫-ଟି ସଚିବ

ଓଏଲ୍‌ ବ୍ୟୁରୋ: କଟକ ପରେ ଆଜିଠୁ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍। ଏହି ଗସ୍ତରେ ଶ୍ରୀ ପାଣ୍ଡିଆନ୍‌ ପ୍ରଥମେ ଜିଲ୍ଲା ପରିଷଦ କ୍ୟାମ୍ପସରେ ଥିବା ମିଶନଶକ୍ତି କାଫରେ ପହଞ୍ଚି ପ୍ରଥମେ ଆଲୋଚନା କରିଛନ୍ତି ।ଏହାପରେ ସେ ବାଙ୍ଗରିପୋଷି ବ୍ଲକ କଳାବାଡ଼ିଆ ଫୁଟବଲ ପଡ଼ିଆ ଓ ୧୦ଟା ୪୫ରେ…

ଜନ୍ମମାଟିରେ ପହଞ୍ଚିବ ସହିଦ ଯବାନ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଗତକାଲି ଅପରାହ୍ନରେ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି। ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ବୀର ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର। ସିଧାସଳଖ କେନ୍ଦୁଝର ଆନନ୍ଦପୁର ସ୍ଥିତ…

ଭତ୍ତା ଲୋଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ଭାଇ

ଓଏଲ୍‌ ବ୍ୟୁରୋ: ଜୁଲାଇ ମାସରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଇ ଦିଲ୍ଲୀପ ପଟ୍ଟନାୟକ। ଯାହାଫଳରେ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ। ଏବେ ଭତ୍ତା ଲୋଡ଼ି ପୁଣିଥରେ ଚର୍ଚ୍ଚାର ପରିସରରେ ଦିଲ୍ଲୀପ ପଟ୍ଟନାୟକ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁତୁରା, ଡାକ୍ତର ଜର୍ଜ…