Odisha Link
Bridging the Missing Links in Odisha

ଆଜିଠୁ ଓଡ଼ିଶାରେ ଜାତୀୟ ଆକ୍ବାଟିକ ଚାମ୍ପିଅନସିପ୍, ଭାଗ ନେବେ ୯୦୦ରୁ ଅଧିକ ପ୍ରତିଯୋଗୀ

ଓଏଲ୍‌ ବ୍ୟୁରୋ: ଆଜିଠୁ ଓଡ଼ିଶାରେ ଜାତୀୟ ଆକ୍ବାଟିକ ଚାମ୍ପିଅନସିପ୍ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି। ୫ ଦିନିଆ ସବ୍‌ ଜୁନିୟର ଓ ଜୁନିୟର ସନ୍ତରଣ ପ୍ରତିଯୋଗିତାରେ ୨୫ଟି ରାଜ୍ୟର ୯୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେବେ। ଏନେଇ କଳିଙ୍ଗ ଷ୍ଟାଡିୟମର ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଆୟୋଜନ କରାଯାଇଛି। ବିଭିନ୍ନ ରାଜ୍ୟର ପ୍ରତିଯୋଗୀ ମାନେ ଭାଗ ନେବେ।

Leave A Reply

Your email address will not be published.