Odisha Link
Bridging the Missing Links in Odisha

ମହିଳା ଏସ୍ଆଇଙ୍କ ଆତ୍ମହତ୍ୟା ଉଦ୍ୟମ! କାରଣ ଅସ୍ପଷ୍ଟ

ଓଏଲ୍‌ ବ୍ୟୁରୋ: ବଲାଙ୍ଗିରର ସଇଁତଳା ଥାନା ମହିଳା ଏସ୍ଆଇ ବିଷପିଇ ଗୁରୁତର ହୋଇଥିବା ଜଣା ପଡିଛି। ଗୁରୁତର ଏସ୍ଆଇଙ୍କୁ ସଇଁତଳାରୁ ଭୀମଭୋଇ ମେଡିକାଲ ସ୍ଥାନାନ୍ତର କରାଯାଇଛି। ବିଳମ୍ବିତ ରାତିରେ ସଇଁତଳା ସ୍ଥିତ ଭଡ଼ାଘରେ ବିଷପାନ କରିଥିବା ସୂଚନା ରହିଛି। ମହିଳା ଏସ୍ଆଇଙ୍କ ବିଷପାନର କାରଣ ସ୍ପଷ୍ଟ ଜଣାପଡିନାହିଁ।