Odisha Link
Bridging the Missing Links in Odisha
Daily Archives

August 24, 2023

ବିଶ୍ବକପ୍‌ ଚେସ୍‌ ଟୁର୍ଣ୍ଣାମେଣ୍ଟ:…

ଓଏଲ୍‌ ବ୍ୟୁରୋ: ଫିଡେ ବିଶ୍ବକପ୍‌ ଚେସ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ବିିଶ୍ବର ନମ୍ବର ୧ ଖେଳାଳି ମାଗ୍ନସ କାର୍ଲସେନଙ୍କ ବିଜୟ। ଫାଇନାଲ ମୁକାବିଲାରେ ମାଗ୍ନସଙ୍କୁ କଡ଼ା ଟକ୍କର ଦେଇ ଟ୍ରାଏ ବ୍ରେକ୍‌ରେ ହାରି ଯାଇଛନ୍ତି ୧୮ ବର୍ଷିୟ ଭାରତର ଆର ପ୍ରଜ୍ଞାନନ୍ଦ। କାର୍ଲସେନଙ୍କୁ ଟକ୍କର ଦେଇ ସମସ୍ତଙ୍କ ହୃଦୟ…

ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ…

ଓଏଲ୍‌ ବ୍ୟୁରୋ: ଘୋଷଣା ହେଲା ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ସର୍ଦ୍ଦାର ଉଦ୍ଦମ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ଘୋଷଣା କରାଯାଇଥିବା ବେଳେ ଅଲ୍ଲୁ ଅର୍ଜୁନ ପୁଷ୍ପା ପାଇଁ ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଛନ୍ତି। ଆଲିଆ ଭଟ୍ଟ, କ୍ରିତି ସାନନ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କାର ପାଇଁ ମନୋନୀତ…

ପୁରୀରେ ଏନକାଉଣ୍ଟର: ପୁଲିସ ଗୁଳିରେ…

ଓଏଲ୍‌ ବ୍ୟୁରୋ: ପୁରୀରେ ଏନକାଉଣ୍ଟର ହୋଇଥିବା ଖବର ସାମ୍ନାକୁ ଆସିଛି। ପୁଲିସ ଗୁଳିରେ ଅପରାଧୀ ପିନୁ ଆହତ ହୋଇଥିବା ଜଣା ପଡିଛି। ଲୋକନାଥ ମନ୍ଦିର ପଛ ଶଙ୍କରେଶ୍ୱର ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି। ପିନୁର ବାମ ଗୋଡ଼ରେ ଗୁଳି ବାଜିଥିବାବେଳେ ଅପରାଧୀକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା…

କୃଷିକ୍ଷେତ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି:…

ଓଏଲ୍‌ ବ୍ୟୁରୋ: କୃଷିକ୍ଷେତ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି। ରାଜ୍ୟର ଚାଷୀ ଭାଇଭଉଣୀଙ୍କୁ ଆହୁରି ସଶକ୍ତ କରିବା ସହ କୃଷି କ୍ଷେତ୍ରକୁ ସୁଦୃଢ କରିବା ନେଇ ରାଜ୍ୟ ସରକାର ଆଉ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ଚାଷୀ ଭାଇ ଓ ଭଉଣୀଙ୍କ କଲ୍ୟାଣ ଓ ବିକାଶ ନିମନ୍ତେ ରାଜ୍ୟ ସରକାର ଫସଲ ଋଣ ଯୋଜନା ସହାୟତା…

ସାରା ବିଶ୍ବ ଦେଖିଲା ଭାରତର ପରାକ୍ରମ,…

ଓଏଲ୍‌ ବ୍ୟୁରୋ: ଦେଶର ଗଳିକନ୍ଦିରେ ଉତ୍ସବର ମାହୋଲ। ସବୁଠି ଖୁସି ଆଉ ଖୁସି। କାରଣ ଇତିହାସ ରଚିଛି ଇସ୍ରୋ। ସାରା ବିଶ୍ବ ଦେଖିଲା ଭାରତର ପରାକ୍ରମ। ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ କରିଛି ସଫ୍ଟ ଲ୍ୟାଣ୍ଡିଂ। ଏହି ସଫଳତା ପରେ ଭାରତର ଚନ୍ଦ୍ରଯାତ୍ରା ସ୍ୱପ୍ନ ସାକାର ହୋଇଛି। ଆଉ ବିଶ୍ୱର ପ୍ରଥମ ଦେଶ ଭାବେ…

ବ୍ରିକ୍ସରେ ସାମିଲ ହେଲେ ୬ ନୂଆ ଦେଶ,…

ଓଏଲ୍‌ ବ୍ୟୁରୋ: ବ୍ରିକ୍ସରେ ୬ ନୂଆ ଦେଶ ସାମିଲ ହୋଇଛି। ଇରାନ, ଆର୍ଜେଣ୍ଟିନା, ଇଥିୟୋପିୟା, ଇଜିପ୍ଟ, ଇରାନ, ୟୁଏଇ ଓ ସାଉଦି ଆରବକୁ ବ୍ରିକ୍ସରେ ସାମିଲ କରାଯାଇଛି। ଜୋହାନସବର୍ଗରେ ଚାଲିଥିବା ବ୍ରିକ୍ସର ୧୫ତମ ସମ୍ମିଳନୀରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ରାମଫୋସାଏହା ଘୋଷଣା କରିଛନ୍ତି। ବ୍ରିକ୍ସରେ ଏବେ…

ଭିଜିଲାନ୍ସ ରେଡ୍: ରାୟଗଡ଼ା ଡିଏଫ୍ଓଙ୍କ…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ଅଧିକାରୀ। ଭିଜିଲାନ୍ସ ପଞ୍ଝାରେ ପଡିଥିବା ଡିଏଫ୍ଓ ଜଣକ ହେଉଛନ୍ତି ରାୟଗଡ଼ା ଡିଏଫ୍ଓ ବିଜୟ ପରିଡ଼ା। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ହୋଇଛି। ରାୟଗଡ଼ା ଡିଏଫ୍ଓ ବିଜୟ ପରିଡ଼ାଙ୍କ ଅମାପ ସମ୍ପତ୍ତି ଠାବ…

ଚନ୍ଦ୍ର ପରେ ଏବେ ସୂର୍ଯ୍ୟମୁହାଁ ଇସ୍ରୋ,…

ଓଏଲ୍‌ ବ୍ୟୁରୋ: ଚନ୍ଦ୍ର ପରେ ଏବେ ସୂର୍ଯ୍ୟମୁହାଁ ଇସ୍ରୋ। ଲଞ୍ଚ୍ ହେବ ଆଦିତ୍ୟ ଏଲ୍-୧। ମହାକାଶରେ ରହି ଆଦିତ୍ୟ ଏଲ୍-୧ ସୂର୍ଯ୍ୟ ଉପରେ ତଥ୍ୟ ଯୋଗାଇବ। ତେବେ ଏନେଇ ଟ୍ୱିଟ ଯୋଗେ ଇସ୍ରୋ ପକ୍ଷରୁ ସୂଚନା ଦେଇଛନ୍ତି। ସଫଳ ଚନ୍ଦ୍ରଯାତ୍ରା ପରେ ଖୁବଶୀଘ୍ର ସୂର୍ଯ୍ୟ ଅଭିଯାନ କରିବାକୁ ଯାଉଛି ଭାରତ। ଏହି…

ସଡ଼କ ଦୁର୍ଘଟଣା: ଚାଲିଗଲା ୨ ବାଇକ…

ଓଏଲ୍‌ ବ୍ୟୁରୋ: ଆସିକା ଧରାକୋଟ-ମୁଣ୍ଡମରେଇ ରାସ୍ତାରେ ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ଧରାକୋଟ-ମୁଣ୍ଡମରେଇ ରାସ୍ତାରେ ସଡ଼କ ଦୁର୍ଘଟଣାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ଧରାକୋଟ-ମୁଣ୍ଡମରେଇ ରାସ୍ତାରେ ଟ୍ରକ୍‌କୁ ଓଭରଟେକ୍‌ ବେଳେ ଭାରସାମ୍ୟ ହରାଇ ୨ ବାଇକ ଆରୋହୀ ଖସିପଡ଼ିଥିଲେ।…

ଭାରତୀୟ ବାୟୁସେନା ଇତିହାସରେ ଯୋଡ଼ିହେଲା…

ଓଏଲ୍‌ ବ୍ୟୁରୋ: ବାୟୁସେନା ଇତିହାସରେ ଯୋଡ଼ିହେଲା ନୂତନ ଫର୍ଦ୍ଦ। ପୂରା ଦେଶ ଚନ୍ଦ୍ରଯାନ-୩ର ସଫଳତାରେ ଉତ୍ସବମୁଖର ହୋଇଥିବା ବେଳେ ଭାରତ ସାମରିକ କ୍ଷେତ୍ରରେ  ଦେଖାଇଛି। ସ୍ୱଦେଶୀ ନିର୍ମିତ ତେଜସ ବିମାନରୁ ଅସ୍ତ୍ର ମିସାଇଲର ସଫଳ ପରୀକ୍ଷଣ କରିଛି। ୨୦ ହଜାର ଫୁଟ୍ ଉପରୁ ତେଜସ ବିମାନରୁ ଏହି ସଫଳ ପରୀକ୍ଷଣ…