Odisha Link
Bridging the Missing Links in Odisha

ସମ୍ବଲପୁରରେ ଜିଏସଟି ରେଡ୍, ତିନୋଟି ସ୍ଥାନରେ ଚାଲିଛି ଚଢ଼ାଉ

ଓଏଲ୍‌ ବ୍ୟୁରୋ: ସମ୍ବଲପୁରରେ ଜିଏସଟି ରେଡ୍ ହୋଇଥିବା ଖବର ସାମ୍ନାକୁ ଆସିଛି। ଜିଏସଟି ବିଭାଗ ପକ୍ଷରୁ ସମ୍ବଲପୁରର ତିନୋଟି ସ୍ଥାନରେ ଜିଏସଟି ରେଡ୍ ଚାଲିଛି। ଗୋଲବଜାର, କ୍ଷେତରାଜପୁର ଓ ରେମେଡରେ ଜିଏସଟି ବିଭାଗ ପକ୍ଷରୁ ଚଢାଉ ଚାଲିଛି। ଟିକସ ଫାଙ୍କିଥିବା ଅଭିଯୋଗରେ ପାନ ମସଲା ଗୋଦାମରେ ରେଡ୍ ଚାଲିଥିବା ସୂଚନା ମିଳିଛି।

Leave A Reply

Your email address will not be published.