Odisha Link
Bridging the Missing Links in Odisha

ମହଙ୍ଗା ପଡ଼ିଲା ଆୟ ବହିର୍ଭୂତ ସଂପତ୍ତି, ଭିଜିଲାନ୍ସ ପଞ୍ଝାରେ ଅବକାରୀ ବିଭାଗର ଏଏସ୍ଆଇ

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ବାବୁ। ଭିଜିଲାନ୍ସ ଜାଲରେ ପଡିଥିବା ଏଏସ୍ଆଇ ଜଣକ ବାଲୁଗାଁ ଅବକାରୀ ବିଭାଗରେ କାର୍ଯ୍ୟରତ। ଏଏସ୍ଆଇ ସୁଦୀପ୍ତ ଦାଶଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍‌ କରାଯାଇଛି। ଏଏସ୍ଆଇ ସୁଦୀପ୍ତ ଦାଶଙ୍କ ନୟାଗଡ଼ ଘର ଓ ବାଲୁଗାଁ ଭଡ଼ା ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି।

Leave A Reply

Your email address will not be published.