Odisha Link
Bridging the Missing Links in Odisha

ପୂର୍ବ ଶତ୍ରୁତାରୁ ଜଘନ୍ୟକାଣ୍ଡ, କେସିଙ୍ଗା ଷ୍ଟେସନ ନିକଟରେ ଯୁବକଙ୍କୁ ଛୁରାମାଡ଼

ଓଏଲ୍‌ ବ୍ୟୁରୋ: ଭବାନୀପାଟଣା କେସିଙ୍ଗା ଷ୍ଟେସନ ନିକଟରେ ଯୁବକଙ୍କୁ ଛୁରାମାଡ଼ ହୋଇଥିବା ଖବର ସାମ୍ନାକୁ ଆସିଛି। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଛୁରାମାଡ଼ ସହ ସଂଘବଦ୍ଧ ଆକ୍ରମଣ କରାଯାଇଛି। ବଗାଡ଼ ଗାଁର ଯୁବକଙ୍କୁ ଛୁରାମାଡ଼ ହୋଇଥିବା ଜଣା ପଡିଛି। ଛୁରାମାଡ଼ ସହ ସଂଘବଦ୍ଧ ଆକ୍ରମଣରେ ଆହତ ବ୍ୟକ୍ତିଙ୍କ କେସିଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଛି। ଛୁରାମାଡ଼ କରିଥିବା ଘଟଣାରେ ସମ୍ପୃକ୍ତ କେସିଙ୍ଗା ଗାଁର ୩ ଯୁବକଙ୍କୁ ଥାନାରେ ଅଟକ ରଖାଯାଇଛି।

Leave A Reply

Your email address will not be published.