Odisha Link
Bridging the Missing Links in Odisha
Daily Archives

September 11, 2023

ଲାଞ୍ଚ ନେବା ହେଲା କାଳ, ଜଣେ ପୂର୍ବତନ…

ଓଏଲ୍‌ ବ୍ୟୁରୋ: ଜଟଣୀ ବଡ଼ନୂଆଗାଁ ଉଚ୍ଚ ପ୍ରାଥମିକ ସ୍କୁଲର ଜଣେ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ୩ ବର୍ଷ ଜେଲ୍‌ ହୋଇଥିବା ଜଣା ପଡିଛି। ୨ଟି ମାମଲାରେ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ଦେବୀଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦଣ୍ଡାଦେଶ ଘୋଷଣା କରିଛନ୍ତି। ଗୋଟିଏରେ ୩ ବର୍ଷ ଓ ଅନ୍ୟଟିରେ…

ଏସିଆ କପ୍ ୨୦୨୩: ଭାରତ-ପାକିସ୍ତାନ…

ଓଏଲ୍‌ ବ୍ୟୁରୋ: ଶ୍ରୀଲଙ୍କାରେ ଲଗାଣ ବର୍ଷା ଯୋଗୁ ଏସିଆ କପର ସୁପର-୪ ଷ୍ଟେଜର ଭାରତ-ପାକିସ୍ତାନ ଲଢ଼େଇ ରବିବାର ଅଧାରୁ ବନ୍ଦ ହୋଇ ଯାଇଥିଲା। ରବିବାର ରୋହିତ ଶର୍ମା ଏବଂ ଶୁବମନ ଗିଲ୍‌ଙ୍କ ଧମାକାଦାର ଆରମ୍ଭ ଅଟିକିଯିବା ପରେ ବର୍ଷା ଦାଉ ସାଜିଥିଲା। କାଲିର ଅଧୁରା ଖେଳ ଆଜି ଆରମ୍ଭ ହୋଇଛି।…

ବାଧକ ସାଜିଲା ବର୍ଷା, ଭାରତ-ପାକିସ୍ତାନ…

ଓଏଲ୍‌ ବ୍ୟୁରୋ: ଶ୍ରୀଲଙ୍କାରେ ଲଗାଣ ବର୍ଷା ଯୋଗୁ ଏସିଆ କପର ସୁପର-୪ ଷ୍ଟେଜର ଭାରତ-ପାକିସ୍ତାନ ଲଢ଼େଇ ରବିବାର ଅଧାରୁ ବନ୍ଦ ହୋଇ ଯାଇଥିଲା। ରବିବାର ରୋହିତ ଶର୍ମା ଏବଂ ଶୁବମନ ଗିଲ୍‌ଙ୍କ ଧମାକାଦାର ଆରମ୍ଭ ଅଟିକିଯିବା ପରେ ବର୍ଷା ଦାଉ ସାଜିଥିଲା। କାଲିର ଅଧୁରା ଖେଳ ଆଜି ଆରମ୍ଭ ହେବାକୁ ଥିବାବେଳେ…

ଭାରତରେ ଶେଷ ହୋଇଛି ଜି-୨୦ ସମ୍ମିଳନୀ,…

ଓଏଲ୍‌ ବ୍ୟୁରୋ: ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିଥିବା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ତାଙ୍କ ସରଳତା ଓ ମାନବିକତାକୁ ନେଇ ସୋସିଆଲ ମିଡିଆରେ ପ୍ରଶଂସା ବଢ଼ିବାରେ ଲାଗିଛି। ଖାଲି ପାଦରେ ଆଣ୍ଡୁ ମାଡ଼ି, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାକୁ…

ପ୍ରକାଶ ପାଇଲା ୟୁଜି ଓ ପିଜି ନାମଲେଖା…

ଓଏଲ୍‌ ବ୍ୟୁରୋ: ୟୁଜି ଆଡମିଶନ ପାଇଁ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି। ୧ମ ପର୍ଯ୍ୟାୟରେ ଆଡମିଶନ କରିଥିଲେ ବି ପୁନଃ ଆବେଦନ କରିହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଆଡମିଶନ ପାଇଁ ଆବେଦନ କରିହେବ। ଛାତ୍ରଛାତ୍ରୀଙ୍କଠାରୁ ଅଭିଯୋଗ ପାଇଲା ପରେ ସାନି ବିଜ୍ଞପ୍ତି ପ୍ରକାଶ…

ରାଜ୍ୟରେ ପୁଣି ଲଗାଣ ବର୍ଷା ଆଶଙ୍କା, ୭୨…

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଥିଲା। ତେବେ ତାହା ଦୁର୍ବଳ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଥିଲା। ବର୍ତ୍ତମାନ ପୁଣି ଆଜି ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ମିଆଁମାର ଉପକୂଳସ୍ଥ ବାୟୁମଣ୍ଡଳରେ ୩.୧ ରୁ ୭.୬ କିମି…

୧୦୬୫ ଅଧ୍ୟାପକଙ୍କୁ ମିଳିବ ନିଯୁକ୍ତି,…

ଓଏଲ୍‌ ବ୍ୟୁରୋ: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ଯୋଜନାଭିତ୍ତିକ (ସିମାଟିକ୍‌) ନିଯୁକ୍ତି ପାଇଁ ଓଡି଼ଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ୱେବସାଇଟ୍‌ରେ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ୧୦୬୫ ଅଧ୍ୟାପକ ପଦବୀପାଇଁ ବିଜ୍ଞପ୍ତି ଜାରି…

ଭାରତ ପାଇଁ ବର୍ଷା ଅଡ଼ୁଆ: ଆଜି…

ଓଏଲ୍‌ ବ୍ୟୁରୋ: ଶ୍ରୀଲଙ୍କାରେ ଲଗାଣ ବର୍ଷା ଯୋଗୁ ଏସିଆ କପର ସୁପର-୪ ଷ୍ଟେଜର ଭାରତ-ପାକିସ୍ତାନ ଲଢ଼େଇ ରବିବାର ଅଧାରୁ ବନ୍ଦ ହୋଇ ଯାଇଛି। ରବିବାର ରୋହିତ ଶର୍ମା ଏବଂ ଶୁବମନ ଗିଲ୍‌ଙ୍କ ଧମାକାଦାର ଆରମ୍ଭ ଅଟିକିଯିବା ପରେ ବର୍ଷା ଦାଉ ସାଜିଥିଲା। କାଲିର ଅଧୁରା ଖେଳ ଆଜି ଖେଳାଯିବ। ଭାରତ-ପାକିସ୍ତାନ ସୁପର…

ହାତୀ ସୁରକ୍ଷାକୁ ନେଇ ପଦକ୍ଷେପ, ଆଜି…

ଓଏଲ୍‌ ବ୍ୟୁରୋ: ହାତୀ ମୃତ୍ୟୁ ଓ ହାତୀ ଦ୍ୱାରା ମୃତ୍ୟୁ ହେଉଥିବା ଅନେକ ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ଉଦବେଗ ପ୍ରକାଶ କଲେ ହାଇକୋର୍ଟ। ଜଏଣ୍ଟ ଟାସ୍କ ଫୋର୍ସ ରିପୋର୍ଟ ଉପରେ ଉଦବେଗ ପ୍ରକାଶ କଲେ ହାଇକୋର୍ଟ। ଗତ ୨ ମାସରେ ୧୮ ହାତୀ ମୃତ, ହାତୀ ଆକ୍ରମଣରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ…

ଓଡ଼ିଶା ବୁଲିବ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍,…

ଓଏଲ୍‌ ବ୍ୟୁରୋ: ଆଜି ଓଡ଼ିଶା ଷ୍ଟାର୍ଟଅପ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩କୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗର ଷ୍ଟାର୍ଟଅପ୍ ଓଡିଶା ପକ୍ଷରୁ ଏହାର ଫ୍ଲାଗସିପ ଅଭିଯାନର ଘୋଷଣା କରାଯାଇଥିଲା। ଯୁବ ପ୍ରତିଭା ମାନଙ୍କୁ ତୃଣମୂଳ ସ୍ତରରେ…