Odisha Link
Bridging the Missing Links in Odisha
Daily Archives

September 27, 2023

ସମୁଦ୍ରରେ ଗାଧୋଇବା ହେଲା କାଳ, ଜୁଆରରେ…

ଓଏଲ୍‌ ବ୍ୟୁରୋ: ପୁରୀ ସମୁଦ୍ରରେ ବୁଡ଼ି ଜଣେ ପର୍ଯ୍ୟଟକଙ୍କ ଜୀବନ ଚାଲିଯାଇଥିବା ଜଣା ପଡିଛି। ମୃତକ ହେଲେ ଝାଡ଼ଖଣ୍ଡ ରାଞ୍ଚିର ବିଶାଲ ଓରାମ। ୨୧ ଜଣ ତୀର୍ଥଯାତ୍ରୀଙ୍କ ସହ ପୁରୀ ବୁଲିବାକୁ ଆସିଥିବା ସୂଚନା ରହିଛି। ସମୁଦ୍ରରେ ଗାଧୋଇବା ବେଳେ ଜୁଆରରେ ଭାସି ଯାଇଥିଲେ ବିଶାଲ ଓରାମ। ପରେ ତାଙ୍କ ମୃତ୍ୟୁ…

ଛଟେଇ କରିବ ବାୟଜୁ କମ୍ପାନୀ, ସଙ୍କଟରେ…

ଓଏଲ୍‌ ବ୍ୟୁରୋ: ବିଶ୍ବର ବଡ଼ ବଡ଼ କମ୍ପାନୀ ଗୁଡ଼ିକରେ ଚାଲିଛି ଛଟେଇ ପ୍ରକ୍ରିୟା। ଟ୍ବିଟର, ଆମାଜନ, ଗୁଗୁଲ, ଇଣ୍ଟେଲ ଭଳି ବଡ଼ ସଂସ୍ଥା ବଡ଼ ଧରଣର ଛଟେଇ କରିଛନ୍ତି। ଏବେ ଏହି କ୍ରମରେ ସାମିଲ୍‌ ହୋଇଛି ଦେଶର ସବୁଠାରୁ ବଡ ଏଡଟେକ୍ ଫାର୍ମ ବାୟଜୁ। ପୁଣିଥରେ କର୍ମଚାରୀ ଛଟେଇ କରିବାକୁ ଯୋଜନା କରିଛି। କମ୍ପାନୀର…

ନାରାୟଣ ମନ୍ଦିରକୁ ୨୧ ଟଙ୍କା ଦାନକଲେ…

ଓଏଲ୍‌ ବ୍ୟୁରୋ: ଚର୍ଚ୍ଚାରେ ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥର ଟିକେ ଭିନ୍ନ ଧରଣର ପ୍ରସଙ୍ଗ ପାଇଁ ଚର୍ଚ୍ଚାରେ ଅଛନ୍ତି ନରେନ୍ଦ୍ର ମୋଦି। ରାଜସ୍ଥାନର ଗୁର୍ଜର ସମ୍ପ୍ରଦାୟର ଆରାଧ୍ୟ ଦେବତା ଦେବନାରାୟଣ ମନ୍ଦିର ପରିଦର୍ଶନ କରିଥିଲେ। ଆଉ ଏକ ଲଫାପା ମନ୍ଦିର ଦାନବାକ୍ସରେ ପକାଇଥିଲେ। ୯ ମାସ ପରେ ଏବେ…

ଲକ୍ଷାଧିକ ଟଙ୍କା ନେଇ ପୋଷ୍ଟମାଷ୍ଟର…

ଓଏଲ୍‌ ବ୍ୟୁରୋ: ଚାନ୍ଦବାଲିର ଉଗ୍ରତାରା ପୋଷ୍ଟ ଅଫିସରୁ ଲୋକଙ୍କ ଜମା ଟଙ୍କା ଗାଏବ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ତେବେ ଜମାକାରୀ ପୋଷ୍ଟମାଷ୍ଟରଙ୍କ ନାଁରେ ଟଙ୍କା ହଡ଼ପ ଅଭିଯୋଗ ଆଣିଛନ୍ତି। ଉଗ୍ରତାରା ପୋଷ୍ଟ ଅଫିସ ଆଗରେ ଲୋକଙ୍କ ହୋହଲ୍ଲା ଓ ଉତ୍ତେଜନା ଦେଖିବାକୁ ମିଳିଥିଲା। ପୋଷ୍ଟ ଅଫିସରେ…

ରାଜ୍ୟରେ ବର୍ଷା ସମ୍ଭାବନା: ୧୩ ଜିଲ୍ଲାକୁ…

ଓଏଲ୍‌ ବ୍ୟୁରୋ: ଆଜିଠୁ ୫ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଘଡ଼ଘଡି ସହ ବର୍ଷା ନେଇ ଆଜି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ନୂଆପଡା, କନ୍ଧମାଳ, ଗଜପତି, ସୁନ୍ଦରଗଡ଼,…

ଲଘୁଚାପ ପ୍ରଭାବ: ସ୍ୱାଭାବିକ ତୁଳନାରେ ୪୩…

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଥିଲା। ସେପ୍ଟେମ୍ବର ମାସର ଏଯାବତ ରାଜ୍ୟରେ ୩୧୫.୯ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୨୨୦.୬ ମିମି ତୁଳନାରେ ୪୩ ପ୍ରତିଶତ ଅଧିକ ରହିଛି। ଏହି ୨୭ ଦିନର ବର୍ଷା, ସେପ୍ଟେମ୍ବର ମାସର ସ୍ୱାଭାବିକ…

ଏସିଆନ୍ ଗେମ୍ସ: ୨୨ ପଦକ ସହ ତାଲିକାର…

ଓଏଲ୍‌ ବ୍ୟୁରୋ: ଭାରତ ପାଇଁ ଗର୍ବର ବିଷୟ। ଚୀନର ହାଙ୍ଗଝୌରେ ଖେଳାଯାଉଥିବା ୧୯ ତମ ଏସିଆନ୍‌ ଗେମ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି। ଏସିଆନ୍ ଗେମ୍ସରେ ସିଫ୍ଟ କୌର ସମ୍ରା ଭାରତର ପ୍ରଥମ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଭାରତୀୟ ସୁଟର ସିଫ୍ଟ କୌର ସମ୍ରା ୫୦ ମିଟର ରାଇଫଲ ଇଭେଣ୍ଟରେ…

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ…

ଓଏଲ୍‌ ବ୍ୟୁରୋ: କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ପୁଅ ହୋଇଛି କହି ଝିଅ ଧରାଇବା ପରି ସାଂଘାତିକ ଅଭିଯୋଗ ହୋଇଛି। ରାଜକନିକା ଅଞ୍ଚଳର ଜଣେ ବ୍ୟକ୍ତି ଏନେଇ ଅଭିଯୋଗ ଆଣିଛନ୍ତି। ଏନେଇ ତଦନ୍ତ କ୍ରମେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି ଯେ, ଭୁଲ୍ ବୁଝାମଣା…

ଆଗକୁ ସାଧାରଣ ନିର୍ବାଚନ: ପଦ୍ମ ଧରିଲେ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଆଗାମୀ ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। କାରଣ ଲୋକସଭା ନିର୍ବାଚନ ପୂର୍ବରୁ ଅନେକ ନେତା ଦଳବଦଳ ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହେଲେ ଅର୍କକେଶରୀ ଦେଓ। କଳାହାଣ୍ଡିର ପୂର୍ବତନ ବିଜେଡି ସାଂସଦ…

ଏସୀୟ କ୍ରୀଡ଼ା: ସୁଟିଂରେ ଭାରତକୁ ମିଳିଲା…

ଓଏଲ୍‌ ବ୍ୟୁରୋ: ଭାରତ ପାଇଁ ଗର୍ବର ବିଷୟ। ଚୀନର ହାଙ୍ଗଝୌରେ ଖେଳାଯାଉଥିବା ୧୯ ତମ ଏସିଆନ୍‌ ଗେମ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି। ଏସିଆନ୍ ଗେମ୍ସରେ ସିଫ୍ଟ କୌର ସମ୍ରା ଭାରତର ପ୍ରଥମ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଭାରତୀୟ ସୁଟର ସିଫ୍ଟ କୌର ସମ୍ରା ୫୦ ମିଟର ରାଇଫଲ ଇଭେଣ୍ଟରେ…