Odisha Link
Bridging the Missing Links in Odisha
Daily Archives

October 4, 2023

ଆସନ୍ତାକାଲି ୪ ଘଣ୍ଟା ବନ୍ଦ ରହିବ ଜଗା…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀଜିଉଙ୍କ ବନକଲାଗି ନୀତି ଅବସରରେ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଥାଏ। ଅପରାହ୍ନ ୫ଟାରୁ ରାତି ୯ ପର୍ଯ୍ୟନ୍ତ ମହାପ୍ରଭୁଙ୍କ…

ଏସୀୟ କ୍ରୀଡ଼ା: ୮୦୦ ମିଟର ଦୌଡ଼ରେ…

ଓଏଲ୍ ବ୍ୟୁରୋ: ଚୀନର ହାଙ୍ଗଝୌରେ ଖେଳାଯାଉଥିବା ୧୯ ତମ ଏସିଆନ୍‌ ଗେମ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି। ଏସୀୟ କ୍ରୀଡ଼ା ମହିଳା ୮୦୦ ମିଟର ଦୌଡ଼ରେ ଭାରତକୁ ରୌପ୍ୟ ମିଳିଛି। ହର୍ମିଲାନ ବେନ୍ସ ୮୦୦ ମିଟରରେ ଜିତିଲେ ରୌପ୍ୟ। ରେସଲିଂର ୮୭ କେଜି ବର୍ଗରେ ସୁନୀଲ କୁମାରଙ୍କୁ ବ୍ରୋଞ୍ଜ ମିଳିଛି।…

କେନ୍ଦ୍ର କ୍ୟାବିନେଟ ପକ୍ଷରୁ ନିଷ୍ପତ୍ତି:…

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ସରକାର ଗ୍ୟାସ ଦର କମାଇଛନ୍ତି। ପୂର୍ବରୁ ସିଲିଣ୍ଡର ପିଛା ଗ୍ୟାସ ଦର ଦୁଇ ଶହ ଟଙ୍କା କମିଥିବାବେଳେ ପୁଣି ଉଜ୍ଜ୍ୱଳା ଗ୍ୟାସ ସିଲିଣ୍ଡର ଦର କେନ୍ଦ୍ର ସରକାର କମାଇଛନ୍ତି। ଉଜ୍ଜ୍ୱଳା ହିତାଧିକାରୀଙ୍କୁ ସବ୍‌ସିଡି କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ପ୍ରତି ସିଲିଣ୍ଡରରେ…

ରାଜ୍ୟ ସରକାରଙ୍କ ନିଷ୍ପତି: ବଢ଼ିଲା…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମିକଙ୍କ ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରମିକଙ୍କର ଦୈନିକ ମଜୁରୀ ବୃଦ୍ଧି କରାଯାଇଛି। ଅଣକୁଶଳି ଶ୍ରମିକଙ୍କର ଦୈନିକ ମଜୁରୀ ୩୪୫ରୁ ବଢ଼ି ୩୫୨ ଟଙ୍କା ହୋଇଥିବାବେଳେ ଅର୍ଦ୍ଧକୁଶଳି ଶ୍ରମିକଙ୍କର ଦୈନିକ ମଜୁରୀ ୩୮୫ରୁ ବଢ଼ି ୩୯୨ ଟଙ୍କା ହୋଇଛି।…

ବେଟିଂ ଆପ୍ ସ୍କାମ୍ ମାମଲା: ଅଭିନେତା…

ଓଏଲ୍‌ ବ୍ୟୁରୋ: ବଲିଉଡ୍‌ ଅଭିନେତା ରଣବୀର କପୁର୍‌ଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଅଭିନେତା ରଣବୀର କପୁର୍‌ଙ୍କୁ ସମନ ଜାରି କରାଯାଇଛି। ବେଟିଂ ଆପ୍ ସ୍କାମ୍ ମାମଲାରେ ଇଡି ପକ୍ଷରୁ ସମନ ଜାରି କରାଯାଇଛି। ଆସନ୍ତା ୬ରେ ହାଜର ହେବା ପାଇଁ ସମନ ଜାରି ହୋଇଛି। ସୂଚନା ଅନୁସାରେ, ବେଟିଂ ଆପ୍‌ରେ…

ଏସିଆନ୍‌ ଗେମ୍ସ: ହକି ଫାଇନାଲରେ ଭାରତ

ଓଏଲ୍ ବ୍ୟୁରୋ: ଚୀନର ହାଙ୍ଗଝୌରେ ଖେଳାଯାଉଥିବା ୧୯ ତମ ଏସିଆନ୍‌ ଗେମ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି। ହକି ଫାଇନାଲରେ ଭାରତ ପହଂଚିଛି। ସେମି ଫାଇନାଲରେ ଦକ୍ଷିଣ କୋରିଆକୁ ୫-୩ ଗୋଲ୍‌ରେ ହରାଇ ଭାରତ ଫାଇନାଲରେ ପହଂଚିଛି। ଏହାସହ ଭାରତକୁ ଆଉ ଏକ ରୌପ୍ୟ ମିଳିଛି। ଏସୀୟ କ୍ରୀଡ଼ା ମହିଳା…

ରସାୟନ ବିଜ୍ଞାନ ପାଇଁ ୩ ବୈଜ୍ଞାନିକଙ୍କୁ…

ଓଏଲ୍‌ ବ୍ୟୁରୋ: ନୋବେଲ ପୁରସ୍କାର ୨୦୨୩ ଘୋଷଣା ହୋଇଛି। ରସାୟନ ବିଜ୍ଞାନ ପାଇଁ ୩ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ମିଳିବ। ଲୁଇସ୍ ବ୍ରୁସ୍, ଆଲେକ୍ସି ଏକିମୋଭ୍ ଏବଂ ନାନୋକ୍ରିଷ୍ଟାଲ ନୋବେଲ ପୁରସ୍କାର ପାଇବେ। ସେହିଭଳି ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଥିବାବେଳେ ୩ ବୈଜ୍ଞାନିକ…

ଘରୋଇ ହିଂସା ମାମଲା: କୋର୍ଟରେ ହାଜର ହେଲେ…

ଓଏଲ୍‌ ବ୍ୟୁରୋ: ପାରିବାରିକ ହିଂସାର ଶିକାର ହୋଇଥିବା ଅଭିଯୋଗ ଆଣି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ନାଁରେ ମୋକଦ୍ଦମା ଦାୟର କରିଛନ୍ତି। ଏହି ମାମଲାରେ କୋର୍ଟରେ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ। ଘରୋଇ ହିଂସା ମାମଲାରେ ଏସଡିଜେଏମ କୋର୍ଟରେ ବର୍ଷା ପ୍ରିୟଦର୍ଶିନୀ ହାଜର ହୋଇଛନ୍ତି। ଘରୋଇ…

ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ…

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଥିଲା। ଦକ୍ଷିଣ-ପଶ୍ଚିମ ଝାଡ଼ଖଣ୍ଡ ଏବଂ ପାର୍ଶ୍ଵବର୍ତ୍ତୀ ଉତ୍ତର ଛତିଶଗଡ ଅଞ୍ଚଳରେ ଲଘୁଚାପ ପ୍ରଭାବ ସକ୍ରିୟ ରହିଛି। ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ବିଜୁଳି ଘଡଘଡି ଜନିତ ବର୍ଷା ଆରମ୍ଭ ହୋଇଛି।…

ସ୍କ୍ରବ୍‌ ଟାଇଫସ୍‌ରେ ଆକ୍ରାନ୍ତ ହେଲେ…

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଡେଙ୍ଗୁ ଓ ମ୍ୟାଲେରିଆକୁ ନେଇ ଭୟ ଲାଗି ରହିଥିବାବେଳେ ଏବେ ଆଉ ଏକ ଆତଙ୍କ ଦେଖିବାକୁ ମିଳିଛି। ବର୍ତ୍ତମାନ ସ୍କ୍ରବ ଟାଇଫସ୍‌ ଭୂତାଣୁ ଜନିତ ରୋଗର ଆତଙ୍କ ଓଡ଼ିଶାରେ ଦେଖିବାକୁ ମିଳିଛି। ବର୍ତ୍ତମାନ କୃଷି ସଚିବ ଅରବିନ୍ଦ ପାଢ଼ୀ ସ୍କ୍ରବ୍‌ ଟାଇଫସ୍‌ରେ ଆକ୍ରାନ୍ତ ହୋଇଥିବା…