Odisha Link
Bridging the Missing Links in Odisha

ରାୟଗଡ଼ାରେ ପ୍ରତିଷ୍ଠା ହେବ ଆଲୁମିନିୟମ ରିଫାଇନାରୀ ପ୍ଲାଣ୍ଟ, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏମ୍‌ଓୟୁ ସ୍ୱାକ୍ଷରିତ

ଓଏଲ୍‌ ବ୍ୟୁରୋ: ରାୟଗଡ଼ା କାଶୀପୁରରେ ଆଲୁମିନିୟମ ରିଫାଇନାରୀ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି। ଏନେଇ ରାଜ୍ୟ ସରକାରଙ୍କ ସହ ହିଣ୍ଡାଲକୋର ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି। ରାୟଗଡା କଂସାରିଗୁଡ଼ାରେ ଆଲୁମିନା ରିଫାଇନାରୀ ପ୍ଲାଣ୍ଟ ହିଣ୍ଡାଲୋକ ପ୍ରତିଷ୍ଠା କରିବ। ୮ ହଜାର କୋଟି ଟଙ୍କା ପୁଞ୍ଜିନିବେଶରେ ବାର୍ଷିକ ୨ ମିଲିୟନ ଟନ ଆଲୁମିନା ଉତ୍ପାଦନ ହେବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଏମସି ଓ ହିଣ୍ଡାଲୋକ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

Leave A Reply

Your email address will not be published.