Odisha Link
Bridging the Missing Links in Odisha

ଜେଲ୍‌ରେ ଥିବା କଏଦୀ ସାବଧାନ, ଏଣିକି ଥାନାରେ ଲୁଚାଇ ବ୍ୟବହାର କରିହେବନି ମୋବାଇଲ୍‌

ଓଏଲ୍‌ ବ୍ୟୁରୋ: ବ୍ରହ୍ମପୁର ଜେଲ୍‌ରେ ଥିବା କଏଦୀ ସାବଧାନ। ଏଣିକି ଜେଲ୍‌ରେ କଏଦୀ ଲୁଚାଇ ବ୍ୟବହାର କରିପାରିବେନି ମୋବାଇଲ୍‌। ବ୍ରହ୍ମପୁର ମଣ୍ଡଳ କାରାଗାରରେ ଅତ୍ୟାଧୁନିକ ଏନଏଲଜେଡି (NLJD) ମେସିନ୍ ଲଗାଯାଇଛି। ତେବେ ଏହି ମେସିନ ଦ୍ୱାରା ଯେଉଁ କଏଦୀ ଲୁଚାଇକି ମୋବାଇଲ ବ୍ୟବହାର କରୁଥିବେ ଧରାପଡିବେ। କେବଳ ଏତିକି ନୁହେଁ ବରଂ କାରାଗାରରେ ଥିବା ସୁଇଚ ଅଫ ହୋଇଥିବା ମୋବାଇଲ ଫୋନ ଖୋଜିବାରେ ସହ୍ୟ ହେବ ଏହି ଏନଏଲଜେଡି (NLJD) ମେସିନ୍।

Leave A Reply

Your email address will not be published.