Odisha Link
Bridging the Missing Links in Odisha

ବେଙ୍ଗାଲୁରୁରେ ରାଷ୍ଟ୍ରପତି ମୁର୍ମୁ, ଭବ୍ୟ ସ୍ୱାଗତ କଲେ କର୍ଣ୍ଣାଟକ ରାଜ୍ୟପାଳ ଓ ସିଏମ୍ ସିଦ୍ଧରମୈୟା

ଓଏଲ୍‌ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବେଙ୍ଗାଲୁରୁ ଗସ୍ତରେ ଯାଇଛନ୍ତି। ଆଜି ଠାରୁ ଆସନ୍ତା ୨୮ ପର୍ଯ୍ୟନ୍ତ କର୍ଣ୍ଣାଟକ ଗସ୍ତ କରିଛନ୍ତି। ବିମାନ ଯୋଗେ ବେଙ୍ଗାଲୁରୁ ପହଞ୍ଚିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହା ପରେ କର୍ଣ୍ଣାଟକ ରାଜ୍ୟପାଳ ଥାୱର ଚନ୍ଦ ଗେହଲଟ୍ ଏବଂ ସିଏମ୍ ସିଦ୍ଧରମୈୟା ମହାମହିମଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ରାଷ୍ଟ୍ରପତି ଭାବରେ ଯେକୌଣସି ରାଜ୍ୟ ଗସ୍ତରେ ଏହା ତାଙ୍କର ପ୍ରଥମ ଗସ୍ତ ହେବ। ତାଙ୍କ ଗସ୍ତରେ ସେ ଆଜି ସେ ଚାମୁଣ୍ଡି ହିଲ୍ସ, ମୈସୁରର ଫେମସ ଦଶହରା ମହୋତ୍ସବର ଉଦଘାଟନ କରିବେ।

Leave A Reply

Your email address will not be published.