Odisha Link
Bridging the Missing Links in Odisha
Daily Archives

October 26, 2023

କତାରରେ ଭାରତୀୟ ନୌସେନାର ୮ ପୂର୍ବତନ…

ଓଏଲ୍‌ ବ୍ୟୁରୋ: ଭାରତୀୟ ବିଦେଶ ମନ୍ତ୍ରଣାଳୟକୁ ଚକିତ କଲା ଭଳି ଖବର କତାରରୁ ଆସିଲା। କତାର ଜେଲରେ ବନ୍ଦୀ ରହିଥିବା ୮ଜଣ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ କତାର ଦେଲା ଫାଶୀ ଦଣ୍ଡ। ତାର ଜେଲରେ ବନ୍ଦୀ ଥିବା ଏହି ୮ ଜଣ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ଆରବ ଦେଶ ମୁକ୍ତ କରିବା ବଦଳରେ ଫାଶୀରେ…

ଚିନ୍ତା ବଢ଼ାଉଛି ପ୍ରଦୂଷଣ, ଦିଲ୍ଲୀ ପରେ…

ଓଏଲ୍‌ ବ୍ୟୁରୋ: ଚିନ୍ତା ବଢ଼ାଉଛି ପ୍ରଦୂଷଣ। ଭାରତର ରାଜଧାନୀ ପରେ ଏବେ ଓଡ଼ିଶାର ରାଜଧାନୀରେ ପ୍ରଦୂଷଣର ଭୟ ବଢିଛି। ପାର୍ବଣ ପରେ ଟିକିଏ ପ୍ରଦୂଷଣ ବଢିଥିବା କୁହାଯାଉଛି। ବର୍ତ୍ତମାନ ରାଜଧାନୀରେ ପ୍ରଦୂଷଣ ମାତ୍ରା ମଡୋରେଟ୍ ଅର୍ଥାତ୍ ଅତ୍ୟଧିକ ଖରାପ କି ଭଲ ନୁହେଁ ସ୍ଥିତିରେ ରହିଛି। ରାଜ୍ୟ ପ୍ରଦୂଷଣ…

ବେଙ୍ଗାଲୁରୁରେ ରାଷ୍ଟ୍ରପତି ମୁର୍ମୁ,…

ଓଏଲ୍‌ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବେଙ୍ଗାଲୁରୁ ଗସ୍ତରେ ଯାଇଛନ୍ତି। ଆଜି ଠାରୁ ଆସନ୍ତା ୨୮ ପର୍ଯ୍ୟନ୍ତ କର୍ଣ୍ଣାଟକ ଗସ୍ତ କରିଛନ୍ତି। ବିମାନ ଯୋଗେ ବେଙ୍ଗାଲୁରୁ ପହଞ୍ଚିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହା ପରେ କର୍ଣ୍ଣାଟକ ରାଜ୍ୟପାଳ ଥାୱର ଚନ୍ଦ ଗେହଲଟ୍ ଏବଂ ସିଏମ୍ ସିଦ୍ଧରମୈୟା…

ପାଣ୍ଡିଆନଙ୍କ ଭିଆରଏସ୍‌ ନିଷ୍ପତ୍ତି…

ଓଏଲ୍‌ ବ୍ୟୁରୋ: ସ୍ବେଚ୍ଛାକୃତ ଅବସର ନେଇଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ୍। ଏହା ପରେ ପାଣ୍ଡିଆନଙ୍କ ନିଷ୍ପତ୍ତିକୁ ନେଇ ପ୍ରଫୁଲ୍ଲ ସାମଲ ସମର୍ଥନ ଦେଇଛନ୍ତି। ସେ କହିଛନ୍ତି ପାଣ୍ଡିଆନଙ୍କ ଭିଆରଏସ୍‌ ବିଜେଡିର ଗତିକୁ ବଳ ଓ ଶକ୍ତି ଦେବ। ଓଡ଼ିଶାର ବିକାଶ ପାଇଁ ତାଙ୍କର ଫୁଲ୍‌ ଟାଇମ୍‌ ଆବଶ୍ୟକତା ଥିଲା।…

ଦୁଇ ଭାରତୀୟଙ୍କୁ ମିଳିଲା ଆମେରିକାର…

ଓଏଲ୍‌ ବ୍ୟୁରୋ: ଇତିହାସ ରଚିଲେ ଦୁଇ ଭାରତୀୟ। ଦୁଇ ଭାରତୀୟ ବୈଜ୍ଞାନିକ ଅଶୋକ ଗାଡ଼ଗିଲ ଓ ଶୁଭ୍ର ସୁରେଶଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ଶ୍ରେଷ୍ଠ ବିଜ୍ଞାନ ସମ୍ମାନ (ନ୍ୟାସନାଲ ମେଡାଲ ଅଫ୍‌ ଟେକ୍‌ନୋଲଜି ଆଣ୍ଡ ଇନୋଭେସନ୍‌) ମିଳିଛି। ମଙ୍ଗଳବାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଏକ ବିଶେଷ‌ ଉତ୍ସବରେ…

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ:…

ଓଏଲ୍‌ ବ୍ୟୁରୋ: ଐତିହ୍ୟ ସ୍ଥଳର ବିକାଶ ପାଇଁ ଆଜି ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି। ଗାଁରେ ଆରମ୍ଭ ହୋଇଛି ବିକାଶର ନୂଆ ଯୁଗ। ପ୍ରତି ପଞ୍ଚାୟତରେ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନକୁ ସଶକ୍ତ ଓ ସମୃଦ୍ଧ କରିବାକୁ ରାଜ୍ୟ…

୩୧ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ଅଛି,…

ଓଏଲ୍‌ ବ୍ୟୁରୋ: ଆଜି ଘରୋଇ ବସ ସଂଘର କୋର କମିଟି ସହ ରାଜ୍ୟ ସରକାର ଆଲୋଚନା କରିଛନ୍ତି। ଏହାର ନିର୍ଯାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯାଇ ଘରୋଇ ବସ୍ ମାଲିକ ସଂଘ ଦାବି ପୂରଣ ଦିଗରେ ବାଟ ବାହାର କରାଯିବ ବୋଲି କୁହାଯାଉଥିବାବେଳେ ପରିବହନ ମନ୍ତ୍ରୀଙ୍କ ସହ ବସ୍‌ ମାଲିକ ସଂଘ ଆଲୋଚନା ଶେଷ…

ଦଶହରା ପରେ ବଦଳିଲେ କଟକ ଜିଲ୍ଲାପାଳ

ଓଏଲ୍‌ ବ୍ୟୁରୋ: ଅତି ଆଡ଼ମ୍ବରର ସହ ଶେଷ ହୋଇଛି ଦୁର୍ଗା ପୂଜା। ପୀଠ ଠାରୁ ପୂଜା ମଣ୍ଡପ ଯାଏଁ ସମସ୍ତ ନୀତି ଶେଷ ହୋଇଛି। ତେବେ ଗତକାଲି ଦୁର୍ଗାପୂଜା ଭସାଣି ହୋଇଥିବାବେଳେ ଆଜି କଟକରେ ନୂଆ ଜିଲ୍ଲାପାଳ ନିଯୁକ୍ତ କରାଯାଇଛି। ନରହରି ସେଠୀଙ୍କୁ କଟକ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ସେହିଭଳି ଭବାନୀ…

ରହସ୍ୟ ଘେରରେ ଏଏସ୍ଆଇ ଲୁଗୁନଙ୍କ ମୃତ୍ୟୁ…

ଓଏଲ୍‌ ବ୍ୟୁରୋ: ରାଉରକେଲା ଉଦିତନଗର ଥାନାର ମହିଳା ଏଏସଆଇ ଏ.ଏନ.ଲୁଗୁନଙ୍କ ମୃତ୍ୟୁ ଘଟଣାରେ ଆଉ ଏକ ଖବର ସାମ୍ନାକୁ ଆସିଛି। ଆଲିଶାଙ୍କ ସ୍ୱାମୀ ସଂଜୟ ଲାକ୍ରା ମୃତ୍ୟୁର ସିବିଆଇ ତଦନ୍ତ ଦାବି କରିଛନ୍ତି। ଏସ୍‌ପିଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ, ସିବିଆଇ ତଦନ୍ତ ହେଉ ବୋଲି ଆଲିଶାଙ୍କ ସ୍ୱାମୀ ଲାକ୍ରା…

‘କୌଣସି ଆନ୍ଦୋଳନ କରାଯିବନି, ବସ୍‌…

ଓଏଲ୍‌ ବ୍ୟୁରୋ: ଆଜି ଘରୋଇ ବସ ସଂଘର କୋର କମିଟି ସହ ରାଜ୍ୟ ସରକାର ଆଲୋଚନା କରିଛନ୍ତି। ଏହାର ନିର୍ଯାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯାଇ ଘରୋଇ ବସ୍ ମାଲିକ ସଂଘ ଦାବି ପୂରଣ ଦିଗରେ ବାଟ ବାହାର କରାଯିବ ବୋଲି କହାଯାଇଥିବାବେଳେ ପରିବହନ ମନ୍ତ୍ରୀଙ୍କ ସହ ବସ୍‌ ମାଲିକ ସଂଘ ଆଲୋଚନା ଶେଷ…