Odisha Link
Bridging the Missing Links in Odisha
Daily Archives

October 26, 2023

ଦଳରୁ ନିଲମ୍ବନ ପରେ ବି କଂଗ୍ରେସରୁ…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଅଙ୍କକଷା ଦଳ ଆରମ୍ଭ କରିଛନ୍ତି। ଏସବୁ ମଧ୍ୟର ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। କଟକ-ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କୁ ଦଳରୁ କଂଗ୍ରେସ ନିଲମ୍ବିତ କରିଥିବା…

ଗୋଟିଏ ଦିନରେ ପଡ଼ୁଛି କୁମାର ପୂର୍ଣ୍ଣିମା…

ଓଏଲ୍‌ ବ୍ୟୁରୋ: ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟପରାଗ ଏକ ମହାଜାଗତିକ ଘଟଣା। ପରାଗ ଓ ଗ୍ରହଣ ଏକ ଛାଇ ଆଲୁଅର ଖେଳ ଯାହା ସୂର୍ଯ୍ୟ, ଚନ୍ଦ୍ରର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ। ବିଜ୍ଞାନର ବ୍ୟାଖ୍ୟାନରେ ଚନ୍ଦ୍ର ଉପଛାୟାରେ ପ୍ରବେଶ କରିବା ସହ ଗ୍ରହଣ ଆରମ୍ଭ ହୁଏ ଓ ଏଥିରୁ ସମ୍ପୂର୍ଣ ବାହାରିଗଲା ପରେ…

ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସିବେ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାକୁ ମିଳିବେ ନୂଆ ରାଜ୍ୟପାଳ। ଓଡ଼ିଶାର ପରବର୍ତ୍ତୀ ରାଜ୍ୟପାଳ ହେବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ। ଏନେଇ ରାଷ୍ଟ୍ରପତି ଭବନରୁ ସୂଚନା ଜାରି ହୋଇଥିବାବେଳେ ଆସନ୍ତା ୩୧ ତାରିଖରେ ଶପଥ ନେବେ। ବର୍ତ୍ତମାନର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ଶେଷ ହେବାକୁ…

ଚର୍ଚ୍ଚାରେ ରାଜଗାଙ୍ଗପୁର ବିଧାୟକ,…

ଓଏଲ୍‌ ବ୍ୟୁରୋ: ଚର୍ଚ୍ଚାରେ ରାଜଗାଙ୍ଗପୁର ବିଧାୟକ ଡାକ୍ତର ସି. ଏସ୍‌. ରାଜନ। ଏଥର କିନ୍ତୁ କୌଣସି ରାଜନୈତିକ ଚର୍ଚ୍ଚା ନୁହେଁ ବରଂ ରୋଗୀ ସେବା ପାଇଁ ସେ ଚର୍ଚ୍ଚାରେ ରହିଛନ୍ତି। ଗତ ୨ଦିନ ହେବ ଦଶହରା ଛୁଟି ଥିଲା। ଏହି ସମୟରେ ଡାକ୍ତରଖାନାରେ ଡାକ୍ତର ନଥିଲେ। ଡାକ୍ତରଖାନାରେ ଡାକ୍ତର ନଥିବାରୁ…

ଆଗକୁ ନିର୍ବାଚନ; ମାସକରେ ବଦଳିଲେଣି…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନକୁ ଆଉ ୬ ମାସ ବାକିଥିବା ବେଳେ ରାଜ୍ୟ ସରକାର ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବଡ଼ଧରଣର ବଦଳି କରିଛନ୍ତି ରାଜ୍ୟ ସରକାର। ପୁଣିଥରେ ୫୩ ଜଣ ଓଏଏସ୍‌ ଅଫିସରଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ଗତ ସପ୍ତାହକ…

୨୦ ଦିନରେ ଇସ୍ରାଏଲ-ହମାସ ଯୁଦ୍ଧ; ଗାଜାରେ…

ଓଏଲ୍‌ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଜାରି ରହିଠାବେଳେ ୨୦ ଦିନରେ ପହଂଚିଛି ଯୁଦ୍ଧ। ଇସ୍ରାଏଲି ସେନା ଓ ହମାସ୍ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ଭୀଷଣ ସଂଘର୍ଷ ଯୋଗୁଁ ଇସ୍ରାଏଲର ଅନେକ ଅଞ୍ଚଳ ଭାରୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଆମେରିକାର ପରାମର୍ଶ ପରେ ଇସ୍ରାଏଲର ଗ୍ରାଉଣ୍ଡ ଅପରେସନ…

ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି…

ଓଏଲ୍‌ ବ୍ୟୁରୋ: ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ ହୋଇଛି। ଦୁଇ ଦିନ ହେବ ଠାକୁରଙ୍କ ନୀତି ବନ୍ଦ ହୋଇଯାଇଛି। ଦୁଇ ଦିନ ଧରି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ପ୍ରସଙ୍ଗରେ ଆଲୋଚନା ଲାଗି ଦେବୋତ୍ତର ବିଭାଗ ଦ୍ୱାରା ବୈଠକ ଡକାଯାଇଛି। ଆଜି ଦିନ ସାଢେ ୧୧ଟାରେ ଦେବୋତ୍ତର…

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ:…

ଓଏଲ୍‌ ବ୍ୟୁରୋ: ଐତିହ୍ୟ ସ୍ଥଳର ବିକାଶ ପାଇଁ ଆଜି ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି। ଗାଁରେ ଆରମ୍ଭ ହୋଇଛି ବିକାଶର ନୂଆ ଯୁଗ। ପ୍ରତି ପଞ୍ଚାୟତରେ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନକୁ ସଶକ୍ତ ଓ ସମୃଦ୍ଧ କରିବାକୁ ରାଜ୍ୟ…

ପାରା ଏସୀୟ କ୍ରୀଡ଼ା: ବ୍ୟାଡମିଣ୍ଟନ…

ଓଏଲ୍‌ ବ୍ୟୁରୋ: ହାଂଝୌରେ ରବିବାରଠୁ ପାରା ଏସୀୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ପାରା ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ପକ୍କା କଲେ ପ୍ରମୋଦ ଭଗତ। ବ୍ୟାଡମିଣ୍ଟନର ସିଙ୍ଗିଲ୍‌ସର ସେମିରେ ଥାଇଲାଣ୍ଡର ମଙ୍ଗଖୋନ ବୁନ୍‌ସୁନ୍‌ଙ୍କୁ ହରାଇ ପ୍ରମୋଦ ଭଗତ ରୌପ୍ୟ ହାସଲ କରିଛନ୍ତି। ସୂଚନା ଅନୁସାରେ, ପାରା…

ଘରୋଇ ବସ୍ ମାଲିକ ସଂଘ ଦାବି ପୂରଣ…

ଓଏଲ୍‌ ବ୍ୟୁରୋ: ଆଜି ଘରୋଇ ବସ ସଂଘର କୋର କମିଟି ସହ ରାଜ୍ୟ ସରକାର ଆଲୋଚନା କରିବେ। ଏହାର ନିର୍ଯାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯାଇ ଘରୋଇ ବସ୍ ମାଲିକ ସଂଘ ଦାବି ପୂରଣ ଦିଗରେ ବାଟ ବାହାର କରାଯିବ। ପୂର୍ବରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ଯୋଗୁଁ ଲୋକେ ହଟହଟା ହୋଇଛନ୍ତି। ସାରା ରାଜ୍ୟରେ…