Odisha Link
Bridging the Missing Links in Odisha

ଛତ୍ରପୁର ତାମ୍ପରାରେ ଓଲଟିଲା ଡଙ୍ଗା: ଜଣେ ମୃତ, ଜଣେ ଉଦ୍ଧାର

ଓଏଲ୍‌ ବ୍ୟୁରୋ: ଛତ୍ରପୁରରେ ଅଭାବନୀୟ ଘଟଣା ଘଟିଥିବା ଜଣା ପଡିଛି। ଛତ୍ରପୁର ତାମ୍ପରାରେ ଡଙ୍ଗା ଓଲଟିଲା। ଡଙ୍ଗା ଓଲଟି ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ଜଣଙ୍କୁ କରାଯାଇଛି। କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ ଘଟିଛି। ଘଟଣାସ୍ଥଳରେ ଗ୍ରାମବାସୀ ଆହତ ବ୍ୟକ୍ତିଙ୍କୁ ଚିକିତ୍ସାଳୟ ସ୍ଥାନାନ୍ତର କରିଛନ୍ତି।

Leave A Reply

Your email address will not be published.