Odisha Link
Bridging the Missing Links in Odisha

କ୍ଷେପଣାସ୍ତ୍ର ପ୍ରଳୟର ସଫଳ ପରୀକ୍ଷଣ; ଜାଣନ୍ତୁ କେତେ ରହିଛି ଏହାର ଲକ୍ଷ୍ୟଭେଦ କ୍ଷମତା

ଓଏଲ୍‌ ବ୍ୟୁରୋ: ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ପ୍ରଳୟ’ର ବ୍ୟବହାରିକ ପରୀକ୍ଷଣ ଶେଷ ହୋଇଛି। ଅବଦୁଲ କଲାମ ଦ୍ୱୀପରୁ ୯ଟା ୫୦ ମିନିଟରେ ପରୀକ୍ଷଣ କରାଯାଇଛି। ‘ପ୍ରଳୟ’ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇ ପାରୁଥିବା ବିଧ୍ୱଂସକାରୀ କ୍ଷେପଣାସ୍ତ୍ର। ୩୫୦ରୁ ୫୦୦ କିମି ମଧ୍ୟରେ ‘ପ୍ରଳୟ’ର ଲକ୍ଷ୍ୟଭେଦ କ୍ଷମତା ରହିଛି। ପ୍ରଳୟର ଓଜନ ୫ ଟନ୍‌, ଏହା ସହ ‘ପ୍ରଳୟ’ର ୮୦୦ କିଲୋର ଯୁଦ୍ଧାସ୍ତ୍ର ବହନ କ୍ଷମତା ରହିଛି।

Leave A Reply

Your email address will not be published.