Odisha Link
Bridging the Missing Links in Odisha

୫-ଟି ଅଧ୍ୟକ୍ଷଙ୍କୁ ଶୁଭେଚ୍ଛାର ସୁଅ, ରାଜ୍ୟର ବିଭିନ୍ନ ସଂଗଠନର କର୍ମକର୍ତ୍ତା ଜଣାଇଲେ ଅଭିନନ୍ଦନ

ଓଏଲ୍‌ ବ୍ୟୁରୋ: ସ୍ବେଚ୍ଛାକୃତ ଅବସର ନେଇଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ୍। ୫-ଟି ସଚିବ ଥିବା ଶ୍ରୀ ପାଣ୍ଡିଆନ୍‌ ୫-ଟି ଅଧ୍ୟକ୍ଷ ହୋଇଥିବାବେଳେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ପରେ ଭିକେ ପାଣ୍ଡିଆନଙ୍କୁ ୫-ଟି ଅଧ୍ୟକ୍ଷ ନିଯୁକ୍ତି ମିଳିଛି। ଏହା ପରେ ୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଭିଡ଼ ଜମିଛି।

ମୁଖ୍ୟମନ୍ତ୍ରୀ ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ରାଜ୍ୟର ବିଭିନ୍ନ ସଂଗଠନ କର୍ମକର୍ତ୍ତା ସାକ୍ଷାତ କରିଛନ୍ତି। ନବୀନ ପଟ୍ଟନାୟକ ଓ ଭି. କେ ପାଣ୍ଡିଆନଙ୍କୁ ନବୀନ ନିବାସରେ ଶୁଭେଚ୍ଛା ଜଣାଇଛନ୍ତି। ବିକାଶ ପାଇଁ ଧନ୍ୟବାଦ ଦେବା ସହ ନିଜ ଦାବି ସମ୍ପର୍କରେ ଆଲୋଚନା କରିଛନ୍ତି। ମନ୍ତ୍ରୀ, ମେୟର, ବିଧାୟକ ମଧ୍ୟ ସାକ୍ଷାତ କରିଛନ୍ତି।

Leave A Reply

Your email address will not be published.