Odisha Link
Bridging the Missing Links in Odisha
Daily Archives

November 15, 2023

ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ଭାରତ,…

ଓଏଲ୍‌ ବ୍ୟୁରୋ: ୨୦୨୩ ଦିନିକିଅ ବିଶ୍ବକପ୍‌ର ପ୍ରଥମ ସେମିଫାଇନାଲ ମୁକାବିଲାରେ ଭାରତର ଦମଦାର ବିଜୟ। ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ବକପ୍‌ ଫାଇନାଲରେ ପହଁଞ୍ଚିଲା ଭାରତ। ବ୍ୟାଟସମ୍ୟାନ୍‌ଙ୍କ ଶାନଦାର ବ୍ୟାଟିଂ ସାଙ୍ଗକୁ ବୋଲର ଦମଦାର ବୋଲିଂ ବଳରେ ଭାରତ ୭୦ ରନରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି। ୨୦୧୧…

ପାକିସ୍ତାନ ଟିମ୍‌ରେ ଆମୂଳଚୂଳ…

ଓଏଲ୍‌ ବ୍ୟୁରୋ: ଚଳିତ ବିଶ୍ବକପ୍‌ରେ ପାକିସ୍ତାନ କ୍ରିକେଟ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରି ସମାଲୋଚନାର ଶିକାର ହୋଇଥିଲା। ଏସବୁ ମଧ୍ୟରେ ପାକିସ୍ତାନ ଟିମର ଅଧିନାୟକ ପଦ ଛାଡ଼ିଲେ ବାବର ଆଜମ୍। ଏଥିସହିତ ପାକିସ୍ତାନ କ୍ରିକେଟ ଟିମ୍‌ରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପାକିସ୍ତାନ କ୍ରିକେଟ ବୋର୍ଡ ଅଲଗା…

ଆସନ୍ତା ୧୭ରେ ହରିଶ୍ଚନ୍ଦ୍ର ବକ୍ସିପାତ୍ର…

ଓଏଲ୍‌ ବ୍ୟୁରୋ: ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମୃତିକମିଟି ଆନୁକୂଲ୍ୟରେ ଆସନ୍ତା ୧୭ ତାରିଖ ଶୁକ୍ରବାର ସନ୍ଧ୍ୟା ୬ ଘଟିକା ସମୟରେ ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୯୦ ତମ ଜୟନ୍ତୀ ଜୟଦେବ ଭବନ ଠାରେ ଅନୁଷ୍ଠିତ ହେବ। ଉକ୍ତ ଉତ୍ସବରେ ଓଡ଼ିଶାର ନବନିଯୁକ୍ତ ମହାମହିମ ରାଜ୍ୟପାଳ ରଘୁବର ଦାସ ମୁଖ୍ୟ…

ଦିନିକିଆ ବିଶ୍ବକପ୍‌ରେ ସାମିଙ୍କ ବିଶ୍ବ…

ଓଏଲ୍‌ ବ୍ୟୁରୋ: ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି ବିଶ୍ବକପ୍‌ ୨୦୨୩ର ପ୍ରଥମ ସେମିଫାଇନାଲ। ଖେଳ ଜାରି ରହିଥିବା ବେଳେ ଟିମ୍‌ ଇଣ୍ଡିଆର ଗୋଟିଏ ପରେ ଗୋଟିଏ ଖେଳାଳି ବଡ଼ ରେକର୍ଡ ନିଜ ନାମରେ ସାମିଲ କରୁଛନ୍ତି। ବିରାଟ ଆଜି ଦିନିକିଆ କ୍ରିକେଟରେ ୫୦ତମ ଶତକୀୟ ଇନିଂସ…

ସେମିଫାଇନାଲରେ ଭାରତୀୟ ଖେଳାଳିଙ୍କ ଧମାଲ;…

ଓଏଲ୍‌ ବ୍ୟୁରୋ: ଆଜି ବିଶ୍ବକପରେ ହାଇଭୋଲଟେଜ୍ ମ୍ୟାଚ୍। ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲରେ ଆରମ୍ଭ ହୋଇଛି ଟକ୍କର। ଭାରତ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିବାବେଳେ ବିରାଟ କୋହଲି ବିଶ୍ୱ ରେକର୍ଡ କରିଛନ୍ତି। ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ କୋହଲି ହାସଲ କଲେ ୫୦ତମ ଶତକ। ବୁଧବାର…

ଜମ୍ମୁରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା: ଶୋକ…

ଓଏଲ୍‌ ବ୍ୟୁରୋ: ଜମ୍ମୁ ଓ କାଶ୍ମୀର ଡୋଡା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ୨୫୦ ମିଟର ତଳକୁ ଯାତ୍ରୀବାହୀ ବସ୍ ଖସି ପଡିଛି। ଦୁର୍ଘଟଣାରେ ପାଖାପାଖି ୨୫ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ…

ବିମାନ ସେବାରେ ନୂଆ ଅଧ୍ୟାୟ;…

ଓଏଲ୍‌ ବ୍ୟୁରୋ: ଝାରସୁଗୁଡ଼ାବାସୀଙ୍କ ପାଇଁ ଖୁସିଖବର। ବିମାନ ସେବାରେ ନୂଆ ଅଧ୍ୟାୟ। ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବାଙ୍ଗାଲୋରକୁ ଆଜି ଠାରୁ ଇଣ୍ଡିଗୋ ବିମାନ ସେବା ଆରମ୍ଭ ହୋଇଛି। ଆଜି ଅପରାହ୍ନ ୧୨ଟା ୪୦ରେ ଝାରସୁଗୁଡା ବିମାନ ବନ୍ଦରରେ ଇଣ୍ଡିଗୋ ବିମାନ ଅବତରଣ କରିଥିଲା। ପୂର୍ବରୁ…

ଗଭୀର ଅବପାତ ରୂପ ନେଇପାରେ ଅବପାତ,…

ଓଏଲ୍‌ ବ୍ୟୁରୋ: ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ସୁଦୃଶଃ ଲଘୁଚାପ। ଅବପାତ ପ୍ରଭାବ ଓଡ଼ିଶାକୁ ବେଶୀ ନଥିବା କହିଲେ ଆଇଏମଡି ଡିଜି କହିଛନ୍ତି। ଆସନ୍ତାକାଲି ସକାଳେ ଗଭୀର ଅବପାତ ରୂପ ନେଇପାରେ ଅବପାତ। ଆନ୍ଧ୍ର ଉପକୂଳରୁ ଦୂରରେ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ। ପ୍ରଭାବରେ ଆଜି ସନ୍ଧ୍ୟାରୁ…

ଭୁବନେଶ୍ୱରରେ ହେବ ଏଆଇଏଫ୍ଏଫ୍-ଫିଫା…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱରରେ ଏଆଇଏଫ୍ଏଫ୍-ଫିଫା ଏକାଡେମୀ ହେବ। ଫିଫା ପ୍ରତିଭା ଯୋଜନାରେ ଏହା କାର୍ଯ୍ୟକାରୀ ହେବ। ଭୁବନେଶ୍ୱରକୁ ଭେନ୍ୟୁ ଭାବେ ବଛାଯାଇଛି ବୋଲି କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା ସୂଚନା ଦେଇଛନ୍ତି। ଫୁଟବଲ ବିକାଶରେ ସମସ୍ତ ସୁବିଧା ସୁଯୋଗ ଯୋଗଇଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଆରମ୍ଭ ହେବ କ୍ରୀଡ଼ା ପ୍ରତିଯୋଗିତା; ସରି…

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ସମସ୍ତ କ୍ରୀଡ଼ାବିତମାନଙ୍କ ପାଇଁ ଖୁସି ଖବର। ସମସ୍ତ ବ୍ଲକ୍, ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌର ପରିଷଦ ଏବଂ ମହାନଗର ନିଗମରେ ଆରମ୍ଭ ହେବାକୁ ଯାଉଛି କ୍ରୀଡ଼ା ପ୍ରତିଯୋଗିତା। ଯେଉଁଥିରେ ୧୩ ରୁ ୩୫ ବର୍ଷ ମଧ୍ୟରେ ସମସ୍ତ ଖେଳାଳି ପଞ୍ଜୀକରଣ କରିପାରିବେ। ତେବେ ଏନେଇ ପଞ୍ଜୀକରଣ…