Odisha Link
Bridging the Missing Links in Odisha

ପୁଣି ଜଣେ ନକଲି ଡାକ୍ତର ଅଟକ; ଠକେଇ ଅଭିଯୋଗ ଆଣିଲେ ଗ୍ରାମବାସୀ

ଓଏଲ୍‌ ବ୍ୟୁରୋ: ଯାଜପୁରରେ ନକଲି ଡାକ୍ତରଙ୍କୁ ଧରି ଅଟକ ରଖିଲେ ଗ୍ରାମବାସୀ। କୋରେଇ ପାଟରଙ୍ଗ ଗାଁରେ ନକଲି ଡାକ୍ତରଙ୍କୁ ଅଟକ ରଖିଲେ। ଭୁବନେଶ୍ବର ବାଳକାଟି ସ୍ଥିତ ଏକ ଘରୋଇ ହସ୍ପିଟାଲର ଡାକ୍ତର କହୁଥିଲେ। ନିଜକୁ ଡାକ୍ତର କହି ଗାଁରେ ପ୍ରଥମେ ମାଗଣା ଚିକିତ୍ସା କରୁଥିଲେ। ପରେ ବିଭିନ୍ନ ରୋଗ ହୋଇଥିବା କହି ଘରୋଇ ହସ୍ପିଟାଲ ନେଉଥିଲେ। ଘରୋଇ ହସ୍ପିଟାଲରେ ଲୋକଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବ୍ୟବହାର କରି ଠକୁଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.