Odisha Link
Bridging the Missing Links in Odisha

କମିଶନରେଟ୍ ପୁଲିସକୁ ସଫଳତା: ବନ୍ଧା ହେଲେ ୮ ଜଣିଆ ଲୁଟେରା ଗ୍ୟାଙ୍ଗ

ଓଏଲ୍‌ ବ୍ୟୁରୋ: କମିଶନରେଟ୍ ପୁଲିସକୁ ସଫଳତା ମିଳିଛି। ପାହାଡ଼ି ଗ୍ୟାଙ୍ଗର ୮ ଲୁଟେରାଙ୍କୁ ବାନ୍ଧିଲା କମିଶନରେଟ୍ ପୁଲିସ। ୨୨ଟି ମୋବାଇଲ୍‌ ସହ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ ହୋଇଛି। ମୋ ବସ୍ ଓ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଲୁଟ୍ କରୁଥିଲେ। ଗିରଫ ୮ ଜଣ ଲୁଟେରା ଝାଡ଼ଖଣ୍ଡର ସୂଚନା ମିଳିଛି। ରାଜ୍ୟ ଓ ରାଜ୍ୟ ବାହାରେ ଏମାନଙ୍କ ନାଁରେ ଏକାଧିକ ମାମଲା ରହିଛି। ମୋବାଇଲ୍‌ ଲୁଟି ୟୁପିଆଇ ହ୍ୟାକ୍‌ କରି ଆକାଉଣ୍ଟ ଖାଲି କରୁଥିଲେ।

Leave A Reply

Your email address will not be published.