Odisha Link
Bridging the Missing Links in Odisha
Daily Archives

January 8, 2024

ଏଣିକି ଟିଭି ଦେଖିବା ହେବ ମହଙ୍ଗା,…

ଓଏଲ୍‌ ବ୍ୟୁରୋ: ଆପଣ ଟିଭି ଦେଖିବାକୁ ପସନ୍ଦ କରନ୍ତି କି ? ଯଦି ହଁ ତେବେ ଏବେ ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡ଼ିବ ଅଧିକ ଟଙ୍କା। କାରଣ ନୂଆବର୍ଷ ଆରମ୍ଭରୁ ମହଙ୍ଗା ମାଡ଼ ହୋଇଛି। ଟିଭି ଦେଖିବା ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ। ନୂଆବର୍ଷ ଆରମ୍ଭରୁ ଜି ଏଣ୍ଟରଟେନମେଣ୍ଟ, ଭାୟାକମ୍ ୧୮ ଏବଂ ସୋନି ପିକଚର୍ସ…

ଟି-୨୦ ବିଶ୍ବକପ୍‌ରେ କିଏ ହେବ ଭାରତର…

ଓଏଲ୍‌ ବ୍ୟୁରୋ: ଟି-୨୦ ବିଶ୍ବକପ୍‌ ଅଭିଯାନ ପାଇଁ ଟିମ୍‌ ଇଣ୍ଡିଆର ପ୍ରସ୍ତୁତି ଆରମ୍ଭ। ଜୁନ୍‌ ପହିଲାରୁ ଫଟାଫଟ ମହାକୁମ୍ଭ ଆରମ୍ଭ ହେବାକୁ ଥିବା ବେଳେ ଭାରତ ତାର ଶେଷ ଅନ୍ତର୍ଜାତୀୟ ଟି-୨୦ ସିରିଜ ଆଫଗାନିସ୍ତାନ ସହିତ ଖେଳିବ। ଜାନୁଆରୀ ୧୧ରେ ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ଆରମ୍ଭ କରିବ ଭାରତ।…

ଚଳଚଞ୍ଚଳ ରାଜଧାନୀ; ମନ ମୋହୁଛି ଶିଶିର…

ଓଏଲ୍‌ ବ୍ୟୁରୋ: ପୁଣି ଚଳଚଞ୍ଚଳ ହୋଇଛି ରାଜଧାନୀ ଭୁବନେଶ୍ୱର। ଜାନୁଆରୀ ୬ ତାରିଖରୁ ଆରମ୍ଭ ହୋଇଛି ଜାତୀୟସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମେଳା ଶିଶିର ସରସ- ୨୦୨୪। ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡିଆରେ ୧୫ ତାରିଖ ପର୍ଯ୍ୟନ୍ତ ସକାଳ ୧୧ଟା ୩୦ ରୁ ରାତି ୯ ଟା ପର୍ଯ୍ୟନ୍ତ ଚାଲିବ ମେଳା।…

କଞ୍ଚାଲଙ୍କା ବିରୋଧରେ ମାନହାନି ମାମଲା:…

ଓଏଲ୍‌ ବ୍ୟୁରୋ: କଂଚାଲଙ୍କା ଓଟିଟିରେ ରିଲିଜ୍ ହୋଇଥିବା ‘ବାରଙ୍ଗ-୧୯୯୯’କୁ ନେଇ ବିବାଦ ସୃଷ୍ଟି ହୋଇଛି। ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ବିରୋଧରେ ମାନହାନି ମାମଲା ଦାୟର କଲେ ଅଞ୍ଜନା ମିଶ୍ର। କଞ୍ଚାଲଙ୍କାରେ ଆସିଥିବା ୱେବ୍ ସିରିଜକୁ ନେଇ ମାମଲା ହୋଇଛି। ବାରଙ୍ଗ ୯୯ ସିରିଜକୁ ପ୍ରତ୍ୟାହାର ପାଇଁ ନୋଟିସ…

ତାମିଲନାଡୁରେ କମୁନି ବର୍ଷା; ସ୍କୁଲ ଓ…

ଓଏଲ୍‌ ବ୍ୟୁରୋ: ତାମିଲନାଡୁରେ କମୁନି ବର୍ଷାର ବିତ୍ପାତ। ଲଗାଣ ବର୍ଷାରେ ବେହାଲ ତାମିଲନାଡୁ। ତାମିଲନାଡୁରେ ପୁଣି ବର୍ଷାର ତାଣ୍ଡବ। ରାଜ୍ୟର ଅନେକ ଜିଲ୍ଲାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି। ନାଗାପାଟ୍ଟିନମ୍, କିଲଭେଲୁର ତାଲୁକ, ଭିଲୁପୁରମ ଏବଂ କୁଡାଲୋର ଜିଲ୍ଲାରେ…

ଉପାନ୍ତରେ ବିକାଶର ନୂଆ ଅଧ୍ୟାୟ;…

ଓଏଲ୍‌ ବ୍ୟୁରୋ: ବିକାଶର ନୂଆ ଅଧ୍ୟାୟ ଲେଖିବାକୁ ଯାଉଛି ମାଲକାନଗିରି। ଆସନ୍ତାକାଲି ଲୋକାର୍ପିତ ହେବ ମାଲକାନଗିରି ବିମାନ ବନ୍ଦର। ଗତକାଲି ବିଧିିବଦ୍ଧ ଭାବେ ମାଲକାନଗିରି ବିମାନ ବନ୍ଦରରୁ ପରୀକ୍ଷାମୂଳକ ଭାବେ ଉଡାଣ ଆରମ୍ଭ ହୋଇଥିଲା। ଆସନ୍ତାକାଲି ମାଲକାନଗିରି ବିମାନ ବନ୍ଦର ମୁଖ୍ୟମନ୍ତ୍ରୀ ନବୀନ…

ପରିକ୍ରମା ପ୍ରକଳ୍ପ ପାଇଁ ଚଳଚଞ୍ଚଳ ପୁରୀ;…

ଓଏଲ୍‌ ବ୍ୟୁରୋ: ରୂପାନ୍ତରଣର ସ୍ପର୍ଶରେ ସଜେଇ ହେଉଛି ଶ୍ରୀକ୍ଷେତ୍ର। ଜାନୁଆରୀ ୧୭ ତାରିଖରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଉତ୍ସବ ମୁଖର ଜଗନ୍ନାଥ ଧାମ। ପୁରୀସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଶ୍ୱର୍ରେ ଚାଲିଥିବା ପରିକ୍ରମା ପ୍ରକଳ୍ପ(ଐତିହ୍ୟ କରିଡର)ର…

ବିଜେଡିରୁ ଇସ୍ତଫା ଦେଲେ ଜଣେ ପୂର୍ବତନ…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବାଜିଲାଣି ବିଗୁଲ। ରାଜ୍ୟର ୩ ପ୍ରମୁଖ ଦଳ ଆରମ୍ଭ କରିଲେଣି ରଣନୀତି। ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ଦିଲ୍ଲୀରେ ଓଡ଼ିଶା ଦଖଲ ପାଇଁ କରୁଛନ୍ତି ପ୍ରସ୍ତୁତି। ଅନ୍ୟପଟେ ଦେଶର ସବୁଠି ଚର୍ଚ୍ଚାରେ ରହୁଥିବା ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଲଗାତାର ୬ଷ୍ଠ ଥର…

କରଣପୁର ନିର୍ବାଚନ: ବିଧାୟକ ନହୋଇ ବି…

ଓଏଲ୍‌ ବ୍ୟୁରୋ: ରାଜସ୍ଥାନର ଭଜନଲାଲ ସରକାରକୁ ଲାଗିଲା ବଡ଼ ଝଟକା। ସରକାର ଗଠନ କରିବାର ମାସକ ପରେ ଭାରତୀୟ ଜନତା ପାର୍ଟି କରଣପୁର ବିଧାନସଭା ଆସନରେ ପରାଜିତ ହୋଇଛି। ଯାହା ଦଳକୁ ଲାଗିଛି ଝଟକା। ସବୁଠୁ ବଡ଼କଥା ହେଲା ବିଜେପି କରଣପୁରର ଆସନର ଆଶାୟୀ ପ୍ରାର୍ଥୀ ସୁରେନ୍ଦ୍ରପାଲ ସିଂହଙ୍କୁ ମନ୍ତ୍ରୀ ପଦ…

ଝଲସୁଛି ଅଯୋଧ୍ୟା; ତୀବ୍ର ଗତିରେ ଚାଲିଛି…

ଓଏଲ୍‌ ବ୍ୟୁରୋ: ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ପାଇଁ ଚାଲିଛି ସଜବାଜ। ଆଉ ମାତ୍ର ଅଳ୍ପ ଦିନର ଅପେକ୍ଷା, ଅଗଣିତ ରାମଭକ୍ତଙ୍କ ଅପେକ୍ଷାର ହେବ ଅନ୍ତ, ଅଯୋଧ୍ୟା ରାମ ମନ୍ଦିରରେ ବିରାଜମାନ ହେବେ ରାମଲାଲା। ଏବେଠୁ ଅଯୋଧ୍ୟାକୁ ରାମଭକ୍ତଙ୍କ ସୁଅ ଛୁଟିଲାଣି। ରାମଲାଲାଙ୍କ ପାଇଁ କୋଣ ଅନୁକୋଣରୁ ଆସୁଛି ଉପହାର।…