Odisha Link
Bridging the Missing Links in Odisha

ବାଣୀବିହାରରେ ମର୍ମନ୍ତୁଦ ଦୁର୍ଘଟଣା: ୩ରୁ ଅଧିକ ଆହତ

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱରର ବାଣୀବିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। OSRTC ବସ୍‌କୁ ଘରୋଇ ବସ୍‌ ଧକ୍କା ଦେଇଥିବା ସୂଚନା ରହିଛି। ବାଣୀବିହାର ଓଭର ବ୍ରିଜ ଉପରେ ଦୁର୍ଘଟଣା ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ଦୁଇଟି ବସ୍‌ର ଡ୍ରାଇଭର ସହ ଏକାଧିକ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବ୍ରେକ୍‌ ଫେଲ ଯୋଗୁଁ ଦୁର୍ଘଟଣା ହୋଇଥିବା ପୁଲିସ ପକ୍ଷରୁ ସୂଚନା ଜାରି ହୋଇଛି।

Leave A Reply

Your email address will not be published.